Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜ୍ୟସଭା ନିର୍ବାଚନ: ହାର୍-ଜିତ୍‌କୁ ଭୟ ନାହିଁ, ପ୍ରାର୍ଥୀ ଦେବ ପିସିସି!

Posted on January 23, 2026

ଦେଶର ୧୦ଟି ରାଜ୍ୟରେ ଖାଲି ହେବାକୁ ଥିବା ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୪ଟି ଆସନ ପାଇଁ ମଧ୍ୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଓଡ଼ିଶା…

ଧର୍ମାନ୍ତୀକରଣ ଅଭିଯୋଗରେ ପାଦ୍ରୀଙ୍କୁ ଚପଲ ମାଳ ପିନ୍ଧେଇଲେ ଲୋକେ। ଅଭିଯୋଗ ପରେ ୪ ଅଟକ, ପୋଲିସର ତଦନ୍ତ ଜାରି।

Posted on January 23, 2026

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଜଣେ ପାଦ୍ରୀଙ୍କୁ ଧର୍ମାନ୍ତିକରଣ କରାଉଥିବା ଅଭିଯୋଗରେ ଅମାନୁଷିକ ଅତ୍ୟାଚାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରଛନ୍ତି ପାଦ୍ରୀଙ୍କ ସ୍ତ୍ରୀ ବନ୍ଦନା ନାଏକ। ତାଙ୍କ ସ୍ୱାମୀଙ୍କୁ ଗାଁ ଦାଣ୍ଡରେ ଚପଲ ମାଳ…

ଆଗେଇଲା ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ, ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ପ୍ରଥମ ସେକ୍ସନ

Posted on January 23, 2026

ଦ୍ରୁତ ବେଗରେ ଆଗେଇ ଚାଲିଛି ଦେଶର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ । ୨୦୨୬ ଡିସେମ୍ବର ସୁଦ୍ଧା ପ୍ରଥମ ସେକ୍ସନର ନିର୍ମାଣ ପ୍ରସ୍ତୁତ ହୋଇଯିବ । ପ୍ରଥମ ସେକ୍ସନ ସୁରଟରୁ ବିଲିମୋରା ରହିବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି…

ଫେବୃଆରୀ ୧୭ରୁ ରାଜ୍ୟ ବଜେଟ୍ ଅଧିବେଶନ: ୩ ଲକ୍ଷ କୋଟି ଟପିପାରେ ବ୍ୟୟ ଅଟକଳ

Posted on January 23, 2026

ଓଡ଼ିଶା ବିଧାନସଭାରେ ଆସନ୍ତା ଫେବୃଆରୀ ୧୭ ତାରିଖରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି। ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ସଂସଦୀୟ…

ପୁଲିସ ପିନ୍ଧିବେ ଏଆଇ ଚଷମା, ୱାଣ୍ଟେଡ୍ କ୍ରିମିନାଲକୁ ଖୋଜି ବାହାର କରିବେ

Posted on January 23, 2026

ଦେଶର ରାଜଧାନୀ ଦିଲ୍ଲୀରେ ରିପବ୍ଲିକ୍ ଡେ’କୁ ନେଇ ବଡ଼ ପ୍ରସ୍ତୁତ ଚାଲିଛି। ସୁରକ୍ଷାକୁ ମଜବୁତ କରିବା ପାଇଁ ଦିଲ୍ଲୀ ପୁଲିସ୍ ଆଡଭାନ୍ସଡ୍ ‘ଏଆଇ ଚଷମା’କୁ ଅନୱିଲ କରିଛି। ପରେଡ ବେଳେ ଅନେକ ପୁଲିସ କର୍ମୀ ଏହି ଚଷମା ଲଗେଇବାର ନଜର ଆସିବେ। ଏଆଇ ଚଷମା…

ଏପ୍ରିଲ ପହିଲାରୁ ଜନଗଣନା, ଲୋକଙ୍କୁ ୩୩ ପ୍ରଶ୍ନ ପଚାରିବେ ସରକାର

Posted on January 23, 2026

କେନ୍ଦ୍ର ସରକାର ଗୁରୁବାର ଜନଗଣନା ୨୦୨୭ ସଂକ୍ରାନ୍ତ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଜନଗଣନା ବେଳେ ଲୋକଙ୍କୁ ପଚରାଯିବାକୁ ଥିବା ୩୩ ପ୍ରଶ୍ନର ତାଲିକା ଦିଆଯାଇଛି । ଲୋକଙ୍କୁ ଘର, ପରିବାର, ଗାଡ଼ି ଆଦି ସଂକ୍ରାନ୍ତରେ ତଥ୍ୟ ଦେବାକୁ ପଡ଼ିବ ।…

ବିଦ୍ୟାଳୟ ବିବାଦକୁ ନେଇଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

Posted on January 23, 2026

ବିଦ୍ୟାଳୟ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଦୁଇଟି ସାହିର ପିଲାଙ୍କୁ ସ୍କୁଲ ଆସିବାକୁ ମନା କରିବାରୁ ମହାଭାରତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ପଥରା ଗାଁରେ ଉଡ଼ିଲା ଟେକା ପଥର। ଗୋଷ୍ଠୀ ସଂଘର୍ଷକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ…

ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା, କାର୍ଯ୍ୟକାଳ ବଢ଼ାଇବାକୁ ଲିଖିତ ଦେଉନାହାନ୍ତି ସରକାର

Posted on January 23, 2026

ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା। ଟ୍ରିବ୍ୟୁନାଲ୍‌ କାର୍ଯ୍ୟକାଳ ବଢ଼ାଇବାକୁ ଲିଖିତ ଦେଉନାହାନ୍ତି ସରକାର। ଆପୋସ ସମାଧାନ ବାଟ ବି ଆଗେଇନି। ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍‌ ମାସ‌ରେ ଶେଷ ହେବ। ହେଲେ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସରେ ପହଞ୍ଚିନାହାନ୍ତି। କିନ୍ତୁ ଟ୍ରିବ୍ୟୁନାଲର କାର୍ଯ୍ୟକାଳ…

୨୬ରେ ଖୋଲା ରହିବ ନନ୍ଦନକାନନ

Posted on January 23, 2026

ଜାନୁଆରୀ ୨୬ରେ ଖୋଲା ରହିବ ନନ୍ଦନନ୍ଦକାନନ। ସାଧାରଣତନ୍ତ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲା ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୋମବାର ପରିବର୍ତ୍ତେ ଆସନ୍ତା ସପ୍ତାହରେ ମଙ୍ଗଳବାର ଏହା ବନ୍ଦ ରହିବ। ନନ୍ଦନକାନନ ଉପନିର୍ଦେଶକ…

ପୁରୀ ନବକଳେବର ରୋଡରେ ବୃଦ୍ଧାଙ୍କ ଉପରେ ମାଡିଗଲା ବସ୍

Posted on January 23, 2026

ବୃଦ୍ଧାଙ୍କ ଉପରେ ମାଡିଗଲା ବସ୍ । ପୁରୀ ନବକଳେବର ରୋଡରେ ବୃଦ୍ଧାଙ୍କ ଉପରେ ମାଡିଗଲା ବସ୍ । ଘଟଣାସ୍ଥଳରେ ଉତ୍ତେଜନା । ଗୁରୁତର ଅବସ୍ଥାରେ ବୃଦ୍ଧା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବସକୁ ଅଟକାଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।…

Posts pagination

Previous 1 … 13 14 15 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme