Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: October 2025

ମଦ ବିକ୍ରୀ ଉପରେ କଟକଣା, ସୁରକ୍ଷା ବ୍ୟବସ୍ଥା ଜୋରଦାର….

Posted on October 3, 2025

ଭୁବନେଶ୍ୱର: ଭସାଣୀ ପାଇଁ ଖୋଲା ମଦ ଦୋକାନ ଉପରେ କଡ଼ା ନଜର ରଖାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବନ୍ଦ ରହିବା ସହିତ, ଅବୈଧ ମଦ ବିକ୍ରୀ ଉପରେ କର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଇନ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ଭସାଣୀ…

ବାଳଧୂପ ଓ ରାଧା-ଦାମୋଦର ବେଶରେ ମହାପ୍ରଭୁ….

Posted on October 3, 2025

ଆଜିଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ପୂର୍ଣ୍ଣ ଏକ ମାସ ଧରି ମହାପ୍ରଭୁଙ୍କର ସ୍ବତନ୍ତ୍ର ବାଳଧୂପ ଏବଂ ରାଧା-ଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ଦାମୋଦର ରୂପରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥାଏ । ସକାଳ ଧୂପ…

ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌,ମର୍ଡର କେସ୍ ରେ ସମ୍ପୃକ୍ତ ଥିଲେ ୨ ଡକାୟତ

Posted on October 3, 2025

କଟକ ଜିଲାର ଚୌଦ୍ବାର ଜେଲ୍‌ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍‌ର ସେଲ୍‌ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଲାବୋରେଟାରୀ କୋଠାରେ ଅଗ୍ନିକାଣ୍ଡ, ଜଲିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

Posted on October 3, 2025

ବଲାଙ୍ଗୀର ଜିଲ୍ଲା ଗୁଡଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିସରରେ ଥିବା ଲାବୋରେଟାରୀ କୋଠାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ସମସ୍ତ ସାମଗ୍ରୀ ଛାରଖାର୍ ହୋଇଯାଇଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ମଧ୍ୟ ନାକେଦମ ହୋଇଛି। ତେବେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା…

ପାର୍ବଣ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତର ହୋଲି ଖେଳ….

Posted on October 3, 2025

ପାର୍ବଣ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତର ହୋଲି ଖେଳ। ଅନୁଗୁଳ ସହରର ହରିମହୁରୀ ଛକ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ , ଗଣ୍ଡଗୋଳ ବେଳେ ଭୁଜାଲି ମାଡରେ ଦୁଇ ଭାଇ ଗୁରୁତର ହୋଇଥିଲେ । ଦୁଇଭାଇ ହେଲେ ସୌରଭ ବାସାକ ଓ ସୌଭାଗ୍ୟ ବାସାକ।…

ଘୋଡ଼ାହାଡ଼ ନଦୀରେ ବନ୍ୟା: ଆସିକା, ଦିଗପହଣ୍ଡି ଓ ପାଟପୁରକୁ ଯୋଗାଯୋଗ ବିଚ୍ଛିନ୍ନ

Posted on October 3, 2025

ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟାରୁ ଘୋଡ଼ାହାଡ଼ ନଦୀର ପାଟପୁର – ପଳାଶପୁର ବ୍ରିଜ୍‌ ଉପରେ ବନ୍ୟାଜଳ…

ପିଶାଚ ପାଲଟିଲା ଡ୍ରାଇଭର: ରାତିର ସୁଯୋଗ ନେଇ ଜୋରଜବରଦସ୍ତ ରାସ୍ତା କଡ଼ରୁ ଉଠାଇ ନେଲା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ, ଅନ୍ଧାର ରାତିର ଅନ୍ଧକାରରେ ମିଳେଇଗଲା କରୁଣ ସ୍ବର

Posted on October 3, 2025

ପିଶାଚ ପାଲଟିଲା ଡ୍ରାଇଭର । ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବି ଛାଡିଲାନି । ବର୍ଷା ଓ ଅନ୍ଧାର ରାତିର ସୁଯୋଗ ନେଇ ଜୋରଜବରଦସ୍ତ ରାସ୍ତା କଡ଼ରୁ ଉଠାଇ ନେଲା । ମହିଳାଙ୍କ ଅର୍ତ୍ତ ଚିତ୍କାର ବି ଶୁଣିଲାନି । ଅନ୍ଧାର ରାତିର ଅନ୍ଧକାରରେ…

ଦଶହରାରେ ଗଡ଼ିଲା ମୁଣ୍ଡ; ସ୍ତ୍ରୀଙ୍କୁ ହାଣିଲେ ଏବିଡିଓ, କେନ୍ଦୁଝର ଜିଲ୍ଲା ଡଅଁର ଗ୍ରାମରେ ଚାଞ୍ଚଲ୍ୟକର ଘଟଣା

Posted on October 3, 2025

ବିଜୟା ଦଶମୀରେ ଗଡ଼ିଲା ମୁଣ୍ଡ । ସ୍ତ୍ରୀଙ୍କୁ ହାଣି ରକ୍ତର ହୋଲି ଖେଳିଲେ ଜଣେ ଏବିଡିଓ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ କାର୍ଯ୍ୟରତ ଏବିଡିଓ ଦେବୀ ପ୍ରସାଦ ଜେନା ତାଙ୍କ ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । କେନ୍ଦୁଝର…

ଆତଶବାଜୀର ରଙ୍ଗରେ ଦୀପ୍ତିମାନ ହେଲା ସାଉଥବଲଣ୍ଡା ପଡିଆ।

Posted on October 3, 2025

ତାଳଚେର ରାବଣ ପୋଡି ଅନୁଷ୍ଠାନ ପକ୍ଷରୁ ସାଉଥବଲଣ୍ଡା ଠାରେ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ଡ଼ ମୃଦୁଳା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ପୋଡ଼ିର ମହାତ୍ମ୍ୟ ଉପରେ ଗୁରୁତ୍ବା…

ପବିତ୍ର ଦଶହରାରେ ଭୁବନରେ ଅନୁଷ୍ଠିତ ହେଲା ଐତିହାସିକ ବଳଦ ଯାତ୍ରା…

Posted on October 3, 2025

ଢେଙ୍କାନାଳ ଜିଲ୍ଲା ଭୁଵନରେ ଗୁରୁବାର ଦିନ ଐତିହାସିକ ବଳଦ ଯାତ୍ରା ତୃତୀୟ ଦେବ ଜୀଉ ଜଗନ୍ନାଥ ମନ୍ଦିରରୁ ଶୁଭାରମ୍ଭ ହୋଇଛି । ପବିତ୍ର ଦଶରା ଅବସରରେ ଭୁବନରେ ପାରମ୍ପରିକ ବଳଦଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେବ। ଯାତ୍ରାରେ ଥୋରିଆ , ବଣିଆ ଓ କାଚରା…

Posts pagination

Previous 1 … 54 55 56 57 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

October 2025
M T W T F S S
 12345
6789101112
13141516171819
20212223242526
2728293031  
« Sep   Nov »

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme