ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ଥଣ୍ଡା କମିବାର ସମ୍ଭାବନା ନାହିଁ । ବରଂ ବ୍ରହ୍ମପୁର, ଭୁବନେଶ୍ୱର, ଭଦ୍ରକ, ପୁରୀ, ବାଲେଶ୍ୱର ଓ ରାଉରକେଲା ସମେତ କେତେକ ସ୍ଥାନରେ ଶୁକ୍ରବାର ରାତିରୁ ୩ ଦିନ ଭିତରେ ରାତି ତାପମାତ୍ରା ୧ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ।…
Month: November 2025
ଏବେ ବି ସକ୍ରିୟ ୬ କୋଟି ମୃତକଙ୍କ ଆଧାର
ଜାନୁଆରି ୨୦୦୯ରେ ଦେଶରେ ଆଧାର କାର୍ଡ ଲାଗୁ କରାଯାଇଥିଲା। ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ ଅଧିକ ଧାରକଙ୍କ ମୃତ୍ୟୁ…
୨୫୨ କୋଟି ଟଙ୍କା ଡ୍ରଗ୍ସ ମାମଲାରେ ଶ୍ରଦ୍ଧା-ନୋରାଙ୍କ ଲିଙ୍କ୍
୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ଏହି ମାମଲାରେ ଗିରଫ ହୋଇଥିବା ପଞ୍ଚମ ଅଭିଯୁକ୍ତ ମହମ୍ମଦ ସଲିମ ମହମ୍ମଦ ସୁହେଲ ଶେଖ ଜେରା ସମୟରେ ଚାଞ୍ଚଲ୍ୟକର ଖୁଲାସା କରିଛି। ସୂତ୍ର ଅନୁଯାୟୀ, ଶେଖକୁ ପଚରାଉଚରା ସମୟରେ ଏହା…
ଭାରତକୁ ଚିତା ଉପହାର, ଭାରତ ଆସିବା ପୂର୍ବରୁ ରହିବେ କ୍ୱାରେଣ୍ଟିନ୍ରେ
ବନ୍ୟଜୀବ ସଂରକ୍ଷଣରେ ଭାରତ-ବୋତ୍ସୱାନା ସହଯୋଗିତାରେ ନୂଆ ଅଧ୍ୟାୟର ଆରମ୍ଭ । ପ୍ରୋଜେକ୍ଟ ଚିତା ଅନ୍ତର୍ଗତ ଗୁରୁବାର ଭାରତକୁ ୮ ଚିତା ଉପହାର ଦେଇଛି ବୋତ୍ସୱାନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବୋତ୍ସୱାନା ଗସ୍ତ ଅବସରରେ ଏହି ଘୋଷଣା ହୋଇଛି । ରାଷ୍ଟ୍ରପତି ମୁର୍ମୁ ଓ…
ଆଇଆଇସିଙ୍କୁ ଠେଲାପେଲା, ଟାୟାର ଜାଳି ଥାନା ସମ୍ମୁଖରେ ବିକ୍ଷୋଭ
ଭୁଲ୍ ବୁଝାମଣା କାରଣରୁ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି। ଗ୍ରାମବାସୀ ମୟୂରଭଞ୍ଜଜିଲ୍ଲା ଘାଗରବେଡ଼ା ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ କରିବା ସହ ଥାନା ଆଇଆଇସିଙ୍କୁ ଠେଲାପେଲା କରିଛନ୍ତି। ଘଟଣାରୁ ପ୍ରକାଶ, ରରୁଆଁ ବ୍ଲକ୍ ଘାଗରବେଡ଼ା ଥାନା ଅଧୀନ ସଲଗୁଡ଼ା ଗ୍ରାମର ଘନଶ୍ୟାମ ପୂର୍ତ୍ତି…
ସରିଲା ବାଲିଯାତ୍ରା: ୭୦ ଲକ୍ଷ ଦର୍ଶକ, ୩୦୦ କୋଟି ଟଙ୍କାର କାରବାର
ଐତିହାସିକ କଟକ ବାଲିଯାତ୍ରା ୯ ଦିନ ପରେ ସମାପ୍ତ ହୋଇଛି। ଚଳିତ ବର୍ଷର ଏହି ମେଳା ଆକର୍ଷଣୀୟ କାର୍ଯ୍ୟକ୍ରମ ଏବଂ ବ୍ୟାପକ ବ୍ୟବସାୟ ସହିତ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ୯ ଦିନର ଏହି ଯାତ୍ରାରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ…
ଜଳିଗଲା ମୋଟରସାଇକେଲ ପାର୍ଟସ୍ ଗୋଦାମ
ପାରାଦୀପ ଅଠରବାଙ୍କି ମାର୍କେଟ ବିଲ୍ଡିଂରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଛି। ଏକ ମୋଟରସାଇକେଲ ପାର୍ଟସ୍ ଗୋଦାମରେ ନିଆଁ ଲାଗି ପାଉଁଶ ହୋଇଯାଇଛି। ଖବର ପାଇ କୁଜଙ୍ଗ, ପାରାଦୀପ ବନ୍ଦର ଓ ଇଫକୋ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଜଳି…
ପୁଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ସମ୍ପର୍କୀୟ
ଶାଳଣିଆଁ ନିକଟରେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ସମ୍ପର୍କୀୟ। ଏକ ଠକେଇ ମାମଲାରେ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଶାଳଣିଆଁର ଯୋଗେନ୍ଦ୍ର ବେହେରାଙ୍କୁ ଉଠାଇ ନେଉଥିବା ବେଳେ ଘଟିଛି ଏହି ଘଟଣା। ୧୦ ରୁ ୧୨ ଜଣ ଯୁବକ ସଂଘବଦ୍ଧ ଭାବେ…
ନୂଆଦିଲ୍ଲୀ ଯିବେ ପ୍ରଭାତୀ ପରିଡା, ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନ ଉଦ୍ଘାଟନ କରିବେ
ଶୁକ୍ରାବର ନୂଆଦିଲ୍ଲୀ ଗସ୍ତ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍ଘାଟନ କରିବେ । ଭାରତ ମଣ୍ଡପମ୍ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ…
୨୦୨୪ ସୁଦ୍ଧା ଦେଶରେ ୮.୯୮ କୋଟି ଡାଇବେଟିସରେ ଆକ୍ରାନ୍ତ
କାୟାବିସ୍ତାର କରିଚାଲିଛି ଡାଇବେଟିସ୍ । ବିଶେଷକରି ଯୁବଗୋଷ୍ଠୀ ଏବେ ଡାଇବେଟିସ୍ ଆଁରେ । ଗତ ୨୦୨୪ ସୁଦ୍ଧା ଦେଶରେ ୨୦ରୁ ୭୯ବର୍ଷ ବୟସ୍କ ନାଗରିକଙ୍କ ମଧ୍ୟରେ ୮.୯୮ କୋଟି(୮୯.୮ ମିଲିଅନ) ଲୋକ ଡାଇବେଟିସ୍ରେ ଆକ୍ରାନ୍ତ । ଆସନ୍ତା ୨୦୫୦ ସୁଦ୍ଧା ଏହା ୧୫୬.୭ ମିଲିଅନରେ…
