Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବେଆଇନ ଢ଼ାବା ଭାଙ୍ଗିବା ସହ ଦୋକାନ ଗୃହ ତାଲା ପାକାଇଲା ପ୍ରଶାସନ ।

Posted on December 13, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡଝରା ପଞ୍ଚାୟତ ଅଫିସ ମାର୍କେଟ ଗୃହ ଗୁଡିକରେ ପ୍ରଶାସନ ତାଲା ପକାଇବା ସହ ମା ମଙ୍ଗଳା ଢ଼ାବାକୁ ଭାଙ୍ଗି ଦେଇଛି।ଦୀର୍ଘ ଦିନ ଧରି ଢ଼ାବାଟି ବେଆଇନ ଭାବେ ଚାଲୁଥିବା ସରପଞ୍ଚ ରୁନୁବାଳା ପ୍ରଧାନ ଅଭିଯୋଗ କରି ଆସୁଥିଲେ। ଏପରିକି ପଞ୍ଚାୟତ ନିୟମ କୁ ଫୁରେ ଉଡେଇ ମାର୍କେଟ କମ୍ପ୍ଲେକ୍ସ ଏବଂ ଢ଼ାବା ଚଳାଉଥିଲେ ପୂର୍ବତନ ସରପଞ୍ଚ। ଯାହାକୁ ନେଇ ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା କୋର୍ଟରେ ସ୍ଥଗିତ ହୋଇଥିଲା। ଏ ନେଇ ବିଧିବଦ୍ଧ ଭାବେ ପରଜଙ୍ଗ ତହସିଲଦାରଙ୍କ ଚିଠି ସଂଖ୍ୟା -୪୪୪୮ ଅନୁଯାୟୀ ଉଚ୍ଛେଦ କରାଯାଇଛି । ମାର୍କେଟ କମ୍ପ୍ଲେକ୍ସରେ ଥିବା ଗୃହ ଗୁଡିକ ତାଲା ପକାଇବା ସହ ବେଆଇନ ଢ଼ାବାକୁ ଭଙ୍ଗା ଯାଇଛି। ଉଚ୍ଛେଦ ବେଳେ ପରଜଙ୍ଗ ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ , ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme