ତାଳଚେର: ତାଳଚେରସ୍ଥିତ ବଳରାମ କୋଇଲା ଖଣିରେ ଆଜି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଏମସିଏଲ୍ରେ କାର୍ଯ୍ୟରତ ଜଣେ କର୍ମଚାରୀ ଡ୍ୟୁଟିକୁ ଯାଉଥିବା ସମୟରେ ଏକ ଭାରୀ ଚେନ୍ ଡୁଜର୍ ମେସିନ୍ ତାଙ୍କ ଉପରେ ଚଢ଼ିଯିବାରୁ ତାଙ୍କ ଗୋଡ଼ ଦୁଇ ଖଣ୍ଡ ହୋଇଯାଇଛି। ତେବେ…
Day: December 6, 2025
ରାଜଧାନୀରୁ ୧୦ ମାଉଜର ଜବତ, ବିହାରରୁ ବ୍ରହ୍ମପୁର ଅଭିମୁଖେ ହେଉଥିଲା ଚାଲାଣ
ରାଜଧାନୀରୁ ୧୦ ମାଉଜର ଜବତ। ବିହାରରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ବେଳେ ଗୋଡାଇ ଗୋଡାଇ ଧରିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଖଣ୍ଡଗିରି ଛକରେ ମାଡ଼ି ବସିଲା ପୁଲିସ। ଜଣେ ଅଭିଯୁକ୍ତ ଗିରଫ। ସୂଚନାନୁଯାୟୀ, ଏକ କାରରେ ଚୋରା ମାଉଜର ଓ କାଇବାଇନ୍ ଚାଲାଣ…
ଦେହରେ ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଦେହରେ ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ଣ ଫାଣ୍ଡି ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଲାଞ୍ଜିବେର୍ଣ ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ…
ନଦୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ର ମୃତ
ଖରସ୍ରୋତା ନଦୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ର ମୃତ। କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତ ବରାଂଶ ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ରାଜେନ୍ଦ୍ର କଣ୍ଠଙ୍କ ପୁଅ ସାଇ ସାରଥି କଣ୍ଠ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।…
ଚିକେନ୍ ଖାଇଦେବାରୁ ଦୁଇ ପଡୋଶୀଙ୍କ ଭିତରେ ଗଣ୍ଡଗୋଳ
ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ପଡୋଶୀ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର ମହାନ୍ତି। ଉକ୍ତ ଗାଁର ହତ୍ୟାକାରୀ ନାରାୟଣ ଦାସ ଫେରାର୍। ସୂଚନାନୁଯାୟୀ, ଶୁକ୍ରବାର କୃଷ୍ଣଚନ୍ଦ୍ର ଘରେ ଚିକେନ୍…
ଗହଣା କିଣିବା ପୂର୍ବରୁ ଦାମ୍ ଉପରେ ନଜର ପକାନ୍ତୁ ଦର….
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୦,୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ହାଇଦ୍ରାବାଦ ବିମାନବନ୍ଦରକୁ ବୋମା ଧମକ, ସୁରକ୍ଷିତ ଭାବେ ହେଲା ଲ୍ୟାଣ୍ଡିଂ
ତେଲେଙ୍ଗାନାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ପୁଣି ବୋମା ଧମକ । ଆଜି ଦୁଇଟି ଅଲଗା ଅଲଗା ବିମାନ ବନ୍ଦରକୁ ଇମେଲରେ ଧମକ ମିଳିଛି । ଏହି ଧମକ ଏୟାରପୋର୍ଟର କଷ୍ଟମର ସପୋର୍ଟ ଆଇଡିକୁ ମିଳିଥିଲା । ସୂଚନାନୁଯାୟୀ, ଆଜି ଲଣ୍ଡନର ହିଥ୍ରୋ…
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ମିଳିଲା ମଞ୍ଜୁରୀ: ମିଳିବ ₹୫୧ ହଜାର ସହାୟତା
ରାଜ୍ୟ ସରକାରଙ୍କ ବହୁପ୍ରତୀକ୍ଷିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBBY)କୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଅଧୀନରେ କନ୍ୟାମାନଙ୍କୁ ବିବାହ ପାଇଁ ମୋଟ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷୁରୁ ସମସ୍ତ…
୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଲୁଟେରା ଛୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ
ଯାତ୍ରାର ଫାଇଦା ଉଠାଇ ଘରେ କଳାକନା ବୁଲାଇଲେ ଲୁଟେରା। ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଲୁଟେରା ଛୁ। ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ। ଏପରି ଘଟଣା ଘଟିଛି ନୀଳଗିରି ଥାନା ଅଧୀନ କାଂଶ ଗ୍ରାମର ଶୁଭ୍ରାଂଶୁ ମହାନ୍ତିଙ୍କ ଘରେ। ସୂଚନା ମୁତାବକ…
ଶିଶୁପୁତ୍ରକୁ ଅନ୍ୟ ହାତରେ ଟେକିଦେଲେ ଦମ୍ପତି
ବାଲେଶ୍ବର ଜିଲ୍ଲା ସୋର ଥାନା ନଟାପଡ଼ା ଅଞ୍ଚଳରେ ଜଣେ ଦମ୍ପତି ନିଜର ଗରିବୀ ପାଇଁ ଜନ୍ମ କରିଥିବା ପୁଅକୁ ଭଦ୍ରକ ଅଞ୍ଚଳର ଜଣେ ଦମ୍ପତିଙ୍କୁ ଦାନ କରଥିବା ଜଣାପଡିଛି। ସୂଚନା ଅନୁସାରେ, ନଟାପଡ଼ା ଗ୍ରାମର ସେଣ ସାହିର ପ୍ରଫୁଲ୍ଲ ଧଡା ଓ ଗାୟତ୍ରୀ ଧଡାଙ୍କ ଔରସରୁ ୫ ଜଣ ଝିଅ ଓ ଜଣେ ପୁଅ…
