Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁର୍ଗା ପୂଜା ବୁଲିବା ବେଳେ ୫୦୦ରୁ ଅଧିକ ମୋବାଇଲ ଚୋରି, ଅଭିଯୋଗ ପାଇଁ ଥାନାରେ ଭିଡ଼

Posted on October 3, 2025

ଫିକା ପଡ଼ିଲା ପୂଜା ମଉଜ । ରାଜଧାନୀରେ ଦୁର୍ଗା ପୂଜା ବୁଲିବା ବେଳେ ମୋବାଇଲ, ଟଙ୍କା, ବ୍ୟାଗ୍ ଓ ଅଳଙ୍କାର ଲୁଟ୍ । ପାଖାପାଖି ୫୦୦ରୁ ଅଧିକ ମୋବାଇଲ ଏବଂ ୧୦୦ ରୁ ଅଧିକ ଅଳଙ୍କାର ଛିନତାଇ ଅଭିଯୋଗ ହୋଇଛି । ପୂଜାର ମଜା…

ମୁଖ୍ୟମନ୍ତ୍ରୀଙ୍କ “ଭୋକାଲ୍ ଫର୍ ଲୋକାଲ” ମନ୍ତ୍ର; ଲୋକଙ୍କ ମୁଖ୍ୟମନ୍ତ୍ରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର ଆଉ ସୋସିଆଲ ମିଡିଆରେ କଲେ ଅପିଲ୍

Posted on October 3, 2025

ଲୋକଙ୍କ ମୁଖ୍ୟମନ୍ତ୍ରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର ଆଉ ସୋସିଆଲ ମିଡିଆରେ କଲେ ଅପିଲ୍ । କହିଲେ ଭୋକାଲ୍ ଫର୍ ଲୋକାଲ୍ ହୁଅନ୍ତୁ, ସ୍ଵଦେଶୀ ଜିନିଷ ବ୍ୟବହାର କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ବାନ ଗ୍ରହଣ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ…

ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ…

Posted on October 3, 2025

ପରିବେଶ ଓ ଶିକ୍ଷା କ୍ଷେତ୍ରର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କର ପତ୍ନୀ ଗୀତାଞ୍ଜଳି ଜେ ଆଙ୍ଗମୋ ସୋନମଙ୍କର ମୁକ୍ତି ପାଇଁ ଦାବି କରିଛନ୍ତି। ତାଙ୍କ ମାମଲା ନେସନାଲ ସିକ୍ୟୁରିଟି ଆକ୍ଟ (NSA) ଅଧୀନରେ ରଖାଯିବାକୁ ନେଇ ଚ୍ୟାଲେଞ୍ଜ…

ଖସିଲା ସୁନା ଏବଂ ରୂପା ଦର, ଜାଣନ୍ତୁ କ’ଣ ରହିଛି ମୂଲ୍ୟ….

Posted on October 3, 2025

କମିଲା ସୁନା ଏବଂ ରୂପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୮,୦୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…

ଜୁବିନ ଗର୍ଗ ମୃତ୍ୟୁ ଘଟଣାରେ ଦୁଇ ଗିରଫ, ଘଟଣା ସମୟରେ ସାଥିଲେ ଥିଲେ ଏମାନେ…..

Posted on October 3, 2025

ଲୋକପ୍ରିୟ ଗାୟକ ଜୁବନ୍ ଗର୍ଗ ମୃତ୍ୟୁ ଘଟଣାରେ ପୁଣି ଆଉ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଜୁବିନଙ୍କ ବ୍ୟାଣ୍ଡର ସଦସ୍ୟ ଏବଂ ସହ କଣ୍ଠଶିଳ୍ପୀ ଅମ୍ରିତପ୍ରଭା ମହନ୍ତଙ୍କୁ ଗିରଫ କରିଛି ଆସାମ ପୋଲିସ । ଏମାନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ପୂର୍ବରୁ…

୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା! ଓଡ଼ିଶାରେ ପ୍ରବଳ ବର୍ଷା, ଆଲର୍ଟରେ ସରକାର

Posted on October 3, 2025

ଦ୍ରୁତ ଗତିରେ ଭାରତୀୟ ଉପକୂଳକୁ ମାଡି ଆସୁଛି ବାତ୍ୟା। ଖୁବଶୀଘ୍ର ଆରବ ସାଗରରେ ନୂଆ ବାତ୍ୟା ରୂପ ନେବାର ସୂଚନା ମିଳିଛି। ଗଲ୍ଫ୍ ଅଫ୍ କଚ୍ଛ ନିକଟରେ ସୃଷ୍ଟ ସ୍ପଷ୍ଟ ନିମ୍ନ ଚାପ ଶୁକ୍ରବାର ଉତ୍ତର-ପୂର୍ବ ଆରବ ସାଗରରେ ପ୍ରବେଶ କରି ଅବପାତରେ ପରିଣତ…

ପବନରେ ଭାଙ୍ଗି ପଡିଲା ଢେଙ୍କାନାଳ ଲକ୍ଷ୍ମୀପୂଜା ଲାଇଟ୍ ଗେଟ୍, ଯାତାୟାତ ବାଧାପ୍ରାପ୍ତ

Posted on October 3, 2025

ବର୍ଷା ପବନରେ ଭାଙ୍ଗି ପଡ଼ିଲା ଢେଙ୍କାନାଳ ଲକ୍ଷ୍ମୀପୂଜାର ଏକ ଲାଇଟ୍ ଗେଟ୍ । ଦକ୍ଷିଣକାଳୀ ରୋଡ୍ କାଳିକା ବଜାର ପୂଜା ପ୍ରତିଷ୍ଠାନର ଏକ ଲାଇଟ୍ ଗେଟ୍ ବୁଧବାର ସକାଳେ ପବନରେ ଭାଙ୍ଗି ପଡ଼ିଛି । ଗେଟ୍‌ଟି ରାସ୍ତା ଉପରେ ପଡ଼ିଥିବା ବେଳେ କୌଣସି କ୍ଷୟକ୍ଷତି…

ମଦ ବିକ୍ରୀ ଉପରେ କଟକଣା, ସୁରକ୍ଷା ବ୍ୟବସ୍ଥା ଜୋରଦାର….

Posted on October 3, 2025

ଭୁବନେଶ୍ୱର: ଭସାଣୀ ପାଇଁ ଖୋଲା ମଦ ଦୋକାନ ଉପରେ କଡ଼ା ନଜର ରଖାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବନ୍ଦ ରହିବା ସହିତ, ଅବୈଧ ମଦ ବିକ୍ରୀ ଉପରେ କର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଇନ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ଭସାଣୀ…

ବାଳଧୂପ ଓ ରାଧା-ଦାମୋଦର ବେଶରେ ମହାପ୍ରଭୁ….

Posted on October 3, 2025

ଆଜିଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ପୂର୍ଣ୍ଣ ଏକ ମାସ ଧରି ମହାପ୍ରଭୁଙ୍କର ସ୍ବତନ୍ତ୍ର ବାଳଧୂପ ଏବଂ ରାଧା-ଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ଦାମୋଦର ରୂପରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥାଏ । ସକାଳ ଧୂପ…

ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌,ମର୍ଡର କେସ୍ ରେ ସମ୍ପୃକ୍ତ ଥିଲେ ୨ ଡକାୟତ

Posted on October 3, 2025

କଟକ ଜିଲାର ଚୌଦ୍ବାର ଜେଲ୍‌ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍‌ର ସେଲ୍‌ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର…

Posts pagination

Previous 1 … 206 207 208 … 220 Next

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme