ବ୍ୟାଙ୍କର ନିର୍ଦ୍ଦେଶକ ଓ ସଂପର୍କୀୟଙ୍କୁ ଋଣ ପ୍ରଦାନ କେନ୍ଦୁଝର: କେନ୍ଦୁଝର ସେଣ୍ଟ୍ରାଲ୍ କୋଅପରେଟିଭ ବ୍ୟାଙ୍କ (କେସିସି)ରେ ବ୍ୟାପକ ଅନିୟମିତତା ହୋଇଛି। ଏ ନେଇ ଗଠନ ହୋଇଥିବା ଟିମ୍ର ରିପୋର୍ଟ ଆଧାରରେ କୋଅପରେଟଟିଭ ସୋସାଇଟିର ରେଜିଷ୍ଟ୍ରାରଙ୍କ ପକ୍ଷରୁ ବ୍ୟାଙ୍କ ସଭାପତି ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ କାରଣଦର୍ଶାଅ…
ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା: କୋର୍ଟରେ ହାଜର ହେଲେ ୪ ଅଭିଯୁକ୍ତ
ବାଲେଶ୍ବର: ବହୁ ଚର୍ଚ୍ଚିତ ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଆଜି ଶେଷଥର ପାଇଁ ଏସ୍ଡିଜେଏମ୍ କୋର୍ଟରେ ୪ ଅଭିଯୁକ୍ତଙ୍କୁ ହାଜର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜିଲ୍ଲା କୋର୍ଟରେ ହେବ ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣ ପ୍ରାୟ ୧ଟା ବେଳେ ମୁଖ୍ୟ ଅଭିଯୁକ୍ତ…
ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ
ରାଉରକେଲା : ଅଜଣା ଟ୍ରେନ୍ ଧକାରେ ବେଦବ୍ୟାସ ଟିସିଆଇ ନିକଟ ରେଳଧାରଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ବୟସ ପାଖାପାଖି ୩୦ ହେବ ବୋଲି ଜଣାପଡ଼ିଛି। ରେଳବାଇ ପୁଲିସ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ…
ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା
ବାଙ୍କୀ: ବାଙ୍କୀ ମହୋତ୍ସବର ରୌପ୍ୟ ଜୟନ୍ତୀ ବୁଧବାର ଦ୍ୱିତୀୟ ସନ୍ଧ୍ୟା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗଦାନ କରି ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଏହି ବାଙ୍କୀ ମାଟିରୁ ଆରମ୍ଭ ହୋଇଥିଲା ଏବଂ ବାଙ୍କୀ ଅଞ୍ଚଳର ଗୌରବମୟ ଐତିହକୁ…
ଲଷ୍ମୀ ପୂଜା କରୁଥିବା ବେଳେ ପୂଜକଙ୍କ ବଜ୍ରାଘାତରେ ମୃତ୍ୟୁ
ସିମୁଳିଆ: ମଇତା ପୁର ପଂଚାୟତ ର ରାମବିନ୍ଧା ଗ୍ରାମ ର ପଦ୍ମଲୋଚନ ଦାଶ ଙ୍କ ୨୪ ବର୍ଷ ର ପୁତ୍ର ତଥା ପୂଜକ ସୁରେନ୍ଦ୍ର ଦାଶ କଳାଶୁଣିରେ ପୂଜା କରୁଥିବା ସମୟରେ ବ୍ରଜ୍ରାପାତରେ ତାଙ୍କର ଦେହାନ୍ତ ହୋଇଯାଇଛି। କଳାଶୁଣୀ ରେ ଲଷ୍ମୀପୂଜା କରୁଥିଲେ ପୂଜକ…
ଇଭି ଗାଡିର ବ୍ୟାଟ୍ରି ଫାଟି ଶୋରୁମ ଜଳି ଧ୍ବଂସ
୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ୩୦ ଟି ଇଭି ଗାଡି ଜଳି ପାଉଁଶ କୋଣାର୍କ: କୋଣାର୍କ ଥାନା ଅଧିନ କୋଣାର୍କ ଏନଏସି ମାଧିପୂର ଛକ ନିକଟ ରେ ଥିବା ଏକ “ଏଡିଏମଏସ” କମ୍ପାନୀ ର ଇଭି ଗାଡି ଶୋରୁମ ରେ ବୁଧବାର ଅପରାହ୍ଣ ରେ…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, କାର୍ଯ୍ୟାନୁଷ୍ଠାନ ଦାବିରେ ରାୟଗଡା ବାର ଆସୋସିଏସନ କଲମ ଛାଡ
ରାୟଗଡା : ଆଇନଜୀବୀ ତଥା ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିବା ଘଟଣାରେ ପ୍ରତିବାଦ କରି ଆଜି ରାୟଗଡା ବାର ଆସୋସିଏସନର ସଭ୍ୟମାନେ ସଂପୂର୍ଣ କଲମ ଛାଡ କରିବା ସହ ୪ଦଫା ଦାବି ନେଇ…
ଗୋବିନ୍ଦପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ଚୋରୀ
ବନ୍ତ :ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ରାତିରେ ଗୋଟିଏ ଇନଭର୍ଟର ମେସିନ ଓ ଦୁଇଗୋଟି ବ୍ୟାଟେରୀ ଚୋରୀ ହୋଇଯାଇଥିବା ଆଜି କେନ୍ଦୁଆପଦା ଫାଣ୍ଡିରେ ଲିଖିତ ଅଭିଯୋଗ ଅଭିଯୋଗ ହୋଇଛି। ଗୋବିନ୍ଦପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ପି ଏଚ ଓ ସବୁଦିନପରି ଗତକାଲି ସକାଳ…
ଭଦ୍ରକରେ ଜବରଦଖଲ ଉଚ୍ଛେଦ
ଭଦ୍ରକ: ଭଦ୍ରକ ସହରକୁ କିଛି ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୧ ବର୍ଷ ହେଲାଣି ସହରରେ ଚାଲିଛି ଜବର ଦଖଲ ଉଚ୍ଛେଦ। ଗତ ମାସ ଭଦ୍ରକ ସହରର ବାଇପାସ୍ ଛକ ଠାରୁ ଜବରଦଖଲ…
ଫାଇନାନ୍ସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣରେ ମାମୁଁ ଭଣଜା ଗୁରୁତର
ବ୍ରହ୍ମଗିରି : ବ୍ରହ୍ମଗିରି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗୋଲରା ଅଂଚଳର ଅଜୀବ ଜେନା ତାଙ୍କ ଭଣଜାଙ୍କ ସହିତ ଏକ ସ୍କୁଟିରେ ନିଜ ପୁଅକୁ ଡାକ୍ତରଖାନା ନେଇକି ଯିବା ବାଟରେ ହାତିଆ ଛକ ନିକଟରେ ଫାଇନାନ୍ସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ଗାଡି କିସ୍ତି ଖିଲାପ ଥିବା…
