Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆପଡ଼ାରେ ନିର୍ବାଚନ ତାତି: ବିଜେପିରେ ସାମିଲ୍ ହେବେ ଅମର ପଟ୍ଟନାୟକ !

Posted on November 3, 2025

ନୂଆପଡ଼ାରେ ନିର୍ବାଚନ ତାତି ବଢ଼ୁଛି, ଏବଂ ରାଜନୈତିକ ପରିବର୍ତ୍ତନର ସମ୍ଭାବନାରେ ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହେବାର ଅନୁମାନ ଲଗାଯାଇଛି। ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଓ…

ଶୌଚାଳୟର ମୂଲ୍ୟ ୮୩ କୋଟି

Posted on November 3, 2025

ବିଶ୍ୱର ସବୁଠୁ ଦାମୀ ଶୌଚାଳୟ ଆସନ୍ତା ୧୮ ତାରିଖରେ ଆମେରିକାରେ ନିଲାମ ହେବାକୁ ଯାଉଛି । ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ସୋଥବୀ ପକ୍ଷରୁ ଏହା ଘୋଷଣା କରାଯାଇଛି । କମ୍ପାନି ଅନୁସାରେ, ଶୁଦ୍ଧ ସୁନାରେ ତିଆରି ‘ଆମେରିକା’ ନାମକ ଏହି ସଂରଚନାକୁ ଇଟାଲୀୟ କଳାକାର ମାରିଜିଓ କ୍ୟାଟଲନ୍‌ ପ୍ରସ୍ତୁତ…

ମଦ ପିଇ ଗାଡ଼ି ଚାଳନାକୁ ରୋକିବ ଏହି ସ୍ୱତନ୍ତ୍ର ଡିଭାଇସ୍‌

Posted on November 3, 2025

ଆମ ଦେଶରେ ମଦ ପିଇ ଗାଡ଼ି ଚାଳନା ଲାଗି କଡ଼ା ଆଇନଗତ ପ୍ରାବଧାନ ରହିଛି । ଏହା ସତ୍ତେ୍ୱ ଏପରି ମାମଲାର ସଂଖ୍ୟା କମୁନାହିଁ । ଏଭଳି ସ୍ଥଳରେ ଗୁଜରାଟର ଜଣେ ବ୍ୟକ୍ତି ମିଥିଲେଶ ପଟେଲ ପ୍ରଯୁକ୍ତି ଜରିଆରେ ଏହି ସମସ୍ୟାର ସମାଧାନ ଲାଗି…

୩୦୮୪ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କଲା ଇଡି

Posted on November 3, 2025

ବଢିଲା ଅନିଲ ଅମ୍ଵାନୀଙ୍କ ମୁସ୍କିଲ୍। ଘରଠୁ ଅଫିସ୍ ଯାଏଁ ରିଲାଏନ୍ସ ଗ୍ରୁପ୍‌ର ୩୦୮୪ କୋଟି ଟଙ୍କାର ୪୦ରୁ ଉର୍ଦ୍ଧ୍ଵ ସମ୍ପତ୍ତି ଫ୍ରିଜ୍ କଲା ଇଡି। ଗାଜିଆବାଦ, ଦିଲ୍ଲୀ, ନୋଏଡା, ମୁମ୍ଵାଇ, ପୁଣେ, ଥାନେ, ହାଇଦ୍ରାବାଦ, ଚେନ୍ନାଇ, କାଞ୍ଚିପୁରମ୍ ଓ ଇଷ୍ଟ ଗୋଦାବରୀ ଅଞ୍ଚଳରେ ଥିବା…

ଦନ୍ତା ଆକ୍ରମଣରେ ଦୁଇ ଭାଇ ମୃତ

Posted on November 3, 2025

ଦୁଇ ଭାଇଙ୍କୁ ଦଳିଦେଲା ଦନ୍ତା ।  ଜଣେ ମୃତ, ଅନ୍ୟ ଜଣେ ଗୁରୁତର ।  କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ରେଞ୍ଜ କୁନ୍ନାକାଡୁ ଗାଁରେ ଅଘଟଣ ଘଟିଛି ।  ମୃତକ ହେଲେ କାଣୁ ମାଝୀଙ୍କ ୭ ବର୍ଷର ପୁଅ ରବି ମାଝୀ ।  ଗୁରୁତର ହେଲେ…

ଏବର୍ଷ ଶୁକ୍ରବାର ପାଳିବେ ଛାଡ଼ଖାଇ, ଟାର୍ଗେଟ ୭ କୋଟିର ବେପାର

Posted on November 3, 2025

ଆରମ୍ଭ ହୋଇଛି  କାର୍ତ୍ତିକ ମାସର ପଞ୍ଚୁକ । ଏଥରକ ପଞ୍ଚୁକ ଚାରିଦିନ  ପାଳନ ହେବାକୁ ଥିବା ବେଳେ ଛାଡ଼ଖାଇକୁ  ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଆମିଷପ୍ରେମୀ ।  ହେଲେ ଏବର୍ଷ ଛାଡ଼ଖାଇ ପଡ଼ୁଛି ଗୁରୁବାର । ତେଣୁ  ପରଦିନ ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ ହେବ…

ବୁଡ଼ ପକାଇବା ବେଳେ ଭାସିଗଲେ ୨ ମହିଳା

Posted on November 3, 2025

କାର୍ତ୍ତିକ ମାସରେ ବୁଡ଼ ପକାଇବା ବେଳେ ନଦୀରେ ଭାସିଗଲେ ଦୁଇ ମହିଳା । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୃତକ ହେଉଛନ୍ତି ଟିକରପଡ଼ା ଗ୍ରାମର ସବିତା ଗୌଡ଼ ଓ ଲଳିତା ପାଢ଼ୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଟିକରପଡ଼ା ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, କାର୍ତ୍ତିକ ମାସରେ…

ଡିସେମ୍ବର ୧୮ ଯାଏ ଚାଲିବ ମତ୍ସ୍ୟଜୀବୀ ଗଣନା ପ୍ରକ୍ରିୟା

Posted on November 3, 2025

ସୋମବାରଠାରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା । ଏହା  ଡିସେମ୍ବର ୧୮ ତାରିଖରେ ସରିବ । ଏହି  ଜନଗଣନାକୁ ସଫଳ କରିବା ନିମନ୍ତେ  ଆଇସିଏଆର ପକ୍ଷରୁ  ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଜନଗଣନାକୁ ତ୍ରୁଟିମୁକ୍ତ ଓ ସୁବିଧା  ନିମନ୍ତେ ବ୍ୟାସ ଭାରତ  ମୋବାଇଲ ଆପ୍‌ ପ୍ରସ୍ତୁତ…

ଆଗାମୀ ୨ ଦିନରେ ୨ରୁ ୩ ଡିଗ୍ରୀ ରାତି ତାପମାତ୍ରା ଖସିବ

Posted on November 3, 2025

ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ ।  ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ।  ଏହା ପୂର୍ବାନୁମାନ କରିଛି ପାଣିପାଗ  ବିଭାଗ । ଏଥିସହ ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ଯେ,  ସୋମବାର ଦକ୍ଷିଣ ଉପକୂଳ  ଓଡ଼ିଶା ଓ ରାୟଗଡ଼ାର…

ଦୁଇଟ୍ରକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଯାତାୟତ ଠପ

Posted on November 3, 2025

ବଲାଙ୍ଗିର-ଟିଟିଲାଗଡ଼ ଏନ ଏଚ ୨୬ ଦେଓଗାଁ ଥାନା ଘୁଚେପାଲି ଛକ ଠାରେ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି | ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି | ରାସ୍ତା ଉପରେ ଦୁଇଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଉଥିବାରୁ ପୁରା ଏନ….

Posts pagination

Previous 1 … 171 172 173 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme