ସାପ୍ତାହିକ ହାଟରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ପରିବା ବେପାରୀଙ୍କୁ ହାଣି ଟଙ୍କା ଓ ଫୋନ ଲୁଟ୍। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଇଲାକା ନିମବାହାଳି ସାପ୍ତାହିକ ହାଟରେ ବୁଧବାର ସକାଳୁ ଏଭଳି ଘଟଣା ଘଟିଛି। ପ୍ରତିବାଦରେ ଚାଷୀ ଓ ବ୍ୟବସାୟୀମାନେ ହାଟ ବନ୍ଦ କରି ଧାରଣାରେ…
Month: November 2025
ବନ୍ଦ ହୋଇଯିବ ଇରାନରେ ଭାରତୀୟଙ୍କ ଭିସା ଫ୍ରି ଏଣ୍ଟ୍ରି
ଇରାନ ଏକ ଏମିତି ନିଷ୍ପତ୍ତି ନେଇଛି, ଯେଉଁଥିରେ ଭାରତୀୟଙ୍କ ମୁସ୍କିଲ ବଢିବାରେ ଲାଗିଛି। ୨୨ ନଭେମ୍ୱରରେ ଇରାନରେ ଭାରତୀୟଙ୍କ ଭିସା ଫ୍ରି ଏଣ୍ଟ୍ରି ବନ୍ଦ ହୋଇ ଯିବ। ଏହାପଛର କାରଣ , ଠକୋଇ ଓ ତସ୍କରୀର ବୃଦ୍ଧି ମାମଲା। କହି ରଖୁଛୁ କି ,…
ଡ୍ରପ୍ଆଉଟ୍ ହ୍ରାସ ନେଇ ଓସେପାର ପଦକ୍ଷେପ, ଯୁକ୍ତ ଦୁଇ ଯାଏ ମାଗଣା ପାଠପଢ଼ା
ଡ୍ରପ୍ଆଉଟ୍ ହ୍ରାସ ପାଇଁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯେପରି କେହି ନିରକ୍ଷର ନ ରହିବେ ସେଥିଲାଗି ପଦକ୍ଷେପ ନିଆଯାଇଛି। ସେଥିଲାଗି ଯୁକ୍ତ ଦୁଇ ଯାଏ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ପାଠପଢ଼ାର ସୁଯୋଗ ମିଳିବ । ଏନେଇ ଓଡ଼ିଶା ବିଦ୍ୟାଳୟ…
ଭୁବନେଶ୍ୱର ସାଲିଆ ସାହିରେ ଜାରି ଉଚ୍ଛେଦ ଅଭିଯାନ: ଆଜି ପୁଣି ବୁଲିବ ବୁଲଡୋଜର
ଭୁବନେଶ୍ୱର ସାଲିଆ ସାହିରେ ଦ୍ବିତୀୟ ଦିନ ପଣି ଉଚ୍ଛେଦ ଅଭିଯାନ ଜାରି ରହିବ। ଆଜି ମଧ୍ୟ ବୁଲିବ ବୁଲଡୋଜର। ପୋଲିସ, ବିଏମସି ଓ ବିଡିଏ ଅଧିକାରୀମାନେ ସକାଳୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରଥମ ଦିନରେ ୩୦ରୁ ଅଧିକ ଘର ଭଙ୍ଗାଯାଇଥିବାବେଳେ, ମୋଟ ୫୧୭ଟି ଜବରଦଖଲ ଘର…
ଆଜି ମିଳିବ ପିଏମ୍ କିଷାନ ଟଙ୍କା : ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦
ଚାଷୀଙ୍କ ପାଇଁ ଖୁସୀ ଖବର। ଆଜି ଆସିବ ପିଏମ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯିବ । ୯ କୋଟି କୃଷକଙ୍କ ପାଖକୁ ପଠାଯିବ ୧୮ହଜାର…
ପ୍ରଶାସନିକ ସୁବିଧା ପାଇଁ ରାଜ୍ୟରେ ୪ ନୂଆ ତହସିଲ ଘୋଷିତ ହେବ, ରାଜସ୍ବ ବିଭାଗର ସୂଚନା
ରାଜ୍ୟରେ ଆଉ ୪ଟି ନୂଆ ତହସିଲ ଗଠନ ହେବ। ରାଜସ୍ୱ ବିଭାଗ ଘୋଷଣା କରିଛି ଯେ ଭୁବନେଶ୍ବରକୁ ୩ ତହସିଲରେ, ଏବଂ କଟକ ଓ ସମ୍ବଲପୁରକୁ ପ୍ରତ୍ୟେକ ଗୋଟିଏ କରି ଅଲଗା ତହସିଲରେ ବିଭକ୍ତ କରାଯିବ। ପ୍ରଶାସନିକ ସୁବିଧା, ସହରୀକରଣ ଓ ଅଧିକ ଜନସଂଖ୍ୟା…
ନକଲି ଘିଅ କାରଖାନାରେ CMC ପକ୍ଷରୁ ଚଢ଼ାଉ
ପୁଣି ନକଲି କାରଖାନା । ଲୋଗୋ ଅସଲି , ଜିନିଷ ନକଲି । କଟକ ସଦର ଥାନା ବାଲିକୁଦାରେ ନକଲି ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନା ଚାଲୁଥିବା ଖବର ପାଇ କଟକ CMC ପକ୍ଷରୁ ଚଢଉ କରାଯାଇଥିଲା । ଚଢ଼ାଉ…
ଜାପାନରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୭୦ରୁ ଅଧିକ କୋଠା
ଦକ୍ଷିଣ-ପଶ୍ଚିମ ଜାପାନର ଓଇଟା ପ୍ରିଫେକ୍ଚରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୭୦ରୁ ଅଧିକ କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା ପ୍ରାୟ ୫.୪୫ ସୁଦ୍ଧା ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି…
ଜାଣନ୍ତୁ ଦେବ ଦୀପାବଳୀର ମହାତ୍ମ୍ୟ
ବୁଧବାରଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ । ମାର୍ଗଶୀର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅର୍ଥାତ ଆଜି ଠାରୁ ତିନିଦିନ ଧରି ଦେବ ଦୀପାବଳୀ ନୀତି ପାଳନ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ।…
ମଗୁଶିର ଅଧା ହେଲାଣି ତଥାପି ଆକାଶଛୁଆଁ ପରିବା ଦର
କଲରା ୮୦କୁ ଭେଣ୍ଡି ୯୦ । ଟମାଟୋ ୫୦କୁ କାଙ୍କଡ଼ ୧୨୦ । କାକୁଡି ୭୦, ସିମ୍ବ ୮୦, ଦେଶୀ ଆଳୁ ୫୦, ସଜନା ଛୁଇଁ ୧୫୦ । ଭୁବନେଶ୍ୱର ୧ ନମ୍ବର ହାଟରେ ଏଭଳି ଦର ଶୁଣିଲେ ମୁଣ୍ଡ ଝାଏଁଝାଏଁ ହୋଇଯାଉଥିଲା ।…
