Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅସୁରକ୍ଷିତ ପର୍ଯ୍ୟଟକ, ଗୋଟିଏ ଦିନରେ ୪ଜଣଙ୍କ ଠାରୁ ଚୋରି

Posted on January 3, 2026

ଅସୁରକ୍ଷିତ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ। ଗୋଟିଏ ଦିନରେ ୪ଜଣ ପର୍ଯ୍ୟଟକଙ୍କ ଠାରୁ ଚୋରି ହୋଇଛି ୪ଟି ମୋବାଇଲ। ଏନେଇ କୋଣାର୍କ ଥାନାରେ ଅଭିଯୋଗ । ତେବେ ଛତିଶଗଡ଼ର ଜଣେ ପର୍ଯ୍ୟଟକଙ୍କ ଠାରୁ ଚୋରି ହୋଇଥିବା ଆଇଫୋନ ଧରାପଡିଥିବା ବେଳେ ୩ ଜଣ ଅଣଓଡ଼ିଆ ନାବଳକ ଧରାପଡିଛନ୍ତି। କିନ୍ତୁ ଏଥିରେ ଲେଡି ମୁଖିଆ ଏବେ ଫେରାର ଥିବା ଜଣାପଡିଛି। ଥାନାରେ ଅଟକ ଥିବା ନାବାଳକଙ୍କୁ ପଚରାଉଚରା କରୁଛି କୋଣାର୍କ ପୁଲିସ । ଏମାନେ ପୁରୀରେ ରହୁଥିବାବେଳେ ଏଠାକୁ ଆସି ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରି ମୋବାଇଲ ଲୁଟ କରି କୌଶଳର ସହିତ ଖସିଯାଆନ୍ତି। ତେବେ ସୂର୍ଯ୍ୟମନ୍ଦିର ଭିତରେ ସୁରକ୍ଷା ଢିଲା ଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ପର୍ଯ୍ୟଟକମାନେ ଅଭିଯୋଗ କରି ଆସୁଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme