ସୁନା ବଜାରରେ ନିଆଁ। ସୁନା ମୂଲ୍ୟରେ ଏବେ ସାରା ବିଶ୍ୱରେ ନିଆଁ ଲାଗିଛି। ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଦେଢ ଲକ୍ଷ ଟପିଲା ଦର। ସୀମା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୨୪ କ୍ୟାରେଟ୍ ସୁନା ଦର ୧୦…
ରାତିରେ କମ୍ ଥଣ୍ଡା, ୧୯ ସ୍ଥାନରେ ୩୦ ଡିଗ୍ରୀ ପାର୍
ଦିନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି । ଆସନ୍ତା ୪-୫ ଦିନ ପାଇଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଅର୍ଥାତ୍ ଦିନରେ ଗରମ ଅନୁଭୂତ ହେଲେ ମଧ୍ୟ ରାତିରେ ହାଲୁକା ଥଣ୍ଡା ରହିବ । ମଙ୍ଗଳବାର ୧୯ଟି ସ୍ଥାନରେ ଦିନର…
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡସିଂହାର ନୀତିରେ ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀଜୀଉଙ୍କ ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ପଦ୍ମବେଶ ଅନନ୍ୟ । ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ଯେଉଁ…
ସ୍କୁଟରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
ହୁତୁହୁତୁ ହୋଇ ଜଳିଗଲା ସ୍କୁଟର । ଚଳନ୍ତା ସ୍କୁଟରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଚାଳକ । କଟକ ତ୍ରିଶୂଳିଆ ଛକରେ ସକାଳୁ ଏକ ସ୍କୁଟର ହୁତୁହୁତୁ ହୋଇ ଜଳିଗଲା । ପଟିଆ ଅଞ୍ଚଳର ଜଣେ ଯୁବକ ଚୌଦ୍ଵାର ଅଭିମୁଖେ ଯାଉଥିବା ବେଳେ…
ଇଡି ଚଢ଼ଉ ଘଟଣା, ଲିଜ୍ଧାରୀଙ୍କୁ ଧମକାଇ ହାତେଇଥିଲେ ଲାଇସେନ୍ସ
ଗଞ୍ଜାମରେ ବାଲି ମାଫିଆଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଝା ମାରିବା ପରେ ଦିନକୁ ଦିନ ନୂଆ କଥା ସମ୍ନାକୁ ଆସୁଛି । ତଦନ୍ତ ସମୟରେ ଇଡି ଜାଣିବାକୁ ପାଇଛି, ଯେଉଁମାନେ ଲଘୁ ଖଣିଜର ଲାଇସେନ୍ସ ପାଉଥିଲେ ସେମାନଙ୍କୁ ଧମକ ଦେଇ ମାଫିଆମାନେ ଲାଇସେନ୍ସ ହାତେଇ…
କମୁନି ସୁନା ଓ ରୁପା ଦାମ୍, ଜାଣି ନିଅନ୍ତୁ ଆଜିର ଦର
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୭,୨୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ଠକେଇ ଅଭିଯୋଗରେ ୩ ଅଟକ
ସାଇବର ଠକେଇ ମାମଲାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଚଢାଉ । ଗତକାଲି ମଧ୍ୟରାତ୍ରିରେ ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ରେଡ କରିଛନ୍ତି । ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ…
୨୬ରୁ ଆଦିବାସୀ ମେଳା
ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ପାଇଁ ପ୍ରସ୍ତୁତି ଚାଲିଛି । କେଉଁଠି ଚାଳ ଘର ଛପର ହେଲାଣି ତ ଆଉ କେଉଁ ଘର ନାଲି ମାଟିରେ ଲିପାହେଲାଣି । ଏଭଳି ଆଦିବାସୀ ଗାଁର ମନୋରମ ଦୃଶ୍ୟ ଦେଖିବାକୁ ମିଳିଲାଣି । ଜାନୁଆରୀ ୨୬ରୁ…
୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା
ଏପ୍ରିଲରୁ ୧୬ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏପ୍ରିଲ ୧୬ ରୁ ମେ ୧୫ ଯାଏଁ ଚାଲିବ ଜନଗଣନା। ୩୦ ଦିନ ଧରି ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯିବ। ଏନେଇ ଜନଗଣନା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରକାଶ ପାଇଛି…
ବିଜେପିର ନୂଆ ଅଧ୍ୟକ୍ଷ ହେଲେ ନୀତିନ ନବୀନ: ସବୁଠାରୁ କମ୍ ବୟସରେ ସମ୍ଭାଳିବେ ବଡ଼ ଦାୟିତ୍ୱ
ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ବିଜେପିର ଦ୍ବାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆନୁଷ୍ଠାନିକ ଘୋଷଣା ପରେ ଦଳୀୟ ମୁଖ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ…
