ଝାରସୁଗୁଡା ବିମାନବନ୍ଦରରେ ବିଶେଷ ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଥିଲେ। ପାରମ୍ପରିକ ନାଚ-ଗୀତ ସହିତ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ କରାଯାଇଥିଲା। ବିମାନବନ୍ଦରରୁ ରୋଡ୍ଶୋ ମାଧ୍ୟମରେ ସେ ଅମଲିପାଲି ସମାବେଶ ସ୍ଥଳକୁ ଯାଉଛନ୍ତି।…
ଖୋଜାପଲ୍ଲୀ ଗ୍ରାମରୁ ୩ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର। ଖଲ୍ଲିକୋଟ ବନ କର୍ମଚାରୀମାନେ ବଜ୍ରକାପ୍ତାଟିକୁ ଉଦ୍ଧାର କରି ଖଲ୍ଲିକୋଟ ବନାଞ୍ଚଳର ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଛନ୍ତି। ଏହାର ଓଜନ ପ୍ରାୟ ୩ କିଲୋ ହୋଇଥିବା ବେଳେ ଲମ୍ବ ଦୁଇ ଫୁଟ ହେବ…
ପାଣିକୋଇଲି ପୁରୁଣା ଟୋଲଗେଟ୍ ଛକ ନିକଟରେ ବସ୍ ଦୁର୍ଘଟଣା, ୩ ଗୁରୁତର
ଯାଜପୁର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ପାଣିକୋଇଲି ପୁରୁଣା ଟୋଲଗେଟ୍ ଛକ ନିକଟରେ ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍ ଛକ ନିକଟରେ…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ଜିଲ୍ଲାକୁ ରେଡ୍ ଆଲର୍ଟ
ଶନିବାର ଦକ୍ଷିଣ ଓଡ଼ିଶାରେ ନିର୍ଧୁମ ବର୍ଷା ହୋଇପାରେ । ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ାରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।…
ଚତୁର୍ଥ ପ୍ରୟାସରେ ସଫଳତା, କଙ୍କିଳିର ପୁଅକୁ ଚାରିଆଡୁ ମିଳୁଛି ଶୁଭେଚ୍ଛା
ପ୍ରକାଶ ପାଇଲା OPSC ରେଜଲ୍ଟ ଯେଉଁଥିରେ ତାଳଚେର କଙ୍କିଳି ଗ୍ରାମର ଶଶାଙ୍କ ଶେଖର ସାମଲ ୧୫୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । କଙ୍କିଳି ଗ୍ରାମର ସୁଧାକର ସାମଲ ଓ ପ୍ରଗତି ସାମଲଙ୍କ ବଡ଼ ପୁଅ ଶଶାଙ୍କ ଶେଖର ସାମଲ ଚତୁର୍ଥ ଥରରେ ଏହି…
ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଅଙ୍ଗୁର
ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାକୁ କେତେକାଂଶରେ ଦୃଢ଼ କରିବା ପାଇଁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ଅଙ୍ଗୁର ସାମିଲ କରନ୍ତୁ ନା! ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ…
ବଢୁଛି ସୁନା- ରୂପା ମୂଲ୍ୟ, ଜାଣନ୍ତୁ ଆଜିର ନୂତନ ଦର
ବଢୁଛି ସୁନା ଏବଂ ରୂପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ…
ମହିଳାଙ୍କୁ ମୋଦିଙ୍କ ବଡ଼ ଉପହାର, ଖାତାକୁ ଯିବ ୧୦ ହଜାର ଟଙ୍କା
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟ ଏବଂ କେନ୍ଦ୍ର ସରକାର ରାଜ୍ୟରେ ନିରନ୍ତର ବିକାଶମୂଳକ ପ୍ରକଳ୍ପ ଘୋଷଣା କରୁଛନ୍ତି। ଏହି ସମୟରେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମହିଳା ନିଯୁକ୍ତି ଯୋଜନା ଆରମ୍ଭ କରିବେ। ସେ ଏହି ଯୋଜନାର ପ୍ରଥମ କିସ୍ତି ମଧ୍ୟ…
ନକଲି ଆଇପିଏସକୁ ବାନ୍ଧିଲା ଅସଲି ପୁଲିସ
ନକଲି ପୁଲିସ ସିନା, ଆଉ ସବୁ ଥିଲା ଅସଲି । ଆଇପିଏସ ଲୋଗୋ ସହ ଟୋପି, ଷ୍ଟାର ଚିହ୍ନ ବି ଓଡ଼ିଶା ପୋଲିସର ଅବିକଳ। କେବଳ ପୁଲିସ ପୋଷାକ ନୁହେଁ, ଆର୍ମି ସହ ଅନେକ ସିଆରପି ପୋଷାକ, ସିଆଇଏସଏଫ ଭଳି ପୋଷାକ ଦେଖି ପୁଲିସ ତାଜୁବ…
ତାଳସାରୀ ବେଳାଭୂମିରୁ ୧୫୬ ଲିଟର ବିଦେଶୀ ମଦ ଜବତ; ୨ ବେପାରୀ ଫେରାର୍
ବାଲେଶ୍ଵର ଜିଲ୍ଲା ଭୋଗରାଇର ତାଳସାରୀ ବେଳାଭୂମିରେ ବଙ୍ଗୀୟ ନିଶା ବେପାରୀଙ୍କ ଦୌରାତ୍ମ୍ୟ। ଖୁଲମଖୁଲା କରୁଥିଲେ ନିଶା ବେପାର। ଚଢାଉ କଲା ସାମୁଦ୍ରିକ ଥାନା ପୁଲିସ। ତାଳସାରୀ ବେଳାଭୂମିରୁ ବିପୁଳ ପରିମାଣର ମଦ ଜବତ ହୋଇଛି। ୨ଟି ସ୍ଥାନରେ ଚଢାଉ କରି ୧୫୬ ଲିଟର ବିଦେଶୀ…
