Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାଇ ଓ ଭାଉଜଙ୍କୁ ଫାର୍ସାରେ ହାଣି ହତ୍ୟା କଲା ସାନ ଭାଇ

Posted on October 7, 2025

ଜମି ବିବାଦରୁ ଡବଲ ମର୍ଡର ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍‌ର ମୋନକୋ ପଞ୍ଚାୟତ ଅନ୍ତର୍ଗତ ଚିରୁବେଡ଼ା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗାଁର ନାମଜାଙ୍ଗ ମୁଣ୍ଡା (୩୫) ତାର ନିଜ ବଡ଼ଭାଇ ଏନ.ଏମ. ମୁଣ୍ଡା (୫୭) ଓ ଭାଉଜ ଶୋଭା ମୁଣ୍ଡା (୫୦)ଙ୍କୁ…

ନାବାଳିକା ଆତ୍ମହତ୍ୟା ଘଟଣା : ୨ ଗିରଫ

Posted on October 7, 2025

ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ନାବାଳିକା(୧୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ରଘୁନାଥପାଲି ପୁଲିସ। ଅଭିଯୁକ୍ତ ହେଲେ ‌ସେକ୍ଟର-୫ ଗୋଲଘର ଅଞ୍ଚଳର ଡକ୍ଟର ମୁଣ୍ଡା(୨୮) ଓ ପତ୍ନୀ ସବିନା ମୁଣ୍ଡା(୨୭)। ଉଭୟଙ୍କୁ ଆଜି ପୋକ୍ସୋ କୋର୍ଟ ଚାଲାଣ…

ବ୍ୟାପୁଛି ବିପଦଜନକ କୋଭିଡ-୧୯ର XFG ‘ଷ୍ଟ୍ରେଟସ’ ଭାରିଆଣ୍ଟ, ଭାରତକୁ କେତେ ବିପଦ ?  

Posted on October 7, 2025

WHOର ବଡ଼ ଚେତାବନୀ । ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କୋଭିଡ-୧୯ର ଭାରିଆଣ୍ଟ XFG ‘ଷ୍ଟ୍ରେଟସ’ । ୟୁକେ ସମେତ ଆମେରିକାର ୧୯ଟି ରାଜ୍ୟରେ ତୀବ୍ର ଗତିରେ ବ୍ୟାପୁଛି । ଶରୀରର ରୋଗପ୍ରତିରୋଧ ଶକ୍ତିକୁ ପ୍ରଭାବିତ କରେ ଏହି ଭାରିଆଣ୍ଟ । କେତେ ବିପଦଜନକ କୋଭିଡ-୧୯ର XFG ‘ଷ୍ଟ୍ରେଟସ’ ଭାରିଆଣ୍ଟ ? ଆସନ୍ତୁ ଜାଣିବା ।    ଶୀତ…

ସୁନା କିଣିବାକୁ ଯୋଜନା କରିଛନ୍ତି କି? ଏଠାରେ ଜାଣନ୍ତୁ ଆଜିର ଦର…

Posted on October 7, 2025

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର। ଆଜି ଭାରତୀୟ ବଜାରରେ…

ବଡଦଣ୍ଡାରେ ମାଦୁଆ,ପୋଲିସ ମୁହାଁମୁହିଁ

Posted on October 7, 2025

  ପୁରୀ ବଡଦାଣ୍ଡରେ ହାଇଡ୍ରାମା । ହାତରେ ମଦ ବୋତଲ ଧରି ତିନି ଯୁବକ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଚାରି ଚକିଆ ଗାଡିରେ ତିନି ଜଣ ନିଶାସକ୍ତ ଯୁବକ ନିୟମ ଭାଙ୍ଗି ମରଚିକୋଟ…

ନଭେମ୍ବର ୧୫ରୁ ନୂଆ ଟୋଲ୍‌ ନିୟମ, UPIରୁ ପେମେଣ୍ଟ କରିଲେ ପଡ଼ିବନି ଦୁଇଗୁଣା ଟ୍ୟାକ୍ସ

Posted on October 7, 2025

ଗାଡି ଚାଳକଙ୍କ ପାଇଁ କଡା ନିୟମ କଲେ ସରକାର । ଟୋଲ୍ ପେମେଣ୍ଟକୁ ନେଇ ଲାଗୁ ହେଲା ନୂଆ ନିୟମ । ଲୋକଙ୍କ ଦେୟ ପଦ୍ଧତିକୁ ଆଧାର କରି ଲାଗୁ ହେବ ଭିନ୍ନ ଶୁଳ୍କ । ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ଟୋଲ୍…

 ବାପା ମୋବାଇଲ ନଦେବାରୁ ଜୀବନ ହାରିଲେ ନାବାଳିକା

Posted on October 7, 2025

ମୋବାଇଲ ପାଇଁ ଝୁଲିପଡ଼ିଲେ ନାବାଳିକା । ବାପା ମୋବାଇଲ ନଦେବାରୁ ବେକରେ ଗାମୁଛା ଲଗାଇ ଜୀବନ ହାରିଲେ ନାବାଳିକା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୋବିନ୍ଦପାଲି ଅଧୀନ ଢେପସାହିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗାଁର ଅର୍ଜୁନ କିଷାନଙ୍କ ୧୦…

ବ୍ରହ୍ମପୁରରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା, ଦୁର୍ବୃତ୍ତ ଫେରାର….

Posted on October 7, 2025

ସୋମବାର ରାତି ପ୍ରାୟ ୧୦ଟା ସମୟରେ ବ୍ରହ୍ମପୁରରେ ଦୁଇ ଅଜ୍ଞାତ ଦୁର୍ବୃତ୍ତ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ସମୟରେ ତାଙ୍କ ଘର ନିକଟରୁ ଦୁଇ ରାଉଣ୍ଡ ଗୁଳି ମାରି ଫେରାର ହୋଇଥିଲେ ଦୁର୍ବୃତ୍ତ ।…

ପୁଣି ଥରେ ମା’ ହେବେ ଭାରତୀ ସିଂ, ଫଟୋ ସହ ଖୁସି ଖବରକୁ ସୋସିଆଲ ମିଡିଆରେ କଲେ ସେୟାର…

Posted on October 7, 2025

ପୁଣି ଥରେ ମା’ ହେବେ କମେଡିଆନ୍ ଭାରତୀ ସିଂ । ଏହି ଖୁସି ଖବରକୁ ସେ ନିଜେ ଏକ ଫଟୋ ସହିତ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ବେବି ବମ୍ପକୁ ଫ୍ଲାଣ୍ଟ କରୁଥିବାର ଦେଖିବାକୁ ମିଳିଛି ।ଏଥି ସହିତ ସେହି…

ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସରେ ବୋମା ବିସ୍ଫୋରଣ, ୭ ଆହତ

Posted on October 7, 2025

ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସକୁ ପୁଣି ଥରେ ଟାର୍ଗେଟ୍ କରାଯାଇଛି । ବର୍ତ୍ତମାନ ଟ୍ରେନକୁ ଟାର୍ଗେଟ୍ କରି ବୋମା ବିସ୍ଫୋରଣ କରାଯାଇଛି ।  ଏହି ଆକ୍ରମଣରେ ଟ୍ରେନ୍ ଲାଇନଚ୍ୟୁତ ହେବା ସହ ସାତ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ବଲୁଚ୍…

Posts pagination

Previous 1 … 220 221 222 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme