ଟ୍ରେନ ସମ୍ମୁଖରେ ଶୋଇ ପଡିଲେ ଯୁବକଝାରସୁଗୁଡା: ପାରିବାରିକ କଳହର କରୁଣ ପରିଣତି। ଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କଲେ ଯୁବକ। ମୃତକ ହେଲେ ସମ୍ବଲପୁର ସହରର ଗୋଲ ବଜାରର ପ୍ରେମ କୁମାର ହିନ୍ଦୁଜା। ସୂଚନା ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ…
ଦ୍ବିତୀୟ ଟି୨୦ରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ୪ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ…
ଦ୍ବିତୀୟ ଟି୨୦ରେ ଭାରତକୁ ୪ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ । ଆଜି ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମନା କରିଥିବା ଭାରତୀୟ ଦଳ ମାତ୍ର ୧୨୫ ରନ୍ କରି ପାରିଥିଲା । ଜବାବରେ ଘରୋଇ ଅଷ୍ଟ୍ରେଲିଆ ଦଳ ୬…
ପୁଣି ବଢୁଛି ସୁନା ଏବଂ ରୂପା ଦର, ଜାଣନ୍ତୁ ଆଜିର ଦାମ୍ …
ପୁଣି ବଢୁଛି ସୁନା ଏବଂ ରୂପା ଦାମ୍। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୩,୦୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ହସପିଟାଲରେ ଭର୍ତ୍ତି, ନିଶ୍ବାସ ନେବାରେ ସମସ୍ୟା
ବଲିଉଡରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ରାତିରେ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ହେବା ଯୋଗୁଁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି…
ଭିଏତନାମରେ ପ୍ରବଳ ବର୍ଷାରୁ ବନ୍ୟା, ୧୩ ମୃତ
ଭିଏତନାମରେ ଏକାଧିକ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ବନ୍ୟା ସୃଷ୍ଟି ହୋଇଛି। ବନ୍ୟାରେ ୧୩ ଜଣଙ୍କମୃତ୍ୟୁ ହୋଇଥିବା ସହ ୩୪ ଆହତ ଓ ୧୧ ନିଖୋଜ ରହିଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ନିଖୋଜମାନଙ୍କ ସନ୍ଧାନ କାର୍ଯ୍ୟ ଚାଲିଛି। ବନ୍ୟାରେ ୧୧୬,୦୦୦ରୁ ଅଧିକ…
କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ହଟିଲା ବ୍ୟାରିକେଡ
ଖୋଲିଲା କଳିଙ୍ଗା ଘାଟି । କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ହଟିଲା ବ୍ୟାରିକେଡ । ତ୍ବରାନିତ କରାଗଲା ଘାଟିରେ ଜାରି ରାସ୍ତା ନିର୍ମାଣ କାର୍ଯ୍ୟ । ଗଞ୍ଜାମ- କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ବ୍ୟାରିକେଡ ହଟାଯାଇଛି । ବାତ୍ୟା ମୋନ୍ଥା ପ୍ରଭାବରେ…
ବିନା ସୂଚନାରେ ଘର ଭାଙ୍ଗି ଦେବା ପ୍ରକ୍ରିୟା ଉପରେ ଗ୍ରାମବାସୀଙ୍କ କଡ଼ା ପ୍ରତିକ୍ରିୟା, ନ୍ୟାୟ ନମିଳିଲେ ଆନ୍ଦୋଳନ।
ରାଜ୍ୟରେ ବାତ୍ୟା ମୋନ୍ଥାର ପ୍ରଭାବରେ ବର୍ଷା ଲାଗିରହିଥିବା ବେଳେ ଗତ ୨୮ ତାରିଖ ଦିନ ଏମସିଏଲ ଏବଂ ତାଳଚେର ଉପଖଣ୍ଡ ପ୍ରଶାସନ ମିଳିତ ଭାବେ ହିଲୋଇ ଗ୍ରାମର ଘର ଗୁଡ଼ିକୁ ଉଚ୍ଛେଦ କରିଥିଲେ । ବିନା କୌଣସି ଉଚ୍ଛେଦ ନୋଟିସରେ ଘର ଗୁଡ଼ିକୁ ଭାଙ୍ଗିଥିବା…
ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କ’ଣ ରହିଛି ମୂଲ୍ୟ…
ସୁନା ଏବଂ ରୂପା ଦରରେ ସାମାନ୍ୟ ପରିବର୍ତ୍ତନ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୨,୬୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ୍ ଭିଜିଟ୍, ବିଭାଗର କାର୍ଯ୍ୟ ପରିଦର୍ଶନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳ ୧୦:୧୫ରେ ରାଜୀବ ଭବନକୁ ଅଚାନକ ପହଁଚି, ବିଭାଗର କାର୍ଯ୍ୟାଳୟରେ କାର୍ଯ୍ୟ ପରିଦର୍ଶନ କରିଥିଲେ। ତାଙ୍କ ଅନୁସାରେ, ସରକାରୀ ଅଧିକାରୀମାନେ ସମୟରେ ଅଫିସ୍କୁ ଆସୁଛନ୍ତି କି ନାହିଁ ଏବଂ କାର୍ଯ୍ୟର ଗତି କେମିତି ଚାଲିଛି, ସେଥିରେ ମୁଖ୍ୟମନ୍ତ୍ରୀ…
ତାଳଚେର ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ପୋଲିସର ନିର୍ଦ୍ଦେଶରେ ତାଳଚେର ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଥିବା ବେଳେ ଯୁବରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ…
