Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ନଗର କାର୍ତ୍ତିକେଶ୍ୱର ପୂଜାର ଲଡୁ ନିଲାମ ଓ ଭଷାଣି ଉତ୍ସବ ।

Posted on November 11, 2025

ପାଖାପାଖି ୯୦ କେଜିର ଏହି ଲଡୁକୁ ନିଲାମ ଡାକି ଦାଶ ବ୍ରଦର୍ଶ ଏକାବନ ହଜାର ଟଙ୍କାରେ ନେଇଥିଲେ । ଏହି ଭସାଣି ଉତ୍ସବରେ ସହରର ୧୭ଟି ପୂଜା ମଣ୍ଡପ ଭାଗ ନେଇଥିଲେ। ତାଳଚେର ସହରରେ ଚଳିତ ବର୍ଷ ୨୫ରୁ ଅଧିକ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ସେଥି ମଧ୍ୟରୁ ୧୭ଗୋଟି ପୂଜା କମିଟି ଏହି ଭଷାଣି ପ୍ରତିଯୋଗିତାରେ ଭାଗନେଇଥିଲେ। ଏହିି ଉପଲକ୍ଷେ ଆଜି ଲଡ଼ୁ ନିଲାମ ମଧ୍ୟ ହୋଇଥିଲା। ଲଡ଼ୁ ନିଲାମ ପରେ ଭଷାଣି ଉତ୍ସବ ଆରମ୍ଭ ହୋଇଥିଲା। ଏଥିରେ ପୁଲିସ ପ୍ରଶାସନଙ୍କ ସହଯୋଗ କରିବା‌ ସହିତ ଭସାଣି ପାଇଁ ଲଟେରୀ ମାଧ୍ୟମରେ କ୍ରମିକ ନମ୍ବର ପ୍ରଦାନ କରିଥିଲେ । ଦୀର୍ଘ ୧୦ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ ଆଜି ଭକ୍ତଙ୍କ ଠାରୁ ବିଦାୟ ନେଉଛନ୍ତି ପ୍ରଭୁ କାର୍ତ୍ତିକେଶ୍ୱର । ପାରମ୍ପରିକ ନୃତ୍ୟ ଗୀତରେ ସହର ପ୍ରକମ୍ପିତ ହେଉଥିବା ବେଳେ ଏହାକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଲୁଙ୍କ ସୁଅ ଛୁଟିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme