ଫିଲିପାଇନ୍ସକୁ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର ଫିଲିପାଇନ୍ସର ମିଣ୍ଡାନାଓରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) ଅନୁଯାୟୀ, ମିଣ୍ଡାନାଓରେ ହୋଇଥିବା ଭୂମିକମ୍ପର ତୀବ୍ରତା ୬.୧ ଥିଲା । ଭୂମିକମ୍ପର…
ସିଲିଣ୍ଡର ଫାଟି ଜଳିଗଲା ଘର, ଛାରଖାର ହୋଇଗଲା ବର୍ଷ ବର୍ଷର ଝାଳବୁହା ଧନ
ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ଟାଙ୍କି। ନିମିଷକ ମଧ୍ୟରେ ଛାରଖାର ହୋଇଗଲା ବର୍ଷ ବର୍ଷର ଝାଳବୁହା ଧନ। ଟଙ୍କା, ପଇସା, ଆସବାବପତ୍ର ଓ ଜରୁରୀ କାଗଜପତ୍ର ସବୁକିଛି ଜଳିପୋଡ଼ି ପାଉଁଶ। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତ ସୁଗଲ ଗାଁର କାଳୀପଦ ମଣ୍ଡଳଙ୍କ…
ଡମ୍ପରକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଚାଳକ
ରାସ୍ତା କଡ଼ରେ ଠିଆ ହୋଇଥିବା ଡମ୍ପରକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ କୋଇଲା ବୋଝେଇ ଟ୍ରକ୍ର ଡ୍ରାଇଭର । ବାସୁଦେବପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବେତଡା ରାସ୍ତାର ବିଷ୍ଣୁବିନ୍ଧା ଛକ ନିକଟରେ ଏଭଳି…
ଫେରିଗଲା ମୌସୁମୀ, ୨୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
ସାରା ଦେଶରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ଓଡ଼ିଶାରେ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୨୪ ତାରିଖବେଳକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଘନୀଭୂତ…
କୋଣାର୍କରୁ ଅପହୃତ ଯୁବକ ପାରାଦୀପରୁ ଉଦ୍ଧାର
ଜଗତସିଂହପୁର : କୋଣାର୍କରୁ ଅପହୃତ ଜଣେ ଯୁବକଙ୍କୁ ପାରାଦୀପ ଲକ୍ ଥାନା ଅଞ୍ଚଳରୁ ଉଦ୍ଧାର କରିଛି ପୁଲିସ | ଲକ୍ ଥାନା ଅଧୀନ ପାରାଦୀପଗଡ ନିକଟରୁ ଉଦ୍ଧାର କରିଛି କୋଣାର୍କ ପୁଲିସର ଏକ ସ୍ଵତନ୍ତ୍ର ଟିମ । ମିଳିଥିବା ସୂଚନା ଅନୁସାରେ, ଗତକାଲି କୋଣାର୍କ…
ସୁନ୍ଦରଗଡ଼ : ସ୍ତ୍ରୀର ତଣ୍ଟି ଚିପି ହତ୍ୟା
ସୁନ୍ଦରଗଡ଼ :ମାତାଲ୍ ସ୍ବାମୀର ଉନ୍ମତ୍ତ କାଣ୍ଡ । ରାତିରେ ମଦ ପିଇ ସ୍ତ୍ରୀ ସହିତ ଝଗଡ଼ା ପରେ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ । କିଞ୍ଜିରକେଲା ଥାନା ବନ୍ଧବାହାଲ ନିକଟ ଗାଇଡେଗା ସୀମାପରାର ଘଟଣା। ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୁଲିସ…
ଘର ମାଲିକଙ୍କୁ ୧୫ ଚୋଟ ମାରିଲା ଭଡ଼ାଟିଆ
ଜଗତସିଂହପୁର : ଜଗତସିଂହପୁରରେ ଚାଞ୍ଚଲ୍ୟ। ଘର ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଚୋଟ ପରେ ଚୋଟ ମାରି ଗୁରୁତର କରି ପକାଇଛି। ଘର ମାଲିକଙ୍କ ଶରୀରରେ ୧୫ରୁ ଅଧିକ ଚୋଟ ବାଜିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇ ପଡିଛି। ଗୁରୁତର ଅବସ୍ଥାରେ ଘର ମାଲିକଙ୍କୁ କଟକ…
ଶିକ୍ଷକଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ
ରାୟଗଡ଼ା: ରାୟଗଡ଼ାର ସ୍ବନମଧନ୍ୟ ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଆକ୍ରମଣ କରି ମୋବାଇଲ ଲୁଟ୍ ଘଟଣାରେ କମିଶନରେଟ୍ ପୁଲିସ ଦୁଇ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। କମିଶନରେଟ୍ ପୁଲିସ ଏହାର ତଦନ୍ତ କରି ଭୁବନେଶ୍ବର ବୁଦ୍ଧ ନଗରର ଅର୍ଜୁନ…
ନଦୀରେ ଭାସି ଯାଇଥିବା ଛାତ୍ର ଶବ ଉଦ୍ଧାର
ଧରାକୋଟ,: ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରାଇ ପଞ୍ଚାୟତ ର ପୋଡ଼ାପଲି ଗ୍ରାମର ବୁଲୁ ପ୍ରଧାନ ଓ ପ୍ରମଦା ପ୍ରଧାନ ଙ୍କ ପୁଅ ଶୁଭମ ପ୍ରଧାନ ଗତ 4 ତାରିଖ ଦିନ ସାଙ୍ଗ ମାନଙ୍କ ସହିତ ଋଷିକୁଲ୍ୟ ନଦୀ କୁ ଗାଧୋଇବା ପାଇଁ ଯାଇଥିବା ବେଳେ…
କେନାଲରେ ବୁଡ଼ି ଜଣେ ମୃତ
ତାଳଚେର : ତାଳଚେର ବାଇପାସ ଛକ ନିକଟ ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ଵ କେନାଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ଆଜି ରେଙ୍ଗାଳି ଦକ୍ଷିଣପାର୍ଶ୍ଵ କେନାଲରେ ଜଣେ ବ୍ୟକ୍ତିଙ୍କର…
