Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: October 6, 2025

ସୋନମ ଓ୍ବାଙ୍ଗଚୁକଙ୍କ ମୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି।

Posted on October 6, 2025

ଲଦାଖକୁ ରାଜ୍ୟମାନ୍ୟତା ଦେବା ଦାବି ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ। ବିଶିଷ୍ଟ ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗଚୁକଙ୍କ ମୁକ୍ତି ପ୍ରସଙ୍ଗରେ ତାଙ୍କର ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ହେବିୟସ କର୍ପସ ଦାୟର କରିଛନ୍ତି। ସୋନମ ବର୍ତ୍ତମାନ ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି।…

ରାଜସ୍ଥାନର ଜୟପୁର ସ୍ଥିତ ହସ୍ପିଟାଲରେ ଅଗ୍ନିକାଣ୍ଡ, ଚାଲିଗଲା ୬ଜଣଙ୍କ ଜୀବନ

Posted on October 6, 2025

ରାଜସ୍ଥାନର ଜୟପୁର ସ୍ଥିତ ସ୍ୱାଇ ମାନ ସିଂହ ହସ୍ପିଟାଲର ICU ୱାର୍ଡରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ୬ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି ଏବଂ ଅଧିକ ୬ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି । ଅଗ୍ନିକାଣ୍ଡ ICU…

ବାର୍‌ହା କବଳରୁ ମୁକୁଳିଲେ ୫ ପର୍ଯ୍ୟଟକ ; ଉଦ୍ଧାର କଲେ ପୁଲିସ ଓ ବନ କର୍ମଚାରୀ

Posted on October 6, 2025

  ଦୀର୍ଘ ୧୨ ଘଣ୍ଟାର ଅପରେସନ୍‌ ପରେ ଉଦ୍ଧାର ହେଲେ ପର୍ଯ୍ୟଟକ ଓ ଉଦ୍ଧାରକାରୀ । ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ରେ ଆତଙ୍କ ଖେଳାଇଥିବା ବାରହା କବଳରୁ ମୁକୁଳିଛନ୍ତି ୫ ପର୍ଯ୍ୟଟକ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫…

ୟୁକ୍ରେନ ଉପରେ ରୁଷର ୫ ଶହ ଡ୍ରୋନ୍ ଏବଂ ୫୦ ରୁ ଅଧିକ କ୍ଷେପଣାସ୍ତ୍ର ଆକ୍ରମଣ; ୫ ମୃତ, ଅନେକ ଆହତ…

Posted on October 6, 2025

ରୁଷ୍ କ୍ରମାଗତ ଭାବରେ ରବିବାର ଦିନ ମଧ୍ୟ ଦ୍ୱିତୀୟ ଦିନ ପାଇଁ ରୁଷ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରୁଷ ସେନା ରାତାରାତି ଡ୍ରୋନ୍, କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ କରିଛି । ଏଥିରେ ୫ଶହରୁ ଅଧିକ ଡ୍ରୋନ୍ ଏବଂ ୫୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରହିଛି । ଏହି ଆକ୍ରମଣରେ ଅତି କମରେ ୫ ଜଣ ସାଧାରଣ…

କଟକରେ ଶାନ୍ତିଶୃଙ୍ଖଳା ବଜାୟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅପିଲ…

Posted on October 6, 2025

କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା’ପରେ ରବିବାର ବଜ୍ରକବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କମିଶନର ଏସ….

ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦାର୍ଜିଲିଂ, ମୃତ୍ୟୁ ସଂଖ୍ୟା ୨୩

Posted on October 6, 2025

ଦାର୍ଜିଲିଂରେ ପ୍ରକୃତି ତାଣ୍ଡବ ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦାର୍ଜିଲିଂ । ଭୂସ୍ଖଳନ ଯୋଗୁଁ ରାସ୍ତାକୁ ଧସେଇ ପଡ଼ିଛି ମାଟି ଅତଡ଼ା ଆଉ ସେପଟେ ଲୁହାବ୍ରିଜ ଭାଙ୍ଗିଯାଇଛି । ପ୍ରକୃତିର ଏହି ତାଣ୍ଡବରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

କଟକରେ ସ୍ବାଭାବିକ ରହିଛି ବସ ଚଳାଚଳ, ନେତାଜୀ ବସ ଟର୍ମିନାଲରେ ଯାତ୍ରୀମାନଙ୍କ ଭିଡ଼….

Posted on October 6, 2025

କଟକ ସହରରେ ଆଜି ବସ ଚଳାଚଳ ସ୍ବାଭାବିକ ରହିଛି । ନେତାଜୀ ବସ ଟର୍ମିନାଲରେ ସକାଳଠୁ ବସ ଆସିବା ଓ ଯିବା ଚାଲିଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ପଡ଼ୋଶି ରାଜ୍ୟରୁ ଯାତ୍ରୀମାନେ କଟକ ପହଞ୍ଚୁଛନ୍ତି । ସହରରେ ନିୟମ-ଶୃଙ୍ଖଳା ବଜାୟ ରଖିବା…

କର୍ଫ୍ୟୁ ସତ୍ତ୍ବେ ସହରରେ ଖୋଲା ରହିଛି ପେଟ୍ରୋଲ ପମ୍ପ, ପରିଚୟପତ୍ର ଦେଖାଇ ଯାଇପାରିବେ ଛାତ୍ରଛାତ୍ରୀ ଓ କର୍ମଜୀବୀ

Posted on October 6, 2025

କର୍ଫ୍ୟୁ ସତ୍ତ୍ବେ ସହରରେ ଖୋଲା ରହିଛି ପେଟ୍ରୋଲ ପମ୍ପ। ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିମାନ ଓ ରେଳ ଟିକେଟ ଦେଖାଇ ଯାତ୍ରୀମାନେ ଯାଇପାରିବେ । ବୟସ୍କ ନାଗରିକ ଓ ମହିଳାମାନଙ୍କୁ ଯିବାଆସିବା ପାଇଁ ଅନୁମତି…

ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ଯୁବକ ମୃତ

Posted on October 6, 2025

ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରେଡ୍ଡୀ ଦାମୋଦର ପଲ୍ଲୀ ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ କାଳିଆ ରେଡ୍ଡୀ ବୋଲି ଜଣାପଡ଼ିଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ,…

ବିହାର ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ ଓ ପର୍ଯ୍ୟାୟ!

Posted on October 6, 2025

ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହେବ । ନିର୍ବାଚନ କମିଶନ ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ । ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏହି ସମ୍ମିଳନୀରେ ନିର୍ବାଚନ ତାରିଖ ସହିତ…

Posts pagination

Previous 1 2 3 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

October 2025
M T W T F S S
 12345
6789101112
13141516171819
20212223242526
2728293031  
« Sep   Nov »

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme