Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩୪ ଗ୍ରାମ ବ୍ରାଉନ ସୁଗାର ଜବତ, ୭ ଅଟକ ।

Posted on January 12, 2026

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଟାଉନ ହାଇ ସ୍କୁଲ ସମୁଖ ପୌରପାଳିକା ଭେଣ୍ଡିଂ ଜୋନ୍ ଠାରୁ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅନୁଗୋଳ ପୋଲିସ । ଏହି ଘଟଣା ରେ ୭ ଜଣ ଙ୍କୁ ପୋଲିସ ଅଟକ ରଖିଛି। ସୂଚନା ଅନୁସାରେ,…

ହାତୀ ଆକ୍ରମଣରେ ଜଣେ ମହିଳା ମୃତ ।

Posted on January 12, 2026

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଡିହ ପଦା ସାହି ଠାରେ ହାତୀ ଆକ୍ରମଣରେ ଜଣ ଙ୍କର ମୃତ୍ୟୁ ଘଟିଛି । ମୃତକ ଜଣ ଙ୍କ ହେଲେ ଶଙ୍ଖପୁର ଗ୍ରାମର ଇଛା ଦେହୁରୀ । ସୂଚନା ଅନୁସାରେ, ଆଜି ସକାଳୁ ଇଛା ଘରୁ…

କ୍ୟାମେରା ମ୍ୟାନ ରାଜେଶ ପାଣି ମୃତ୍ୟୁକୁ ନେଇ ଏନଏଚ-୫୩ ଅବରୋଧ ।

Posted on January 12, 2026

ବହୁ ଚର୍ଚ୍ଚିତ ପରଜଙ୍ଗ ଥାନା ସାନ୍ଦା ଗାଁର କ୍ୟାମେରା ମ୍ୟାନ ରାଜେଶ ପାଣିଙ୍କ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ନଂ ୫୩ର ବାରିହାପୁର ଗାଁ ନିକଟରେ ରାସ୍ତାକୁ ଅବରୋଧ କରିଛନ୍ତି ପରିବାର ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ। ତେବେ ସଂକୀର୍ତ୍ତନ ମାଧ୍ୟମରେ ନ୍ୟାୟ…

ବସ୍ ଧକ୍କାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ୍

Posted on January 12, 2026

 ଗଞ୍ଜାମ ଜିଲ୍ଲା ଲାଞ୍ଜିଆକାଳୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହରେକୃଷ୍ଣ ନାମ ଏକ ଘରୋଇ ବସ୍ ସହ ସ୍କୁଟି ଧକ୍କା। ଦୁର୍ଘଟଣାସ୍ଥଳରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ଯାହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟଲୋକ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ…

୩୦୦ ବୁଲା କୁକୁରଙ୍କ ହତ୍ୟା, ଅଭିଯୋଗ ପରେ ୯ ଜଣଙ୍କ ବିରୋଧରେ ମାମଲା

Posted on January 12, 2026

ତେଲେଙ୍ଗାନାର ହନମକୋଣ୍ଡା ଜିଲ୍ଲାରେ ପ୍ରାୟ ୩୦୦ ବୁଲା କୁକୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୯ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ମାମଲା ପଶୁ ନିଷ୍ଠୁରତା ସହିତ ଜଡିତ ଏବଂ ଏହାର ବିସ୍ତୃତ ତଦନ୍ତ…

ଆପଣଙ୍କୁ ବିନା ରିକ୍ୱେଷ୍ଟରେ ଇନଷ୍ଟାଗ୍ରାମରୁ ଇମେଲ୍ ଆସିଛି କି ? ଓପନ କରିବା ପୂର୍ବରୁ ଜାଣନ୍ତୁ ସତ

Posted on January 12, 2026

ଆପଣଙ୍କୁ ବିନା ରିକ୍ୱେଷ୍ଟରେ ଇନଷ୍ଟାଗ୍ରାମ ପକ୍ଷରୁ ପାସୱାର୍ଡ ରିସେଟ୍ କରିବାକୁ ମେଲ୍ ଆସିଛି କି? ଯଦି ଉତ୍ତର ହଁ, ତେବେ ଆପଣ ଏକା ନୁହଁନ୍ତି। ଗତ କିଛି ଦିନ ଧରି, ସାରା ବିଶ୍ୱର ୟୁଜର୍ସଙ୍କ ପାଖକୁ ଏପରି ଇମେଲ୍ ଆସୁଛି, ଯେଉଁଥିରେ ପାସୱାର୍ଡ ରିସେଟ୍…

 

Posted on January 12, 2026

    ‘X’ର କାର୍ଯ୍ୟାନୁଷ୍ଠାନ, ଭାରତରେ ୬୦୦ରୁ ଅଧିକ ଆକାଉଣ୍ଟ ଡିଲିଟ୍ ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ କିଛି ଦିନ ହେବ ବିବାଦରେ ଫସି ରହିଛି । ଏଆଇ ଚାଟ୍‌ବଟ୍, ଗ୍ରୋକ୍, ଲୋକଙ୍କ ଅଶ୍ଳୀଳ ଫଟୋ ତିଆରି କରୁଥିଲା, ଯାହା ସାରା…

ବାପାଙ୍କୁ ଦେଲେ ମୁଖାଗ୍ନି, ପୁଅ ସାଜି ଶେଷ କର୍ମ କଲେ ଝିଅ ସ୍ୱାଗତିକା

Posted on January 12, 2026

ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ ଝିଅ ସ୍ୱାଗତିକା , ସମାଜକୁ ଦେଲେ ନୂଆ ସନ୍ଦେଶ ସମାଜର ପୁରୁଣା ଧାରଣାକୁ ଭାଙ୍ଗି ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଝିଅ ସ୍ଵାଗତିକା ସାମନ୍ତରାୟ। ବାପାଙ୍କ ମୃତ୍ୟୁ ପରେ ଶ୍ମଶାନରେ ମୁଖାଗ୍ନି ଦେଇ ସେ କେବଳ…

ଗୋଲ୍ଡେନ୍ ଗ୍ଲୋବ୍ସରେ ‘ଦେଶୀ ଗାର୍ଲ’ଙ୍କ ଦମଦାର ଏଣ୍ଟ୍ରି: ନିକ୍-ପ୍ରିୟଙ୍କାଙ୍କ ରୋମାଣ୍ଟିକ କେମେଷ୍ଟ୍ରିରେ ଝଲସିଲା ରେଡ୍ କାର୍ପେଟ୍

Posted on January 12, 2026

କାଲିଫର୍ନିଆର ବେଭର୍ଲି ହିଲ୍ସସ୍ଥିତ ବେଭର୍ଲି ହିଲଟନ୍ ହୋଟେଲରେ ଆୟୋଜିତ ୮୩ତମ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ସମାରୋହରେ ଚମକିଛନ୍ତି ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହି ଆନ୍ତର୍ଜାତୀୟ ମଞ୍ଚରେ ପ୍ରେଜେଣ୍ଟର ଭାବେ ଯୋଗ ଦେଇ ପ୍ରିୟଙ୍କା କେବଳ ଭାରତ ପାଇଁ ଗର୍ବ ଆଣିନାହାନ୍ତି,…

ଆଜି ନୂଆ ଲୋକ ସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

Posted on January 12, 2026

ଆଜି ନୂଆ ଲୋକ ସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଏବଂ ନୂଆ ବିଧାନସଭା । ୩ ହଜାର୬୨୩ କୋଟି ଖର୍ଚ୍ଚ କରିବେ ସରକାର । ୭୧.୧୩ ଏକର ଜମିରେ ନିର୍ମାଣ…

Posts pagination

Previous 1 … 32 33 34 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme