ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି । ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ସବୁ ହାଇଆଲର୍ଟରେ ଅଛି…
Day: November 11, 2025
ତାଳଚେର ନଗର କାର୍ତ୍ତିକେଶ୍ୱର ପୂଜାର ଲଡୁ ନିଲାମ ଓ ଭଷାଣି ଉତ୍ସବ ।
ପାଖାପାଖି ୯୦ କେଜିର ଏହି ଲଡୁକୁ ନିଲାମ ଡାକି ଦାଶ ବ୍ରଦର୍ଶ ଏକାବନ ହଜାର ଟଙ୍କାରେ ନେଇଥିଲେ । ଏହି ଭସାଣି ଉତ୍ସବରେ ସହରର ୧୭ଟି ପୂଜା ମଣ୍ଡପ ଭାଗ ନେଇଥିଲେ। ତାଳଚେର ସହରରେ ଚଳିତ ବର୍ଷ ୨୫ରୁ ଅଧିକ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣଙ୍କ…
ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ
ରାଉରକେଲା ସହରରେ ଗୋଠଛଡ଼ା ଦନ୍ତା ଉତ୍ପାତ। ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ। ମଙ୍ଗଳବାର ଭୋର୍ ୩ଟା ସମୟରେ ଏକ ଗୋଠଛଡ଼ା ଦନ୍ତା ବନ୍ଧମୁଣ୍ଡା ଡ଼ୁମେର୍ତ୍ତାରୁ ବାହାରି ସେକ୍ଟର-୧ ସ୍ଥିତ କଲ୍ୟାଣୀ ବସ୍ତି ଆଡ଼କୁ ଯାଇଥିଲା। ପରେ ଦିଗ ବଦଳାଇ ସେକ୍ଟର-୧ ରାସ୍ତା ଦେଇ ଶକ୍ତିନଗର…
ଆସନ୍ତା ଦୁଇ ଦିନ ହାଡ଼ଭଙ୍ଗା ଜାଡ଼ରେ ଥରିବ ୬ ଜିଲ୍ଲା
ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ବହିବ । ୫ ସହରରେ ଏହାର ପ୍ରଭାବ ରହିବ । କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି…
