ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ୧୪୩ ନଂ ଜାତୀୟ ରାଜପଥ ଗମଲେଇ ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସୂଚନାନୁଯାୟୀ, ଶନିବାର ସକାଳେ ୨…
Day: December 6, 2025
ଚୋରା ଦେଶୀ ମଦ ଜବତ, ବ୍ୟବସାୟୀକୁ ଗଛରେ ବାନ୍ଧି ପୁଲିସ ଜିମାଦେଲେ ଗ୍ରାମବାସୀ
କଟକର ସାଲେପୁରରୁ ଚୋରା ଦେଶୀ ମଦ ଜବତ। ମଦ ବ୍ୟବସାୟୀକୁ ଗଛରେ ବାନ୍ଧି ପୁଲିସ ଜିମାଦେଲେ ଗ୍ରାମବାସୀ। ଗିରଫ ବ୍ୟକ୍ତି ଜଣକ ସାଲେପୁର ଅଞ୍ଚଳର ଜୟନ୍ତ ବେହେରା ବୋଲି ଜଣାପଡିଛି। ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮ଟା ସମୟରେ ସାଲେପୁର ଅଞ୍ଚଳର ଜୟନ୍ତ ବେହେରା…
ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ: ବିମାନ ବାତିଲ ଯୋଗୁ ଯାତ୍ରୀ ହନ୍ତସନ୍ତ
ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ବିମାନ ବାତିଲ ଏବଂ ଉଡ଼ାଣରେ ବିଳମ୍ବ ଯୋଗୁ ଏକାଧିକ ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ମଧ୍ୟ ଅନେକ ବିମାନ ବାତିଲ ହୋଇଛି, ଯେଉଁଥିରେ ଗତକାଲି ବାତିଲ ହୋଇଥିବା…
ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ହସପିଟାଲ ସୁଇପର ଅଫିସରେ ଅଗ୍ନିକାଣ୍ଡ । ସଫେଇ ପାଇଁ ରଖାଯାଇଥିବା ଏସିଡରୁ ନିଆଁ ଲାଗିଥିବା ସୂଚନା । ରୁମ ଭିତରେ ଫିନାଇଲ, କପଡ଼ା, ସ୍ପିରିଟ, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା । ସକାଳେ ରୁମ…
ଥରୁଛି ସାରା ଓଡ଼ିଶା: ଦାରିଙ୍ଗିବାଡ଼ିରେ ପାଲଟିଲା ସବୁଠୁ ଥଣ୍ଡା ଅଞ୍ଚଳ
ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ । ଦେହ, ହାତ ଥରିଯିବ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ…
