Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତେଲିବନ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨ ମୃତ

Posted on January 20, 2026

ଅଜଣା ଗାଡ଼ି ଧକ୍କାରେ ୨ ମୃତ । ବୌଦ୍ଧ ଥାନା ଅନ୍ତର୍ଗତ ତେଲିବନ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା । କାରକୁ ପଛପଟୁ ଧକ୍କା ଦେଲା ଏକ ଅଜଣା ଗାଡ଼ି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଭିତରେ ହିଁ ଯାତ୍ରୀ ୨ଜଣ…

ଡରାଇଲାଣି ଖରା: ରାତିରେ ୧୨ଂ, ଦିନରେ ୩୨ଂ ଛୁଇଁଲା ପାରଦ

Posted on January 20, 2026

ଶୀତ ଯାଇନି । ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ କିମ୍ବା ପାଖାପାଖି ରହିଛି । ଏପଟେ ଡରାଇଲାଣି ଖରା ପ୍ରକୋପ । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ସ୍ୱାଭାବିକଠାରୁ ସାଢ଼େ ୩ ଡିଗ୍ରୀ…

ଗୁଳିମାଡ଼ରେ ବ୍ୟବସାୟୀ ମୃତ, ଦୁର୍ବୃତ୍ତ ଫେରାର

Posted on January 20, 2026

ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି-ପରିଛକ ରାସ୍ତାର ଦଲକ ଗ୍ରାମ ନିକଟରେ ସୋମବାର ରାତି ୮ଟାରେ ଗୁଳିମାଡ଼ ହୋଇଛି । ଏଥିରେ ଜାମୁଝରୀ ଗ୍ରାମର ବ୍ୟବସାୟୀ ବାସୁଦେବ ପରିଡ଼ାଙ୍କ ମୃତ୍ୟୁ ଘଟିଛି । ତାଙ୍କର ଛାତି ଓ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି ।…

ସର୍ବଭାରତୀୟ ସହୀଦ ବୀର-ବେନୁ କ୍ରିକେଟ ଉଦଯାପିତ, ଭୁବନେଶ୍ୱର ଚମ୍ପିୟାନ।

Posted on January 19, 2026

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଷ୍ଟାଡିୟମ ଠାରେ ଉର୍ଜା ଟ୍ରଷ୍ଟ ପକ୍ଷରୁ ସର୍ବଭାରତୀୟ ସହୀଦ ବୀର-ବେନୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ପରଜଙ୍ଗ ବଜାର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ…

ବସ ମାଲିକ ସଙ୍ଘ ପକ୍ଷରୁ ଆସନ୍ତା ୨୪ ତାରିଖ ଠାରୁ ଘରୋଇ ବସ ଚଳାଚଳ ବନ୍ଦ ନିଷ୍ପତ୍ତି

Posted on January 19, 2026

ତାଳଚେର ବସ ମାଲିକ ସଙ୍ଘ ପକ୍ଷରୁ ଆସନ୍ତା ୨୪ ତାରିଖ ଠାରୁ ଘରୋଇ ବସ ଚଳାଚଳ କରୁଥିବା ରୁଟରେ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ବିଗତ ସରକାର ୨୦୨୩ ମସିହା ଠାରୁ ମୁଖ୍ୟମନ୍ତ୍ରୀଙ୍କ ବସ ସେବା ଯାହା…

ଘାଟିରେ ଦୁର୍ଘଟଣା, ଡ୍ରାଇଭର ସମେତ ୧୭ ଆହତ

Posted on January 19, 2026

ଅତ୍ୟଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ । ଗଜପତି ଜିଲ୍ଲା ମୋହନା ନିକଟ ଗୋବିନ୍ଦପୁର ଗାଁରୁ ଏକ ଅଟୋରେ ଅତ୍ୟଧିକ ଯାତ୍ରୀ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଭିମୁଖେ ଯାଉଥିଲେ I ଭେଟନଈ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ…

ବାଲି ଚାଲାଣ ଉପରେ ଆକ୍ସନ, ୨୦ ହାଇୱା ଜବତ

Posted on January 19, 2026

ମୋହନା ଥାନା ଅନ୍ତର୍ଗତ ଜରଉ ଘାଟିରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବିଦ୍ୟୁତ୍ ଖଣ୍ଟରେ ପିଟିହୋଇ ଓଲଟିଲା ଅଟୋ। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୭ ଜଣ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକ ଅଟୋ ଭିତରୁ ଆହତ ପିଲାଙ୍କୁ ଉଦ୍ଧାର କରି ଗଞ୍ଜାମ ବଡ଼ଗଡ଼ ମେଡ଼ିକାଲରେ…

 

Posted on January 19, 2026

  ମଙ୍ଗଳବାରଠୁ ଡ଼ଲଫିନ ଗଣନା, ଡ଼ଙ୍ଗା ଓ ଭସାପୋଲ ଚଳାଚଳ କଟକଣା ମଙ୍ଗଳବାରଠୁ ଚିଲିକାରେ ଆରମ୍ଭ ହେବ ଡଲଫିନ୍ ଗଣନା। ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା। ଡଲଫିନ ଗଣନା ସମୟରେ ଚିଲିକାରେ ଡଙ୍ଗ ଓ ଭସାପୋଲ ଚଳାଚଳ ଉପରେ ଲାଗିଲା କଟକଣା। ୨୨…

ନୂଆପଡା BDO ରୋହିତ ଭୋଇଙ୍କୁ ଆକ୍ରମଣ…

Posted on January 19, 2026

ନୂଆପଡା BDO ରୋହିତ ଭୋଇଙ୍କୁ ଆକ୍ରମଣ । ବ୍ଳକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ । ନୂଆପଡ଼ା ପୋଲିସରେ ଅଭିଯୋଗ କରିଛନ୍ତି ନୂଆପଡ଼ା ବିଡିଓ ରୋହିତ ଭୋଇ । ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ତାଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।…

ଖୋଲିଲା ମା’ ମଝିଘରିଆଣି ମନ୍ଦିରର ହୁଣ୍ଡି

Posted on January 19, 2026

ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀଦେବୀ ମା’ ମଝିଘରିଆଣିଙ୍କ ହୁଣ୍ଡି। ୬ ମାସ ପରେ ଦାନ ହୁଣ୍ଡି ଖେଲାଯାଇ ଆରମ୍ଭ ହେଲା ଗଣତି। ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୁଲିସ କଡ଼ା ସୁରକ୍ଷାରେ ହୁଣ୍ଡି ଟଙ୍କା ଗଣୁଛନ୍ତି ମନ୍ଦିର କର୍ତ୍ତୃପକ୍ଷ ଓ ମହିଳା। ସୂଚନା ଅନୁଯାଇ, ସୋମବାର ଦିନ…

Posts pagination

Previous 1 … 19 20 21 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme