Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାକିସ୍ତାନର ଏୟାରଷ୍ଟ୍ରାଇକ୍ ! 

Posted on October 10, 2025

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏୟାରଷ୍ଟ୍ରାଇକ୍ ! ଗୁରୁବାର ବିଳମ୍ଵିତ ରାତିରେ ଅଜ୍ଞାତ ହମ୍‌ଲାରେ ଥରିଲା କାବୁଲ। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଅବଦୁଲ୍ ହକ୍ ଛକ ନିକଟରେ ଏହି ବିସ୍ଫୋରଣ ହୋଇଛି। ଏହି ଆକ୍ରମଣ ପରେ ଅବଦୁଲ ହକ୍ ଛକକୁ ବନ୍ଦ କରିଦିଆଯାଇଛି। ସ୍ଥାନୀୟ…

ଇସଲାମବାଦ ଏବଂ ରାୱଲପିଣ୍ଡିରେ ଇଣ୍ଟରନେଟ୍ ସେବା ବନ୍ଦ, ଟିଏଲପି ବିକ୍ଷୋଭ ନେଇ ବନ୍ଦ

Posted on October 10, 2025

ପାକିସ୍ତାନ ସରକାର ଇସଲାମବାଦ ଏବଂ ରାୱଲପିଣ୍ଡିରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ପାକିସ୍ତାନରେ 3G/4G ଇଣ୍ଟରନେଟ୍ ସେବା ବନ୍ଦ ହୋଇଛି । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେହେରିକ୍-ଏ-ଲବୈକ୍ ପାକିସ୍ତାନ(TLP)ର ବିକ୍ଷୋଭ ନେଇ ବନ୍ଦ ରହିଛି…

ବିଜୟଙ୍କ ରାଲି ଦଳାଚକଟା ଘଟଣା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

Posted on October 10, 2025

ତାମିଲନାଡୁର କରୁର ଜିଲ୍ଲାରେ ଅଭିନେତା ବିଜୟଙ୍କ ରାଲି ସମୟରେ ଘଟିଥିବା ଦଳାଚକଟା ଘଟଣା ନେଇ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହି ଘଟଣାରେ ୪୧ ଜଣଙ୍କ ଜୀବନ ହାରିଥିଲେ l ଟିଭିକେ ସମ୍ପାଦକ ଆଧବ ଅର୍ଜୁନ ଦାୟର କରିଥିବା ପିଟିସନ ଆଧାରରେ ସିଜେଆଇ…

ପୋଲିସ ଏସଆଇ ଚାକିରି ଦୁର୍ନୀତି ମାମଲାରେ ‘ବଣିକ’ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ…

Posted on October 10, 2025

ପୋଲିସ ଏସଆଇ ଚାକିରି ଦୁର୍ନୀତି ମାମଲାରେ ବଡ଼ ଖୁଲାସା ହେଉଛି। ‘ବଣିକ’ କୋଚିଂ ସେଣ୍ଟର ସହ ସନ୍ଦିଗ୍ଧ ଲିଙ୍କ୍ ଥିବା ଅଭିଯୋଗରେ ଗତକାଲି କ୍ରାଇମବ୍ରାଞ୍ଚ ଦଳ ଉକ୍ତ କୋଚିଂ ସେଣ୍ଟରରେ ରେଡ କରିଥିଲା। ରେଡ ପରେ ‘ବଣିକ’ର ତିନି ଜଣ ଅଧିକାରୀଙ୍କୁ ନୋଟିସ ଜାରି…

ଭୂମିକମ୍ପ ଝଟକାରେ ଦୋହଲିଲା ଫିଲିପାଇନ୍ସ ; ତୀବ୍ରତା ୭.୪ ରେକର୍ଡ

Posted on October 10, 2025

ପ୍ରକୃତି କୋପ, ଥରିଲା ମାଟି । ଶକ୍ତିଶାଳୀ ଭୂମିକମ୍ପ ଝଟକାର ଦୋହଲିଛି ଫିଲିପାଇନ୍ସ । ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ ହୋଇଛି । ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇନଥିଲା । ତଥାପି ଭୂମିକମ୍ପ ଝଟକାରେ ଲୋକଙ୍କ ମଧ୍ୟରେ…

ସମୁଦ୍ରରେ ବୁଡ଼ିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

Posted on October 10, 2025

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ । ତାରିଣୀ -୨ ବୋଟ୍ ଟି ଦୁର୍ଘଟଣା ଘଟି ବୁଡ଼ିଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ବୋଟଟି ଭଦ୍ରକ ଅଞ୍ଚଳର…

ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ: ଏକାଧିକ ହତ୍ୟା, ଲୁଟ୍‌ ମାମଲାରେ ଉଭୟଙ୍କ ସମ୍ପୃକ୍ତି

Posted on October 10, 2025

ଝାଡ଼ଖଣ୍ଡ ପୁଲିସ୍‌ର ମୋଷ୍ଟୱାଣ୍ଟେଡ୍‌  ତାଲିକାଭୁକ୍ତ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ରାଉରକେଲା ଷ୍ଟେସନରୁ  ଗିରଫ କରାଯାଇଛି । ସେମାନେ ହେଲେ ଅବଦେଶ କୁମାର ଓ ଉପେନ୍ଦ୍ର ଯାଦବ। ଆର୍‌ପିଏଫ୍‌ ପକ୍ଷରୁ ଉଭୟଙ୍କୁ ଝାଡ଼ଖଣ୍ଡ  ପୁଲିସ୍‌କୁ ଆରପିଏଫ୍‌ ହସ୍ତାନ୍ତର କରାଯାଇଛି । ଗୁରୁବାର ଅପରାହ୍ଣରେ  ପ୍ଲାଟ୍‌ ଫର୍ମ…

ଆସନ୍ତା ୨-୩ ଦିନ ଭିତରେ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ ବାୟୁ

Posted on October 10, 2025

ରାଜ୍ୟରେ ଆସନ୍ତା ୧୨  ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା  କେତେକ ସ୍ଥାନରେ ହୋଇପାରେ । ଦକ୍ଷିଣ ଓଡ଼ିଶାର  ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । କିନ୍ତୁ,  ଏହାପରଠାରୁ ବର୍ଷା ପ୍ରାୟତଃ କମିଯିବ । କାଁ ଭାଁ ଘଡ଼ଘଡ଼ି  ସହ…

ସରକାର ଆଣିବେ ନୂଆ ଆଇନ; ବୁର୍ଖା ପିନ୍ଧିବା ହେବ ବ୍ୟାନ୍

Posted on October 9, 2025

ଇଟାଲୀର ଜର୍ଜିଓ ମେଲୋନି ସରକାର ସାରା ଦେଶରେ ବୁର୍ଖା ଉପରେ ବ୍ୟାନ୍‌ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଇଟାଲୀର ଶାସକ ଦଳ, ବ୍ରଦର୍ସ ଅଫ୍ ଇଟାଲୀ କହିଛି, ଦେଶର ସମସ୍ତ ସାର୍ବଜନୀନ ସ୍ଥାନରେ ବୁର୍ଖା ଏବଂ ହିଜାବ ସହିତ ମୁହଁ ଏବଂ ଶରୀର ଘୋଡାଇବା ଉପରେ…

ତାଳଚେରରେ ଟ୍ରକ ଲୋଡିଙ୍ଗକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମାଡ଼ପିଟ

Posted on October 9, 2025

ଟ୍ରକ ଲୋଡିଙ୍ଗକୁ ନେଇ ତାଳଚେର ଟ୍ରକ ମାଲିକ ସଙ୍ଘର ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଦେଖାଯାଇଛି ।ଯାହାକୁ ନେଇ ଉଭୟ ଗୋଷ୍ଠିଙ୍କ ପକ୍ଷରୁ ତାଳଚେର ଥାନାରେ ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ଗୋଟିଏ ଗୋଷ୍ଠିର କିଛି ଟ୍ରକ ମାଲିକ ଲିଙ୍ଗରାଜ କୋଇଲା ଖଣିକୁ କୋଇଲା…

Posts pagination

Previous 1 … 213 214 215 … 243 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme