ଭାରତ ଓ ଚୀନ ମଧ୍ୟରେ ଗତକାଲି ସିଧାସଳଖ ବିମାନ ସେବା ଆରମ୍ଭ କରାଯାଇଛି। ୨୦୨୦ର ଗଲୱାନ ସଂଘର୍ଷ ପରେ ଏହି ସେବା ବନ୍ଦ ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଦୁଇ ଦେଶ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ…
ବଡ଼ଓଷା, କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରସ୍ତୁତି ଆରମ୍ଭ
ଆଉ ଦିନ କେଇଟା ପରେ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ଶ୍ରୀଧବଳେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି। ରବିବାରଠାରୁ ଟ୍ରଷ୍ଟ ବୋର୍ଡ ଆନୁଷ୍ଠାନିକ ଭାବେ ମନ୍ଦିର ପରିଚାଳନା ଦାୟିତ୍ୱ ନେଇଛି। ମନ୍ଦିର…
ମତ୍ସ୍ୟଜୀବୀଙ୍କୁ ନଯିବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କଲା ବିଭାଗ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଠାରୁ ସମୁଦ୍ର ଅଶାନ୍ତ ରହିଛି। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ବଙ୍ଗୋପସାଗରରେ…
ବିହାର ବିଧାନସଭା ନିର୍ବାଚନ: ନୂଆ ପେନସନ ଏବଂ ସହାୟତା, ତେଜସ୍ୱୀ ଯାଦବଙ୍କ ମହତ୍ତ୍ୱପୂର୍ଣ୍ଣ ଘୋଷଣା
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ନୂଆ ଶାସନ ହେଲେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କୁ ପେନସନ ଦିଆଯିବ। ସହିତ ସହ, ପ୍ରତି ପ୍ରତିନିଧିଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ସୁବିଧା…
ବିପୁଳ ପରିମାଣର ବିଦେଶୀ ମଦ ଏବଂ ମଦ ତିଆରି ସାମଗ୍ରୀ ସହ ମେସିନ ଜବତ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା କଟରାପଡା ଗାଁରୁ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ ତିଆରି ମେସିନ, ୩୫୦ ଲିଟର ସ୍ପିରିଟ, ବିଭିନ୍ନ ବ୍ରାଣ୍ଡେଡର ନକଲି ବିଦେଶୀ ମଦ, କାରମେଲ, ଲେବୁଲ…
ବଳାତ୍କାର ଧମକ ଦେଇ ଲୁଟିନେଲେ ୧ କୋଟିରୁ ଊର୍ଦ୍ଧ୍ୱ ସୁନାଗହଣା
ସୁନ୍ଦରଗଡ଼ ଜିଲା ବଣାଇଁ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା। ବଣାଇଁ ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୁରରେ ଥିବା ରଶ୍ମି…
ରାତିକ ସୁଦ୍ଧା ଆଳୁ ଓ ପିଆଜ ଦର ୫ଟଙ୍କା ବୃଦ୍ଧି
ରାଜଧାନୀରେ ପୁଣି ଆଳୁର ଅଭାବ ପଡ଼ିବାର ଆଶଙ୍କା ଦେଖାଦେଇଛି । ଶନିବାର ସକାଳୁ ନେଇ ଏପର୍ଯ୍ୟନ୍ତ କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନାହିଁ । ଫଳରେ ବଜାରକୁ ଆଳୁ କେମିତି ଯୋଗାଣ କରାଯିବ ତାକୁ ନେଇ ଚିନ୍ତା ଘାରିଛି । ଗୋଟିଏ ପଟେ ବାତ୍ୟା…
କଳିଙ୍ଗା ଘାଟି ତିନି ଦିନ ବନ୍ଦ, କଟକଣା ଜାରି କଲେ ଜିଲ୍ଲାପାଳ
ବାତ୍ୟା ମୋନ୍ଥାକୁ ନଜରରେ ରଖି କଳିଙ୍ଗା ଘାଟିରେ ଯାତାୟାତକୁ ତିନି ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ଘାଟିରେ ଭୂସ୍ଖଳନ ହୋଇ …
ସ୍ପିଡ୍ ବଢ଼ାଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା
ଆସିଲା ବାତ୍ୟା ମୋନ୍ଥା ନେଇ ତାଜା ଅପଡେଟ୍ । ସମୁଦ୍ର ଭିତରେ ସ୍ପିଡ୍ ବଢ଼ାଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଥିବାବେଳେ, ଏବେ କିନ୍ତୁ ଘଣ୍ଟା…
ପ୍ରାଇଭେଟ୍ କମ୍ପାନୀ ବିରୋଧରେ ଏକତ୍ର ହେଲେ ତିନି ଗ୍ରାମବାସୀ!
ଘୋରେଇ କମ୍ପାନୀକୁ ଗାଁରେ ପସାଇ ନେଦେବାକୁ ଶପଥ କଲେ ତିନିଖଣ୍ଡ ଗାଁର ଲୋକେ । ଜୀବନ ଚାଲିଯିବ ପଛେ ଘରୋଇ କମ୍ପାନୀକୁ ନିଜ ଜମି ନଦେବାକୁ ନେଲେ ନିଷ୍ପତ୍ତି । ସୂଚନା ଅନୁସାରେ ତାଳଚେର ଧରମପୁର ଏବଂ କଙ୍କିଳି ଗ୍ରାମ ପଞ୍ଚାୟତର ଜାଗାରୁ କୋଇଲା…
