Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେନାଲରେ ଓଲଟିପଡ଼ିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Posted on January 12, 2026

ଘନ କୁହୁଡିରେ ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସିଧା ରାସ୍ତାରୁ କେନାଲରେ ପଡ଼ି ଓଲଟି ପଡିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । କଟକ ଜିଲ୍ଲା ସାଲେପୁର ଲେଖନପୁର ବାଜରା ନିକଟ ପଟ୍ଟାମୁଣ୍ଡାଇ କେନାଲରେ ଦୁର୍ଘଟଣା ଦେଖିବାକୁ ମିଳିଛି । ଡ୍ରାଇଭରଙ୍କୁ…

PSLV-C62 ମିଶନ୍ ଫେଲ୍‌, ମହାକାଶରେ ହଜିଗଲା ସାଟେଲାଇଟ୍ ‘ଅନ୍ୱେଷା’

Posted on January 12, 2026

ସୀମାରେ ଶତ୍ରୁର ଗତି ବିଧି ଉପରେ ଟିକ୍‌ନିକ୍ ନଜର ରଖିବାକୁ ବଡ଼ ମିଶନ ଆରମ୍ଭ କରିଥିଲା ଇସ୍ରୋ । ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଥିଲା ପିଏସ୍ଏଲ୍‌ଭି-ସି୬୨ ରକେଟ୍ । ବର୍ଷ ଆରମ୍ଭରୁ ଇସ୍ରୋର PSLV-C62 ମିଶନ୍ ବିଫଳ ହୋଇଛି ।…

 

Posted on January 12, 2026

ଚିଲଙ୍କ ପାଇଁ ଚିକେନ୍‌ ଭୋଜି, ଚିଲଙ୍କୁ ଚିକେନ୍‌ ଖୁଆଇବେ ଦିଲ୍ଲୀ ସରକାର ଗଣତନ୍ତ୍ର ଦିବସ ଉପଲକ୍ଷେ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଭବ୍ୟ ଏୟାର ଶୋ’ ସମୟରେ ଆକାଶକୁ ଚିଲ ଭଳି ପକ୍ଷୀଙ୍କଠାରୁ ମୁକ୍ତ ରଖିବାକୁ ଦିଲ୍ଲୀର ବନ ବିଭାଗ ଚଳିତବର୍ଷ ସ୍ୱତନ୍ତ୍ର ପ୍ରସ୍ତୁତି…

ପୁଣି ଥରାଇବ ଶୀତ, ୧୩ ଓ ୧୪ରେ ତଳମୁହାଁ ହେବ ପାରଦ

Posted on January 12, 2026

ଆସନ୍ତା ୧୩ ଓ ୧୪ ତାରିଖରେ ପୁଣି ଥରାଇବ ଶୀତ । ଶନିବାର ରାତିରେ ଶୀତ କମିଥିଲା । ରବିବାର ବି ଶୀତ କମ୍ ରହିଛି କିନ୍ତୁ ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି ତଳମୁହାଁ ହେବ ।…

ଫାୟାରିଂସମ୍ବଲପୁରରେ ଫାୟାରିଂ , ଆହତ ନାବାଳକ ମେଡିକାଲରେ ଭର୍ତ୍ତି

Posted on January 11, 2026

ସମ୍ବଲପୁରରେ ଫାୟାରିଂ । ୮ବର୍ଷର ନାବାଳକ ଦେହରେ ବାଜିଛି ଗୁଳି । ସମ୍ବଲପୁର ସଦର ଥାନା ମିର୍ଗାମୁଣ୍ଡାରେ ଗୁଳିକାଣ୍ଡ ହୋଇଛି । ଏୟାର ଗନ୍ ରେ ଜଣେ ଯୁବକ ଫାୟାରିଂ କରିବାରୁ ଜଣେ ୮ବର୍ଷର ନାବାଳକ ଦେହରେ ଗୁଳି ବାଜିଛି । ତାଙ୍କୁ ମେଡିକାଲରେ…

ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Posted on January 11, 2026

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ…

ଦୋକାନ ଭିତରୁ ମାଲିକଙ୍କ ମୃତଦେହ ଉଦ୍ଧାର

Posted on January 11, 2026

ଟାୟାର ଦୋକାନ ଭିତରୁ ଉଦ୍ଧାର ହେଲା ଦୋକାନ ମାଲିକଙ୍କ ମୃତଦେହ । ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହସନପୁର ଟୋଲ ପ୍ଲାଜା ନିକଟରେ ଏକ ଟାୟାର ଦୋକାନ ରହିଛି । ରବିବାର ଏହି ଦୋକାନ ଭିତରୁ ମାଲିକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…

ମାତିଛନ୍ତି ପାଣି ମିଟର ଚୋର, ୧୫ ଦିନରେ ଚୋରି ହେଲାଣି ୨୨ ମିଟର

Posted on January 11, 2026

ଭିଏସଏସ ନଗରରେ ମାତିଛନ୍ତି ପାଣି ମିଟର ଚୋର । ପ୍ରତିଦିନ ରାତିରେ ବାହାରେ ଲାଗିଥିବା ନୂଆ ପାଣି ମିଟର କାଟି ନେଉ ଯାଉଛନ୍ତି । ଗତ ୧୫ ଦିନ ଭିତରେ ୨୨ଟି ମିଟର ଚୋରି ହୋଇଗଲାଣି । ସହିଦ ନଗର ଥାନାରେ ଏତଲା ପରେ…

ମା’ ଧାମରଈଙ୍କ ମକର ମେଳା ପୂର୍ବରୁ ବିବାଦ: ଅର୍ଥ ଆତ୍ମସାତ ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

Posted on January 11, 2026

ଭଦ୍ରକ ଜିଲ୍ଲା ଧାମରାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଧାମରଈଙ୍କ ଆଗାମୀ ମକର ମେଳାକୁ ନେଇ ଏବେ ଅଶାନ୍ତି ଦେଖାଦେଇଛି। ମେଳା ପ୍ରସ୍ତୁତି ସମୟରେ ପରିଚାଳନା କମିଟିର ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟତଃ ମନ୍ଦିର କମିଟି…

ନ୍ୟୁଜିଲାଣ୍ଡ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆହତ କାରଣରୁ ବାଦ୍ ପଡ଼ିଲେ ରିଷଭ ପନ୍ତ

Posted on January 11, 2026

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାନୁଆରୀ ୧୧ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଶିବିରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଷ୍ଟାର୍ ୱିକେଟକିପର ବ୍ୟାଟର ରିଷଭ ପନ୍ତ ଆଘାତଜନିତ ସମସ୍ୟା ଯୋଗୁଁ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି। ଶନିବାର…

Posts pagination

Previous 1 … 33 34 35 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme