Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: October 14, 2025

ବିଚ୍ ରାସ୍ତାରେ ବୃଦ୍ଧାଙ୍କୁ ମାରିଦେଲା ଭାଲୁ

Posted on October 14, 2025

ପତ୍ର ତୋଳିବାକୁ ଯିବା ବେଳେ ଆକ୍ରମଣ କଲା ଭାଲୁ। ଚାଲିଗଲା ବୃଦ୍ଧାଙ୍କ ଜୀବନ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ମୁଣ୍ଡାଗୁଡା ଗ୍ରାମର ମିଟିକି ଅମନାତ୍ୟ ବୋଲି ଜଣାପଡ଼ିଛି।  ସୂଚନାନୁଯାୟୀ, ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗ୍ରାମର…

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ

Posted on October 14, 2025

ରାତି ଅଧରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗ। ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ। ମଙ୍ଗଳବାର ସକାଳେ ବରଗଡ଼ ସହର ଉପକଣ୍ଠ ପାଣିଛତ୍ର-ଜମୁର୍ଡା ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ମଙ୍ଗଳବାର…

LOCରେ ଗୁଳିବିନିମୟ: ସେନା ଓ ଆତଙ୍କୀ ମୁହାଁମୁହିଁ

Posted on October 14, 2025

ଜମ୍ମୁ କାଶ୍ମୀରର କୁପୱାଡା ସେକ୍ଟରରେ ଅନୁପ୍ରବେଶକୁ ରୋକିବାକୁ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଗତକାଲି ସନ୍ଧ୍ୟାରେ LOC ନିକଟରେ ସନ୍ଦେହଜନକ ଗତିବିଧି ଦେଖି ସେନା ଫାୟାରିଂ କରିଥିଲା। ମାଚିଲ ଓ ଦୁଦନିଆଲ ଅଞ୍ଚଳରେ ଲୁଚି ରହିଥିବା ଅନୁପ୍ରବେଶକାରୀମାନେ ପାଲଟା ଗୁଳି ଚଳାଇଥିଲେ।…

୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇବା ୨-୦ରେ ସିରିଜ ଜିତିଲା ଭାରତ

Posted on October 14, 2025

ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ଜିତିଲା ଭାରତ । ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର ଟାର୍ଗେଟ ଦେଇଥିଲା ।…

ନୂଆପଡ଼ା ଉପ ନିର୍ବାଚନ ପାଇଁ ମନୋଜ ମିଶ୍ର ହେବେ କି ବିଜେଡି ପ୍ରାର୍ଥୀ ?

Posted on October 14, 2025

ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିରୁ କିଏ ହେବେ ପ୍ରାର୍ଥୀ । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ଜଣାପଡିଛି । ମନୋଜ ମିଶ୍ର ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି କୌଣସି ନିଷ୍ପତ୍ତି…

ଟାୱାର ଉଡ଼ାଇଦେଲେ ମାଓବାଦୀ, ଲଗାଇଲେ ଧମକପୂର୍ଣ୍ଣ ପୋଷ୍ଟର 

Posted on October 14, 2025

ରାଉରକେଲାରେ ଉପସ୍ଥିତି ଜାହିର କଲେ ମାଓବାଦୀ। ଛୋଟାନାଗରା ଥାନା ଅନ୍ତର୍ଗତ ବହଦା ଗ୍ରାମରେ ଉଡ଼ାଇଦେଲେ ଏୟାରଟେଲ୍ ଟାୱାର। ଲଗାଇଲେ ମାଓ ପୋଷ୍ଟର। ଗତ ୨ ଦିନ ତଳେ ମାଓବାଦୀମାନେ ଜରେଇକେଲା ଥାନା ଅନ୍ତର୍ଗତ କୋଲବଙ୍ଗାରେ ଏକ ମୋବାଇଲ ଟାୱାର ଉଡ଼ାଇ ଦେଇଥିଲେ। ଏହି ଘଟଣାର…

ଆସନ୍ତା ୨ରୁ ୩ ଦିନରେ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ, ବୁଧବାର ଯାଏ ବର୍ଷା ଆଲର୍ଟ

Posted on October 14, 2025

ଫେରୁଛି ମୌସୁମୀ । ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ଫେରିଯିବା ପାଇଁ ପାଗ ଅନୁକୂଳ ରହିଛି । ଏ ସମୟରେ ଗଞ୍ଜାମରେ ଚାଲିଛି ବର୍ଷା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ମେଘୁଆ ପାଗ, ଘଡ଼ଘଡ଼ି, ବିଜୁକି ସହ ବର୍ଷା ହେବାର…

Posts pagination

Previous 1 2

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

October 2025
M T W T F S S
 12345
6789101112
13141516171819
20212223242526
2728293031  
« Sep   Nov »

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme