Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: October 27, 2025

ଧରୁଆ ଅସ୍ତ୍ରରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ୩ ଅଟକ

Posted on October 27, 2025

ବନ୍ଧୁ ହେଲେ ବଇରୀ ।  ଭୋଜି କରିବା ପାଇଁ ଯାଇଥିବା ବେଳେ କୌଣସି କଥାକୁ ନେଇ ବଚସା ହେବାରୁ ଧରୁଆ ଅସ୍ତ୍ରରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ | ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଲା ଗାଁରେ । ଗତକାଲି…

ଲକ୍ଷ୍ନୌ ରେଲୱେ ହସ୍ପିଟାଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ରୋଗୀ ସୁରକ୍ଷିତ

Posted on October 27, 2025

ଲକ୍ଷ୍ନୌ ଆଲମବାଗ ସ୍ଥିତ ରେଲୱେ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହାପରେ ଘଟଣା ସ୍ଥଳରେ ଭୟର ବାତାବରଣ ଖେଳିଯାଇଛି । ହସ୍ପିଟାଲ୍ ରେ ନିଆଁ ଲାଗିବା ପର ୨୨ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ନିଆଁ ତୁରନ୍ତ ହସପିଟାଲର…

୨୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ

Posted on October 27, 2025

ଲଣ୍ଡନରେ ଲଜ୍ଜା । ଦୁଷ୍କର୍ମର ଶିକାର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ।  ବ୍ରିଟେନ୍‌ରେ ଘଟିଛି ଏପରି ଅଭାବନୀୟ ଘଟଣା । ଇଂଲଣ୍ଡରେ ଜଣେ ୨୦ ବର୍ଷୀୟ ଭାରତୟୀ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବ୍ରିଟିଶ୍ ପୁଲିସ୍ ମୁତାବକ, ଉତ୍ତର ଇଂଲଣ୍ଡରେ…

‘ଓଡ଼ିଶାର ଗୌରବ କୋରାପୁଟ କଫି’; ‘ମନ୍ କି ବାତ୍’ରେ କହିଲେ ପ୍ରଧାନମନ୍ତ୍ରୀ

Posted on October 27, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ ମନ ବଳାଉଛନ୍ତି। କଫି…

ଆଜି ବଡ଼ଠାକୁରଙ୍କ ହରିହର ବେଶ, ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ଼

Posted on October 27, 2025

ଆଜି ଶ୍ରୀଜଗନ୍ନାଥ ମନ୍ଦିରରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ରୂପରେ ସଜାଯିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରାଯିବ।କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପରେ ଓ ଶୁକ୍ଳ…

ଭାରତ-ଚୀନ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ…

Posted on October 27, 2025

ଭାରତ ଓ ଚୀନ ମଧ୍ୟରେ ଗତକାଲି ସିଧାସଳଖ ବିମାନ ସେବା ଆରମ୍ଭ କରାଯାଇଛି। ୨୦୨୦ର ଗଲୱାନ ସଂଘର୍ଷ ପରେ ଏହି ସେବା ବନ୍ଦ ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଦୁଇ ଦେଶ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ…

 ବଡ଼ଓଷା, କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରସ୍ତୁତି ଆରମ୍ଭ

Posted on October 27, 2025

ଆଉ ଦିନ କେଇଟା ପରେ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ଶ୍ରୀଧବଳେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି। ରବିବାରଠାରୁ ଟ୍ରଷ୍ଟ ବୋର୍ଡ ଆନୁଷ୍ଠାନିକ ଭାବେ ମନ୍ଦିର ପରିଚାଳନା ଦାୟିତ୍ୱ ନେଇଛି। ମନ୍ଦିର…

ମତ୍ସ୍ୟଜୀବୀଙ୍କୁ ନଯିବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କଲା ବିଭାଗ

Posted on October 27, 2025

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଠାରୁ ସମୁଦ୍ର ଅଶାନ୍ତ ରହିଛି। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ବଙ୍ଗୋପସାଗରରେ…

ବିହାର ବିଧାନସଭା ନିର୍ବାଚନ: ନୂଆ ପେନସନ ଏବଂ ସହାୟତା, ତେଜସ୍ୱୀ ଯାଦବଙ୍କ ମହତ୍ତ୍ୱପୂର୍ଣ୍ଣ ଘୋଷଣା

Posted on October 27, 2025

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ନୂଆ ଶାସନ ହେଲେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କୁ ପେନସନ ଦିଆଯିବ। ସହିତ ସହ, ପ୍ରତି ପ୍ରତିନିଧିଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ସୁବିଧା…

ବିପୁଳ ପରିମାଣର ବିଦେଶୀ ମଦ ଏବଂ ମଦ ତିଆରି ସାମଗ୍ରୀ ସହ ମେସିନ ଜବତ।

Posted on October 27, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା କଟରାପଡା ଗାଁରୁ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ ତିଆରି ମେସିନ, ୩୫୦ ଲିଟର ସ୍ପିରିଟ, ବିଭିନ୍ନ ବ୍ରାଣ୍ଡେଡର ନକଲି ବିଦେଶୀ ମଦ, କାରମେଲ, ଲେବୁଲ…

Posts pagination

Previous 1 2 3 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

October 2025
M T W T F S S
 12345
6789101112
13141516171819
20212223242526
2728293031  
« Sep   Nov »

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme