କାଳୀ ମେଢ ବୁଲି ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ସନ୍ଧ୍ୟାରେ କେନ୍ଦୁଝର ସହରର ମାଧପୁର କାଳୀ ମନ୍ଦିରକୁ ଯାଇଥିଲେ । ସେଠାରେ ମା କାଳୀଙ୍କୁ ଆଳତି କରି ପୁଷ୍ପାଞ୍ଜଳି ଦେଇ ଆଶୀର୍ବାଦ ନେଇଥିଲେ । ମନ୍ଦିର…
‘ଜଗନ୍ନାଥ ଧାମ’ ନାମରେ ସୋସିଆଲ୍ ମିଡିଆ ଆଇଡି
ଦୀଘା ଜଗନ୍ନାଥ ଧାମ ନୁହେଁ । ପଶ୍ଚିମବଙ୍ଗର ଦୀଘାରେ କେବଳ ଜଗନ୍ନାଥ ମନ୍ଦିର । ବିଶ୍ବରେ କେବଳ ଗୋଟିଏ ଜଗନ୍ନାଥ ଧାମ, ସେ ହେଉଛି ଶ୍ରୀକ୍ଷେତ୍ର ପୁରୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାସସ୍ଥଳୀ । ମାତ୍ର ଏ କଥା ଦିଦିଙ୍କୁ ବୁଝାଇବ କିଏ । ଦୀଘା…
ବେକରେ ଜୋତାମାଳ ପିନ୍ଧାଇ ବୁଲାଇବା ପଡିଲା ମହଙ୍ଗା, ୪ ଜଣଙ୍କୁ ବାନ୍ଧିଲା ପୁଲିସ
ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗ୍ରାମରେ ପୁଅ ଝିଅଙ୍କ ବେକରେ ଜୋତମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ଥାନାରେ ଅଭିଯୋଗ ପରେ ଆନନ୍ଦପୁର ପୁଲିସ ୨୮୬/୨୫ ରେ ଏକ ମାମଲା ରୁଜୁ କରି ଷଡ଼ଙ୍ଗୀ ଗ୍ରାମର ମିନତୀ…
ଉଠା ଦୋକାନୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ
ଉଠା ଦୋକାନୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଣିକି ମନ ଇଚ୍ଛା ରାସ୍ତାକଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ। ନିର୍ଦ୍ଧିଷ୍ଟ ସମୟରେ ଚକ ଥିବା ଟ୍ରଲିରେ ଜିନିଷ ରଖି ବେପାର କରିବେ। ସମୟ ସରିଲେ ରାସ୍ତା ଉପରେ ଆଉ ଠେଲା ଗାଡ଼ିକୁ ରଖିପାରିବେନି ବୋଲି କଡ଼ା ଚେତାବନୀ…
ଡାଲି ଚାଷରେ ଆତ୍ମନିର୍ଭର ଅଭିଯାନ: ଓଡ଼ିଶା ହେବ ‘ବିହନ ହବ’
ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଅଭିଯାନରେ ଓଡ଼ିଶାକୁ ‘ବିହନ ହବ’ ଭାବେ ଗଢ଼ି ତୋଳାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଘନ କୃଷି ବୈଠକରେ ବିଲୁପ୍ତପ୍ରାୟ ଖାଦ୍ୟ ଓ ଡାଲି ଫସଲ ପୁନରୁଦ୍ଧାର ଉପରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ…
୧୯ ଜିଲ୍ଲାର ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କେଜି ଚାଉଳ
ଅଗାମୀ ତିନି ମାସ ପାଇଁ ରାଜ୍ୟର ୧୯ଟି ଜିଲ୍ଲାର ହିତାଧିକାରୀଙ୍କୁ ପ୍ରତି ପରିବାରକୁ ଅତିରିକ୍ତ ୫ କେଜି ଚାଉଳ ମିଳିବ । ଏହି ଘୋଷଣା କରିଛି ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ । ନଭେମ୍ବର ୧୦ ମଧ୍ୟରେ ବଣ୍ଟନ ସମ୍ପୂର୍ଣ୍ଣ କରିବାକୁ…
ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଫାର୍ମ ହାଉସରୁ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସରେ ଥିବା କେବିଏନ୍ ଫାର୍ମ ହାଉସ୍ ଭିତରୁ ଗୁରୁବାର ଜଣେ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପଶ୍ଚିମବଙ୍ଗ ହାୱଡା ଜିଲ୍ଲାର ଶେଖ ମେହବୁବ ଉଦ୍ଦିନ ବୋଲି ଜଣାପଡ଼ିଛି। ସେ…
ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଦିଆଯିବ…
ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଫଳ ଦିଆଯିବ। ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଯେଉଁ ପିଲାମାନେ ବିଦ୍ୟାଳୟରେ ଅଣ୍ଡା ଖାଉନାହାନ୍ତି କିମ୍ବା ନିରାମିଷ ଖାଉଥିବା ପିଲାଙ୍କୁ ଅଣ୍ଡା ମୂଲରେ ଫଳ ଖାଇବାକୁ ଦିଆଯିବ। ଏନେଇ ପୁଣି ଥରେ ସମସ୍ତ…
ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୦ ଯାତ୍ରୀ
ହୁତୁ ହୁତୁ ହୋଇ ଜଳିଗଲା । ଆଖି ପିଛୁଳାକେ ଜଳି ପୋଡି ପାଉଁଶ ହୋଇଗଲା ବସ୍ । ଜୀବନ୍ତ ଜଳିଗଲେ ଯାତ୍ରୀ । କିଏ କେଉଁ କାମରେ ଘରୁ ବାହାରିଥିବେ ହେଲେ ଅଧାବାଟରେ ସବୁକିଛି ଛାରଖାର ହୋଇଗଲା । ହାଇଦ୍ରାବାଦ-ବେଙ୍ଗାଲୁରୁ ଏନ୍ଏଚ୍ରେ କାବେରୀ ଟ୍ରଭେଲସର ଏକ ଯାତ୍ରୀବାହୀ ବସ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।…
ପୁଣି ଦାନା ବାନ୍ଧୁଛି ଲଘୁଚାପ, ୨୬ରେ ଅବପାତ
ପୁଣି ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଶୁକ୍ରବାରକୁ ଦକ୍ଷିଣ ପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି…
