Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେରରେ ଟ୍ରକ ଲୋଡିଙ୍ଗକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମାଡ଼ପିଟ

Posted on October 9, 2025

ଟ୍ରକ ଲୋଡିଙ୍ଗକୁ ନେଇ ତାଳଚେର ଟ୍ରକ ମାଲିକ ସଙ୍ଘର ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଦେଖାଯାଇଛି ।ଯାହାକୁ ନେଇ ଉଭୟ ଗୋଷ୍ଠିଙ୍କ ପକ୍ଷରୁ ତାଳଚେର ଥାନାରେ ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ଗୋଟିଏ ଗୋଷ୍ଠିର କିଛି ଟ୍ରକ ମାଲିକ ଲିଙ୍ଗରାଜ କୋଇଲା ଖଣିକୁ କୋଇଲା…

ତାଳଚେରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ…

Posted on October 9, 2025

ତାଳଚେର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି ।ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ବିଜେଡି କର୍ମୀ ଏକତ୍ରିତ ହୋଇ ବସ୍…

ଟ୍ରମ୍ପଙ୍କ ଟାରିଫରୁ ବାଦ୍ ପଡ଼ିବ ଜେନେରିକ୍ ଔଷଧ

Posted on October 9, 2025

ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି । ତେବେ ଏହି ଜେନେରିକ୍ ଔଷଧ ଉପରେ ଏହି ଶୁଳ୍କ ଲାଗୁ ନ ହୋଇପାରେ । ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଔଷଧ ଉପରେ ଶୁଳ୍କ ଲାଗୁ କରାଯିବ କି ନାହିଁ ସେ ବିଷୟରେ ମାସ…

ଘିଅ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

Posted on October 9, 2025

ସାଧାରଣତଃ ସକାଳୁ ଉଠିବା ମାତ୍ରେ ଅଧିକାଂଶ ଲୋକଙ୍କର ଚା କିମ୍ବା କଫି ପିଇବାର ଅଭ୍ୟାସ ଥାଏ । ଆଉ କିଛି ଲୋକ ସିଧା ଜଳଖିଆ କରିବାକୁ ଉଚିତ ଭାବିଥାନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ ନିଜର ସ୍ୱାସ୍ଥ୍ୟକୁ ନେଇ ଖୁବ୍…

୧ ଲକ୍ଷ ୨୪ ହଜାର ଟପିଲା ସୁନା ମୂଲ୍ୟ….

Posted on October 9, 2025

ସୁନା ଦର ୧ ଲକ୍ଷ ୨୫ ହଜାର। ପୁଣି ରେକର୍ଡ ଭାଙ୍ଗିଲା ସୁନା ଦର। ପ୍ରତିଦିନ ସୁନା ଦରରେ ନୂଆ ରେକର୍ଡ। ୨୪ କ୍ୟାରେଟ ଭରି ପିଛା ୧ ଲକ୍ଷ ୨୫ ହଜାର। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୨୪,୧୫୦…

୧୯ ଓପିଏସ ଅଧିକାରୀଙ୍କ ବଦଳି, ବ୍ରହ୍ମପୁର ଅତିରିକ୍ତ ଏସପି ହେଲେ ଆଲୋକ କୁମାର ଜେନା

Posted on October 9, 2025

ରାଜ୍ୟ ସରକାର ଆଜି ମୋଟ ୧୯ ଓଡ଼ିଶା ପୋଲିସ ସେବା (ଓପିଏସ) ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସୂଚନା ଜାରି କରାଯାଇଛି । ସୂଚନା ଅନୁସାରେ, ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ବାଇଁଙ୍କୁ ବଦଳି କରି ତାଳଚେରର ଆଡିସନାଲ ଏଏସପି ଭାବେ ନିଯୁକ୍ତ କରାଯାଇଛି।…

ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ…

Posted on October 9, 2025

ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସ୍ଵର୍ଗଦ୍ଵାର ଗାଁ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ । ମୃତକ ହେଲେ ସିଙ୍ଗିପୁର ଗାଁର ଶିଶିର ମୁନୀ ।…

ପାଗଳ କୁକୁର କାମୁଡାରେ ୨୦ରୁ ଉର୍ଦ୍ଧ୍ବ ଆହତ

Posted on October 9, 2025

ଗୁରୁବାର ସକାଳେ ମାହାଙ୍ଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ନାହାଙ୍ଗ, ପୋଡ଼ାମରାଇ ଓ ହଳଦିଆ ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ବ ଲୋକ ଓ ୩  ଗାଈଙ୍କୁ ଏକ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡିଛି । ଏମାନଙ୍କ ମଧ୍ୟରୁ କିଛି ଆହତ ହୋଇ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଲାଇନ ଲଗାଇଥିବା ବେଳେ ବାକି ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏବେବି ପାଗଳ କୁକୁରର ଆକ୍ରମଣ କରୁଛି । ଯାହା ଫଳରେ ବାନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।     

ଜୁଆର ମାଡ଼ରେ ଭାଙ୍ଗିଲା ୪ଟି ଦୋକାନ ଓ ଶୌଚାଳୟ

Posted on October 9, 2025

ଜୁଆର ମାଡ଼ରେ ଭାଙ୍ଗିଲା  ୪ ଟି ଦୋକାନ ଗୃହ ସହିତ ଶୌଚାଳୟ । ଭୟରେ ତଳସାରୀର ମତ୍ସ୍ୟଜୀବୀ, ବ୍ୟବସାୟୀ ଓ ପର୍ଯ୍ୟଟକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ  ବେଳାଭୂମିର ଥିବା  ମତ୍ସ୍ୟବତରଣ କେନ୍ଦ୍ରଟି ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ଧସ୍ତବିଧ୍ୱସ୍ତ ହୋଇ…

କମିଲା ପେଟ୍ରୋଲ ଏବଂ ଡିଜେଲ ଦାମ୍ , ଜାଣନ୍ତୁ କେତେ ରହିଛି ଦର?

Posted on October 9, 2025

ପେଟ୍ରୋଲ ଏବଂ ଡିଜେଲ ଦାମ୍ ପ୍ରତିଦିନ ବଦଳିଥାଏ । ଆଜି ଅର୍ଥାତ୍ ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ-ଡିଜେଲ ଦାମ୍ ଜାରି କରିଦେଇଛନ୍ତି । ତେବେ ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

Posts pagination

Previous 1 … 214 215 216 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme