ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଅଙ୍ଗନବାଡ଼ି, ସ୍କୁଲକୁ ଛୁଟି କରାଗଲା । ଭୁବନେଶ୍ୱରକୁ ୟେଲୋ ଜୋନ ଭାବେ ଘୋଷଣା କଲା ପାଣିପାଗ ବିଭାଗ । ଏସବୁ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ବିଏମ୍ସି ସବୁ ପ୍ରସ୍ତୁତି କଲା । ତଳିଆ ଅଞ୍ଚଳରୁ ଲୋକଙ୍କୁ…
Day: October 29, 2025
ଲ୍ୟାଣ୍ଡଫଲ କଲା ବାତ୍ୟା ମୋନ୍ଥା, ଓଡିଶାରେ ପଡିବ ନାହିଁ ବିଶେଷ ପ୍ରଭାବ
ଆନ୍ଧ୍ରପ୍ରଦେଶର ଅମଲାପୁରମଠାରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ମୋନ୍ଥା। ଏହାର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ, ଝଟକା ପବନ ମଧ୍ୟ ବହିବା ଆରମ୍ଭ ହୋଇଯାଇଛି। ଆକଳନ ଅନୁସାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାକୁ ଆହୁରି ୧ ଘଣ୍ଟାରୁ ଅଧିକ ସମୟ ଲାଗିବ। ଅବଶ୍ୟ ଲ୍ୟାଣ୍ଡଫଲ…

