Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

Posted on January 29, 2026

ସ୍ୱତନ୍ତ୍ର ପୋକସ ଜଜ ପ୍ରଣତି ପଟ୍ଟନାୟକ ଏକ ଗଣବଳାତ୍କାର ମାମଲାର ଗୁରୁତ୍ୱପୂର୍ଣ ରାୟ ପ୍ରକାଶ କରିଛନ୍ତି । ଉପଯୁକ୍ତ ପ୍ରମାଣ ଆଧାରରେ ସେ ୬ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାର…

ଚାଲିଛି କୃଷ୍ଣସାର ମୃଗ ଗଣନା

Posted on January 29, 2026

ବିରଳ କୃଷ୍ଣସାର ମୃଗ ଗଣନା ଜାରି । ଗଞ୍ଜାମ ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳ ବିରଳ କୃଷ୍ଣସାର ମୃଗଙ୍କ ଗଣନା କରାଯାଉଛି  । ଏଠାରେ ଦଳ ଦଳ କୃଷ୍ଣସାର ମୃଗ ଦେଖାଯାନ୍ତି ।…

ବିଏମ୍‌ସି କଟକଣା, ଓମ୍‌ଫେଡ ପାର୍ଲର, ଭେଣ୍ଡିଂ ଜୋନ୍‌ରେ ଗୁଟ୍‌ଖା ମନା

Posted on January 29, 2026

ଓମଫେଡ ପାର୍ଲର, ଭେଣ୍ଡିଂ ଜୋନ୍‌ରେ ଗୁଟ୍‌ଖା ମନା । ସରକାରଙ୍କ ନିର୍ଦ୍ଦେଶ ପରେ ନୂଆ କଟକଣା ଜାରି କରିଛି ବିଏମସି ।  ରାଜ୍ୟରେ ଗୁଟ୍‌ଖା  ବିକ୍ରି ଉପରେ କଟକଣା ଲାଗୁ ପରେ ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମେୟରଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କର୍ପୋରେସନ ବୈଠକରେ ଗୁଟଖା…

ଅଲବିଦା ‘ଦାଦା’: ବାରାମତିରେ ସମ୍ପନ୍ନ ହେଲା ଅଜିତ୍ ପାୱାରଙ୍କ ଅନ୍ତିମ ସଂସ୍କାର

Posted on January 29, 2026

ମହାରାଷ୍ଟ୍ର ରାଜନୀତିର ଜଣେ ବରିଷ୍ଠ ସ୍ତମ୍ଭ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଗୁରୁବାର ଦିନ ୧୧ଟା ସମୟରେ ତାଙ୍କର ରାଜନୈତିକ ଗଡ଼ ବାରାମତିର ବିଦ୍ୟା ପ୍ରତିଷ୍ଠାନ ଶ୍ମଶାନରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୬୬…

ବଢ଼ିବ ରାତି ତାପମାତ୍ରା, ୨ଦିନରେ ୨ରୁ ୩ ଡିଗ୍ରୀ ଉପରମୁହାଁ ହେବ ପାରଦ

Posted on January 29, 2026

ରାଜ୍ୟରେ ରାତିର ତାପମାତ୍ରା ଆହୁରି ବଢ଼ିବ । ଶୀତ କମିବ । ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ଆହୁରି ବଢ଼ିବ । ଫେବ୍ରୁଆରୀ ୧ ଯାଏ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ରହିବା ସହ କାକର ପଡ଼ିବ । ଆଜି ୬…

ନବ ଦାସ ହତ୍ୟାକାଣ୍ଡକୁ ୩ ବର୍ଷ: ‘ଷଡ଼ଯନ୍ତ୍ର’ ନା ‘ବ୍ୟକ୍ତିଗତ ଶତ୍ରୁତା’? ଏବେ ବି ଅସମାପ୍ତ ରହସ୍ୟ ଘେରରେ କ୍ରାଇମବ୍ରାଞ୍ଚର ରିପୋର୍ଟ

Posted on January 29, 2026

ଓଡ଼ିଶା ରାଜନୀତିର ଜଣେ ଶକ୍ତିଶାଳୀ ନେତା ତଥା ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଆଜି ୩ ବର୍ଷ ପୂରିଛି। କିନ୍ତୁ ବିଷାଦର ବିଷୟ ହେଉଛି, ଆଜି ବି ସେହି ଗୁଳିକାଣ୍ଡ ପଛର ପ୍ରକୃତ କାରଣ ଅନ୍ଧାରରେ ରହିଛି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ…

ସୁନା ଓ ରୁପା କିଣିବାରେ ଲାଗିଲା ବ୍ରେକ୍, ଦୁଇ ଲକ୍ଷ ମୁହାଁ ହେଲାଣି ଦର

Posted on January 29, 2026

ଯଦି ଆପଣ ଆଜି ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି, ତେବେ ବଜାରକୁ ଯିବା ପୂର୍ବରୁ ସଦ୍ୟତମ ଦର ଉପରେ ନଜର ପକାନ୍ତୁ। ବର୍ତ୍ତମାନ ସୁନା ଓ ରୁପା ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି, ଯାହା ଗ୍ରାହକଙ୍କ ପକେଟ୍‌ ଉପରେ…

ଅନ୍ଧ ବିଶ୍ୱାସର କରୁଣ ପରିଣତି,ମା’କୁ ହତ୍ୟା କଲା ଜହ୍ଲାଦ ପୁଅ

Posted on January 29, 2026

ଅନ୍ଧ ବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ଜନ୍ମକଲା ମା’କୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭଳିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗାଁରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପୁଅ ତପନ ସିଂ…

ଭାଙ୍ଗି ପଡିଛି ବାପାର ମନ, ଅଧୁରା ରହିଗଲା ଝିଅର ପ୍ରତିଶ୍ରୁତି

Posted on January 29, 2026

ବାପା ମୁଁ ବାରାମତୀ ଯାଉଛି, ଆସନ୍ତାକାଲି କଥା ହେବା…”। ଏତିକି କହି ଫୋନ୍ ରଖିଦେଇଥିଲେ ଏୟାର ହୋଷ୍ଟେସ ପିଙ୍କି ମାଲି। କିନ୍ତୁ କିଏ ଜାଣିଥିଲା ସେହି ଆସନ୍ତାକାଲି ଆଉ କେବେ ଆସିବ ନାହିଁ। ବିମାନ ଉଡ଼ାଣ ପୂର୍ବରୁ ମୁମ୍ବାଇ ୱର୍ଲିରେ ରହୁଥିବା ବାପା ଶିବକୁମାର…

କଲମ୍ବିଆରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା, ୧୫ ମୃତ

Posted on January 29, 2026

କଲମ୍ବିଆରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ସରକାରୀ ଏୟାରଲାଇନ୍ସ Satena ର ‘Beechcraft 1900’ ଟ୍ୱିନ୍-ପ୍ରୋପେଲର୍ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି କୁକୁଟା ରୁ ଓକାନା ଅଭିମୁଖେ ଯାଉଥିବା ବେଳେ ‘ଲା ପ୍ଲାୟା…

Posts pagination

Previous 1 … 4 5 6 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme