ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ସମ୍ପର୍କ । ବୃଦ୍ଧ ବାପା ମାଆଙ୍କୁ ହାଣିଲା ସମ୍ପତ୍ତି ଲୋଭୀ ପୁଅ । ଭଦ୍ରକ ଚାନ୍ଦବାଲି ଖେରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳବନ୍ଧ ଗାଁର ଏ ଅଭାବନୀୟ ଘଟଣା । ଗାଁର ମନୋଜ ନାୟକ ବିଳମ୍ବିତ ରାତିରେ ବାପା ମଧୁସୂଦନ…
ଦମ୍ପତିଙ୍କ ମୃତ୍ୟୁ, ଭଡ଼ା ଘରୁ ମୃତଦେହ ଉଦ୍ଧାର କଲା ପୁଲିସ
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ରେ ଦାଦନ ଦୁଃଖ। ବାଙ୍ଗାଲୋରରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ। ଭଡ଼ା ଘରୁ ମୃତଦେହ ଉଦ୍ଧାର। ବାଙ୍ଗାଲୋରରେ କାମ କରୁଥିବା ଦେଉଳଡିହା ଗ୍ରାମର ଦମ୍ପତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ରାକେଶ ପାତ୍ର ଓ ସୀମା ନାୟକ ।…
ଡ୍ରେସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ
ଜଳିଗଲା ଡ୍ରେସ ଦୋକାନ । ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଡ୍ରେସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଡ୍ରେସ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ପରେ ତିନି ମହଲା କୋଠା ଉପରେ ଫସି ରହିଥିଲେ…
ଯୁବତୀଙ୍କୁ ଅପହରଣ ଉଦ୍ୟମ, ଯୁବକ ଅଟକ
ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ । ଜଣେ ଯୁବକ ଅଟକ । ଏଭଳି ଘଟଣା ଘଟିଛି ଯାଜପୁର ଧର୍ମଶାଳା ଥାନା କଣ୍ଟାମାଳିଆ-ଥାନୁଆଳ ନିକଟରେ । ଗତକାଲି ରାତିରେ ଜଣେ ଯୁବତୀ ଓ ଜଣେ ମହିଳା ସ୍କୁଟିରେ ଘରକୁ ଫେରୁଥିଲେ । ରାସ୍ତାରେ ଯାଉଥିବା ସମୟରେ…
୨୬ରେ ଆଉ ଏକ ଲଘୁଚାପ, ୨୫ ଓ ୨୬ରେ ପ୍ରବଳ ବର୍ଷା ସମ୍ଭାବନା
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ବୁଧବାର ଅପରାହ୍ନ ସୁଦ୍ଧା ଅବପାତରେ ପରିଣତ ହେବ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ତାମିଲନାଡୁ, ପଣ୍ଡିଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇବା ସହ ଅଧିକ ଘନୀଭୂତ ହୋଇପାରେ…
ଦୀର୍ଘଦିନ ପରେ ଫେରିଲେ ପନ୍ତ, ମିଳିଲା ଅଧିନାୟକ ଦାୟିତ୍ବ…
ଦୀର୍ଘଦିନ ପରେ ରିଷଭ ପନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ବ । ଆହତଜନିତ ସମସ୍ୟା ଯୋଗୁଁ କିଛିଦିନ ହେଲାଣି ଟିମରୁ ବାଦ୍ ପଡିଥିଲେ । ଏବେ ସଂପୂର୍ଣ୍ଣଫିଟ୍ ହେବା ପରେ ମଇଦାନକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦୀର୍ଘ ୩ ମାସ ଟିମରୁ ବାଦ୍…
ଭିନ୍ନକ୍ଷମ ଯୁବତୀଙ୍କୁ ଗର୍ଭବତୀ କରି ଜୀବନରୁ ମାରିଦେବା ପାଇଁ ଘର ଜାଳି ଦେଇଥିବା ଅଭିଯୋଗ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସନ୍ତପଡା ଗାଁରେ ସ୍ପର୍ଶକତାର ଘଟଣା ଦେଖିବାକୁ ମିଳିଛି। ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ କରି ଗର୍ଭବତୀ ହେବା ପରେ ଘର ଭିତରେ ନିଆଁ ଲଗେଇ ଜାଳିଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଫଳରେ ଅଗ୍ନିକାଣ୍ଡ ଯୋଗୁ ଭିନ୍ନକ୍ଷମ…
ବାଣ ଫୁଟି ହାତ ଫାଟିଲା
ପାରାଦୀପ : ଦୀପାବଳୀରେ ଅଘଟଣ,ଦୁଇ ଗୁରୁତର, ହାତରେ ବାଣ ଫୁଟି ଜଣେ ଯୁବକର ପାପୁଲି ନଥିବା ବେଳେ ପାଖରେ ଥିବା ଅନ୍ୟ ଜଣେ ଯୁବକର କାନକୁ ଶୁଣା ଯାଉନାହିଁ। ଦୁଇଜଣଙ୍କୁ ପ୍ରଥମେ ପାରାଦୀପ ଅଠରବାଙ୍କି ମେଡିକାଲ କୁ ଅଣାଯିବା ପରେ ପାପୁଲି ନଥିବା ଗୁରୁତର…
ଡକାୟତି ଯୋଜନାରେ ୪ଅଭିଯୁକ୍ତ ଗିରଫ , ୨ ବାଇକ ସହ ମାରଣାସ୍ତ୍ର ଜବତ
ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତିନଗର ରେ ଡକାୟତି ଯୋଜନା କରୁଥିବା ଅଭିଯୋଗ ରେ ପୁଲିସ ୪ ଜଣ ଙ୍କୁ ଗିରଫ କରିଛି।ଅଭିଯୁକ୍ତ ମାନେ ହେଲେ କାଳୀନଗର ର ଆଶିଷ ବେହେରା(୧୯),ଖଲିଆକାନୀ ର ଅଭିଷେକ ଭୋଇ (୨୨), କାଳୀନଗରର ବିଶାଲ ବେହେରା…
ଦୁର୍ଘଟଣାରେ ବିଏସଏଫ ଯବାନଙ୍କ ମୃତ୍ୟୁ
ମାଲକାନଗିରି: ଆଜି ଭୋର ସମୟରେ ଚିନ୍ତୁର ମଣ୍ଡଳର ଚାଟି ଗୋରେଲାଗୁଡେମ୍ କୁନାଭାରାମ ଜଙ୍କସନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଜବାନର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏକ ଇନୋଭା କାରରେ ସାତ ଜଣ ସୀମା ସୁରକ୍ଷା ବାହିନୀ କର୍ମଚାରୀ…
