Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁର୍ଘଟଣାରେ ବିଏସଏଫ ଯବାନଙ୍କ ମୃତ୍ୟୁ

Posted on October 21, 2025

ମାଲକାନଗିରି: ଆଜି ଭୋର ସମୟରେ ଚିନ୍ତୁର ମଣ୍ଡଳର ଚାଟି ଗୋରେଲାଗୁଡେମ୍ କୁନାଭାରାମ ଜଙ୍କସନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଜବାନର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏକ ଇନୋଭା କାରରେ ସାତ ଜଣ ସୀମା ସୁରକ୍ଷା ବାହିନୀ କର୍ମଚାରୀ…

ବାଣ ନିଆଁରୁ ଅଗ୍ନିକାଣ୍ଡ, ୫ଗାଈ ଜୀବନ୍ତ ଦଗ୍ଧ

Posted on October 21, 2025

ହାଟଡିହି: ହାଟଡିହି ବ୍ଲକ ସୋସୋ ଥାନା ଆମ୍ବଗଡ଼ିଆ ଗାଁରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳଘର ପୋଡ଼ିଯାଇଛି। ଗ୍ରାମର କୋଦଣ୍ଡଧାର ପଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ତାଙ୍କର ୩ ବଖରା ଚାଳ ଘର ସହିତ ୫ଗାଈ…

ମାର୍ଥାପୁର ଠାରେ ଥିବା ବାଲିଘାଟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

Posted on October 21, 2025

ବାଲି ମାଫିଆଙ୍କ ଦୌରାତ୍ମ୍ୟ ରେ ଅତିଷ୍ଠ ହୋଇସାରିଲେଣି ଗ୍ରାମବାସୀ, ପ୍ରଶାସନ ଗ୍ରାମବାସୀଙ୍କ ଗୁହାରି ଶୁଣିଲେନି । ତାତିଲେ ଗ୍ରାମବାସୀ ତାଡିଲେ ବାଲିଘାଟ ରାସ୍ତା । ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ…

ଦୀପାବଳିରେ ଗ୍ୟାସ୍ ଚାମ୍ବର ବନିଲା ଦିଲ୍ଲୀ

Posted on October 21, 2025

ଦୀପାବଳୀ ରାତିରେ ଅତ୍ୟଧିକ ବାଣ ଫୁଟାଇବା ଫଳରେ ଦିଲ୍ଲୀ ଓ NCR ଅଞ୍ଚଳ ଧୂଆଁରେ ଆଛାଦିତ ହୋଇଯାଇଛି । ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୩୧କୁ ଛୁଇଁଛି, ଯେଉଁଠି ଗାଜିଆବାଦ ଓ ନରେଲା ଅଞ୍ଚଳରେ AQI ୫୫୧ରେ ପହଞ୍ଚିଛି । ଫଳରେ ରାସ୍ତାକୁ…

ସ୍ତ୍ରୀକୁ ପିଟିପିଟି ମାରିଦେଲା ନୃଶଂସ ସ୍ଵାମୀ

Posted on October 21, 2025

ପାରିବାରିକ କଳହରୁ ନୃଶଂସ ହତ୍ୟାକାଣ୍ଡ। ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ଵାମୀ, ପୁଅ ଗୁରୁତର। ଯାଜପୁର ଜିଲ୍ଲା ଯଖପୁରା ଥାନା ରାବଣା ଗ୍ରାମ ନିକଟସ୍ଥ ଏକ ଇଟା ଭାଟିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଝାଡ଼ଖଣ୍ଡର କପିଳ ସୋରେନ ବୋଲି ଜଣାପଡ଼ିଛି।  ସୂଚନାନୁଯାୟୀ, ରାମ ସୋରେନ…

ଦୀପାବଳି ବଢାଇଲା ପ୍ରଦୂଷଣ, ରାଜଧାନୀରେ AQI -୧୮୦କୁ ଖସିଲା

Posted on October 21, 2025

ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ । ପ୍ରବଳ ବାଣଫୁଟାଇବା ଯୋଗୁଁ ଖସିଛି ଭୁବନେଶ୍ବର-କଟକ ଏୟାର କ୍ବାଲିଟି ଇନଡେକ୍ଟ । ରାଜଧାନୀରେ AQI 180 ପାର ହୋଇଛି । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଦୂଷିତ ହୋଇଯାଇଛି ବାୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ AQI 185…

ବାଣଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର ।

Posted on October 21, 2025

ବାଣଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ମନୋହରୀପଡା ଓ ପାତକାରୀପଡା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୁରୁତର ଯୁବକ ହେଲେ କାଳିଆ ମଲ୍ଲିକ । ଆହତ ହେଲେ ରାଜୁ ମଲ୍ଲିକ, ବବଲୁ…

ପୁରୀରେ ବୁଲିଲା ଛୁରୀ, ଛୁରାମାଡରେ ଯୁବକ ଗୁରୁତର

Posted on October 21, 2025

ଦୀପାବଳିରେ ଅଘଟଣ । ପୁରୀରେ ବୁଲିଲା ଛୁରୀ । ଛୁରାମାଡରେ ଯୁବକ ଗୁରୁତର । ପୁରୀ ଟାଉନ ଥାନା ପାପୁଡିଆ ମଠ ସମ୍ମୁଖରେ ଛୁରାମାଡ ହୋଇଛି। ଗୁରୁତର ଯୁବକ ହେଲେ ହେମନ୍ତ ପଟ୍ଟନାୟକ । ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି…

ହାତରେ ବାଣ ଫୁଟି ନାବାଳକ ଗୁରୁତର

Posted on October 21, 2025

ଦୀପାବଳିରେ ବାଣ ଫୁଟାଇବା ବେଳେ ଅଘଟଣ। ହାତରେ ବାଣ ଫୁଟିଯିବାରୁ ନାବାଳକ ଗୁରୁତର। ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କଇନିପୁରା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି।  ସୂଚନା ମୁତାବକ, କଇନିପୁରା ଗ୍ରାମର…

ମନ୍ଦିରକୁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ

Posted on October 21, 2025

କୋଣାର୍କ ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ମନ୍ଦିରକୁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ। ମଙ୍ଗଳବାର ସକାଳୁ କୋଣାର୍କ ଥାନା ଅନସରା ଗ୍ରାମର ଜଣେ ମହିଳାଙ୍କ ବେକରୁ ଦୁଇ ଜଣ ଦୁର୍ବୃତ୍ତ ସୁନା ଚେନ୍ ଲୁଟି ନେଇ ବାଇକ୍‌ରେ ଚମ୍ପଟ…

Posts pagination

Previous 1 … 197 198 199 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme