Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କ୍ୟାମେରା ମ୍ୟାନ ରାଜେଶ ପାଣି ମୃତ୍ୟୁକୁ ନେଇ ଏନଏଚ-୫୩ ଅବରୋଧ ।

Posted on January 12, 2026

ବହୁ ଚର୍ଚ୍ଚିତ ପରଜଙ୍ଗ ଥାନା ସାନ୍ଦା ଗାଁର କ୍ୟାମେରା ମ୍ୟାନ ରାଜେଶ ପାଣିଙ୍କ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ନଂ ୫୩ର ବାରିହାପୁର ଗାଁ ନିକଟରେ ରାସ୍ତାକୁ ଅବରୋଧ କରିଛନ୍ତି ପରିବାର ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ। ତେବେ ସଂକୀର୍ତ୍ତନ ମାଧ୍ୟମରେ ନ୍ୟାୟ ଦାବିରେ ସେମାନେ ରାସ୍ତାରୋକ କରିଛନ୍ତି। ସୂଚନା ଅନୁସାରେ , ଗତ ନଭେମ୍ବର ମାସ ୧୩ ତାରିଖ ଦିନ କ୍ୟାମେରା ମ୍ୟାନ ରାଜେଶ ପାଣିଙ୍କୁ କେହି ଦୁର୍ବୁତ୍ତ ମୁକ୍ତାପଶି ଗାଁ ସତସଙ୍ଗ ପୋଖରୀରେ ମାରି ପକେଇ ଦେଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ନ୍ୟାୟ ପାଇଁ ପରିବାର ଲୋକେ ଏବଂ ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ରାସ୍ତା ଅବରୋଧ କରିଥିଲେ। ତେବେ ପରଜଙ୍ଗ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ, ଥାନା ଅଧିକାରୀ ଧିରେନ ବେହେରା ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ଉଠିଥିଲା। ସେପଟେ ରାଜେଶ ପାଣି ମୃତ୍ୟୁର ସିବିଆଇ ତଦନ୍ତ କରାଯିବା ପାଇଁ ଦାବି ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme