Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାହାଡ଼ରୁ ଧସିଲା ପଥର, ଲୋକେ ହନ୍ତସନ୍ତ

Posted on October 29, 2025

ବାତ୍ୟା ‘ମୋନ୍‌ଥା’ ପ୍ରଭାବରେ ନାରାୟଣପଟଣା ବ୍ଲକ ଅନ୍ତର୍ଗତ ପଡାପଦର ଗ୍ରାମ ପଞ୍ଚାୟତର ମାଙ୍କିଡି ଗାଁ ନିକଟ ରାସ୍ତାରେ ପାହାଡ଼ରୁ ପଥର ଧସିଥିବା ଦେଖିବାକୁ ମିଳିଛି l ଗତକାଲି ଠାରୁ ବାତ୍ୟା ମୋନ୍‌ଥା ଯୋଗୁଁ ଦିନତମାମ ଝିପି ଝିପି ବର୍ଷା ଲାଗି ରହିଥିଲା l ଯାହାର ପ୍ରଭାବରେ…

କେନିଆରେ ବିମାନ ଦୁର୍ଘଟଣା, ୧୨ ଜଣଙ୍କ ଜୀବନ ଶେଷ

Posted on October 29, 2025

କେନିଆର ତଟବର୍ତ୍ତୀ ଅଞ୍ଚଳରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟି ଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ, ବିମାନଟି ମାସାଇ ମାରା ରାଷ୍ଟ୍ରୀୟ…

ଅଧା ରହିଗଲା ଜଗା ଦର୍ଶନ, ସାତପାହାଚରେ ଭକ୍ତଙ୍କ ମୃତ୍ୟୁ

Posted on October 29, 2025

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କ ଜୀବନ ଦର୍ଶନ ପୂର୍ବରୁ ଶେଷ ହେଲା । ନୂଆଦିଲ୍ଲୀର ୭୬ ବର୍ଷୀୟ ମୁଲଚାନ୍ଦ ଗୁପ୍ତା ପରିବାର ସହିତ ଶ୍ରୀକ୍ଷେତ୍ର ପୁରୀ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ । ସାତପାହାଚ ଦେଇ ମନ୍ଦିର ଭିତରକୁ ଯାଉଥିବା…

ରେଭେନ୍ସା ଇଷ୍ଟ ହଷ୍ଟେଲର ୧୫ ଛାତ୍ର ଅସୁସ୍ଥ, ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି

Posted on October 29, 2025

ରେଭେନ୍ସା ଇଷ୍ଟ ହଷ୍ଟେଲର ୧୫ ଛାତ୍ର ଅସୁସ୍ଥ, ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି , ରେଭେନ୍ସା ଇଷ୍ଟ ହଷ୍ଟେଲର ୧୫ ଛାତ୍ର ଅସୁସ୍ଥ । ଫୁଡ ପଏଜନ ପାଇଁ ୧୫ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି…

କ୍ଷତ ଶୁଖିଛି ହେଲେ ଚିହ୍ନ ଯାଇନି, ଆଜି ବି ‘ମହାବାତ୍ୟା’ ଶୁଣିଲେ ଛାତିରେ ପଶେ ଛନକା

Posted on October 29, 2025

ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ସକାଳୁ ସକାଳୁ ଆରମ୍ଭ ହୋଇଥିଲା ବର୍ଷା । ଧୀରେ ଧୀରେ ପବନ ବଢିଲା । ତୁହାକୁ ତୁହା ବର୍ଷା । ଘଣ୍ଟାପ୍ରତି ୩୦୦ କିମି ବେଗରେ ବହିଥିଲା ପବନ । ଆଜିକୁ ଠିକ୍‌…

ଲ୍ୟାଣ୍ଡଫଲ୍ କଲା ଶତାବ୍ଦୀର ସବୁଠୁ ଶକ୍ତିଶାଳୀ ବାତ୍ୟା, ରଚିଲା ବିଧ୍ଵଂସ ଲୀଳା

Posted on October 29, 2025

କାରିବିୟାନ ଦେଶ ଜାମାଇକାରେ ମଙ୍ଗଳବାର ରାତିରେ ତାଣ୍ଡବ ରଚିଛି ଶକ୍ତିଶାଳୀ ବାତ୍ୟା ‘ମେଲିସା’ । ରାତି ପ୍ରାୟ ୧୦ଟା ୪୦ରେ ଏହା ଲ୍ୟାଣ୍ଡଫଲ୍‌ କରିବା କ୍ଷଣି ଧ୍ୱଂସ ଲୀଳା ରଚିଥିଲା । ଘରଦ୍ୱାର ଭାଙ୍ଗିବା ସହ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଆଦି ଉପୁଡ଼ିଥିଲା…

ରେଳ ଧାରଣା ଉପରେ ପଡ଼ିଲା ପଥର, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

Posted on October 29, 2025

ଆନ୍ଧ୍ରରେ ତାଣ୍ଡବ ରଚିବା ପରେ ଦୁର୍ବଳ ହେଲା ମୋନ୍‌ଥା। ଏହାର ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ବଡ଼ ବଡ଼ ପଥର ଧସି ଚିମିଡ଼ି ପାଲି ଓ ବୋରା ଗୁହାଲୁ ମଧ୍ୟରେ ଥିବା ରେଳ ଧାରଣା ଉପରେ…

ଜଙ୍ଗଲରୁ ନରକଙ୍କାଳ ଜବତ, ତଦନ୍ତ କରୁଛି ପୁଲିସ

Posted on October 29, 2025

ଜଙ୍କିଆ ଥାନା ଅନ୍ତର୍ଗତ ନାଳସିଂହ ଜଙ୍ଗଲରୁ ପୁଲିସ ଜଣେ ଯୁବକଙ୍କ କଙ୍କାଳ ଜବତ କରିଛି । ତାଙ୍କ ପରିଚୟ ମିଳିପାରିନଥିବା ବେଳେ ବୟସ ୩୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ତାହା…

ବଣ୍ଡା ଗାଁରେ ଧସିଲା ପାହାଡ଼, ରାସ୍ତା ଅବରୋଧ

Posted on October 29, 2025

ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ୨ ଦିନ ଧରି ବର୍ଷା ଲାଗି ରହିଛି । ଯାହା ଫଳରେ ରାୟଗଡ଼ ବ୍ଲକ ଅଧିନ ଏସ୍. କରଡ଼ାସିଂ ପଞ୍ଚାୟତର ବଣ୍ଡା ଗାଁରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଛି। ଫଳରେ ବଣ୍ଡା, ଖିଲିଗଣ୍ଡା, କୁଡିଙ୍ଗି, ଉପର ସାଙ୍କୁରଡା ଗାଁରୁ ଏସ୍. କରଡ଼ାସିଂ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଟ୍ରକ୍‌କୁ ପିଟିଲା ଘରୋଇ ଯାତ୍ରୀବାହୀ ବସ୍ ; ୨ ମୃତ

Posted on October 29, 2025

ଟ୍ରକ୍‌କୁ ପିଟିଲା ଘରୋଇ ଯାତ୍ରୀବାହୀ ବସ୍‌। ଓଡ଼ିଶାରୁ କଲିକତା ବାବୁଘାଟ ଫେରୁଥିବା ଡଲଫିନ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଡ୍ରାଇଭର ଏବଂ ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ବାଲେଶ୍ୱର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ବୁଧବାର ଭୋର ୨ଟାରେ ପଶ୍ଚିମବଙ୍ଗର ଏକ ଡଲଫିନ ନାମକ ଘରୋଇ ଯାତ୍ରୀବାହୀ ବସ୍‌ ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଓଡ଼ିଶାରୁ କଲିକତା ବାବୁଘାଟ ଫେରୁଥିଲା । ଏହି ସମୟରେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ୍ ପଛକୁ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ହୋଇଥିଲା ।…

Posts pagination

Previous 1 … 181 182 183 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme