Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅସୁରକ୍ଷିତ ଅନୁଗୁଳ, କଥା କଥାକେ ଗଡ଼ୁଛି ମୁଣ୍ଡ

Posted on December 3, 2025

ଅସୁରକ୍ଷିତ ଅନୁଗୁଳ । କଥା କଥାକେ ଗଡ଼ୁଛି ମୁଣ୍ଡ। ବଢିଗଲାଣି ଲୁଟେରାଙ୍କ ଦୌରାତ୍ମ୍ୟ, ହତ୍ୟା, ବଳାତ୍କାର, ମହିଳା ନିର୍ଯାତନା। ଜିଲ୍ଲାର ୨୫ଟି ଯାକ ଥାନାରେ ଆଇନଶୃଙ୍ଖଳା ବିଗିଡ଼ି ଚାଲିଛି । ପ୍ରତ୍ୟେକ ମାସରେ ହାରାହାରି ୩ରୁ ୪ଟି ହତ୍ୟାକାଣ୍ଡ ଘଟୁଥିବା ବେଳେ ୬ରୁ ୭…

୩ ଦିନରେ କମିବ ୨ରୁ ୪ ଡିଗ୍ରି

Posted on December 3, 2025

 ଆସନ୍ତାକାଲି ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାଡ଼ସୁଗୁଡ଼ା ଜିଲ୍ଲାରେ ସକାଳୁ କୁହୁଡ଼ିର ଆସ୍ତରଣ ଦେଖାଯିବ। ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଦାରିଙ୍ଗିବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି; ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

Posted on December 3, 2025

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥି ଅନୁଯାୟୀ ଦ୍ବିତୀୟ ଭୋଗମଣ୍ଡପ ଭୋଗ ପରେ ଏହି ନୀତି କରାଯିବ। ଏହି ସମୟରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର…

ଅଭିଯୋଗ ଆସିବା ପରେ ୟୁଟ୍ୟୁବ ଚ୍ୟାନେଲରେ କ୍ଷମା ପ୍ରାର୍ଥନା କଲେ ଶୁଭଙ୍କର ମିଶ୍ରା

Posted on December 3, 2025

କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା। ଶ୍ରୀମନ୍ଦିର ଉପରେ ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ନିଜ ୟୁଟ୍ୟୁବ ଚ୍ୟାନେଲରେ କ୍ଷମା ପ୍ରାର୍ଥନା କଲେ ଶୁଭଙ୍କର। ଅଭିଯୋଗ ଆସିବା ପରେ ବିବାଦୀୟ ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରୁ ହଟାଇଦେଇଛନ୍ତି ଶୁଭଙ୍କର । ମୁଁ କୌଣସି ଗୁଜବ…

ପ୍ରକାଶ ପାଇବ ପରୀକ୍ଷା ସୂଚୀ, ଡିସେମ୍ବର ୧୫ ସୁଦ୍ଧା ମିଳିବ ଆର୍ଡମିଟ୍ କାର୍ଡ

Posted on December 3, 2025

ବୁଧବାର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇବ । କେଉଁ ଦିନ କେଉଁ ପରୀକ୍ଷା ହେବ ତାହାର କାର୍ଯ୍ୟ ସୂଚୀ ବାହାରିବ। ଉଭୟ ରେଗୁଲାର…

ମାଟ୍ରିକ୍‌ ପରୀକ୍ଷା ପାଇଁ ଆଜିଠୁ ପଞ୍ଜୀକରଣ, ୧୭ ଯାଏ ଆବେଦନ

Posted on December 3, 2025

୨୦୨୭ ମାଟ୍ରିକ୍ ପରୀକ୍ଷା ପାଇଁ ଆଜିଠୁ ପଞ୍ଜୀକରଣ । ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଏବେଠୁ ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍ସାଇଟ୍ରେ ପଞ୍ଜୀକୃତ କରାଇବାକୁ ହେବ । ଅନଲାଇନ୍ ଯୋଗେ ଆଜିଠାରୁ ଆରମ୍ଭ ହେବାକୁ ଥିବା ପଞ୍ଜୀକରଣ ପ୍ରକ୍ରିୟାର ଅନ୍ତିମ ସମୟ ଆସନ୍ତା ୧୭ ତାରିଖ ଧାର୍ଯ୍ୟ…

ଅଣାୟତ୍ତ ପନିପରିବା ଦର: ବିଭିନ୍ନ ଜିଲାରେ ଯୋଗାଣ ବିଭାଗର ଚଢ଼ାଉ

Posted on December 2, 2025

ରାଜ୍ୟରେ ଗତ କିଛିଦିନ ଧରି ପନିପରିବା ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ କଡ଼ାକଡ଼ି ଚଢ଼ାଉ କରାଯାଇଛି। ଦରବୃଦ୍ଧି ରୋକିବା ଏବଂ ଯୋଗାଣ ଶୃଙ୍ଖଳା ବଜାୟ ରଖିବା ଉପରେ ବିଭାଗ ପକ୍ଷରୁ ବିଶେଷ…

ଜବର ଦଖଲ ଜାଗାକୁ ଭାଙ୍ଗିଲା ପ୍ରଶାସନ

Posted on December 2, 2025

ଜବର ଦଖଲ ଜାଗାକୁ ଭାଙ୍ଗିଲା ପ୍ରଶାସନ । ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ଛକରେ କେତେକ ଲୋକ ଜବରଦଖଲ କରି ଦୀର୍ଘବର୍ଷ ହେବ ରହି ଆସୁଥିଲେ। ଆଉ ସେହି ଜବରଦଖଲ ସ୍ଥାନଗୁଡିକରେ ହୋଇଥିବା ଦୋକାନ ଓ ଘର ହଟାଇବା…

ଖୋଲିଲା ଭାରତର ଦୀର୍ଘତମ କାଚ ପୋଲ, ଖର୍ଚ୍ଚ ୭ କୋଟି

Posted on December 2, 2025

ସମୁଦ୍ର ପତ୍ତନଠୁ ୧୦୦୦ ଫୁଟ ଉପରେ ଚାଲିବାର ଅନୁଭବ ପାଇବେ ଭାରତୀୟ । ବିଶାଖାପଟ୍ଟନମ୍‌ରେ ନିର୍ମିତ ହୋଇଛି ଭାରତର ଦୀର୍ଘତମ କାଚ ପୋଲ । ମନୋରମ ପ୍ରାକୃତିକ ପରିବେଶ ଓ ଅଭିନବ ଡିଜାଇନ୍ ଏହାର ଆକର୍ଷଣକୁ ବହୁଗୁଣିତ କରିଛି । ବିଶାଖାପଟ୍ଟନମ୍ ସାଂସଦ ଶ୍ରୀ ଭାରତଙ୍କ…

ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍, ୪ ବର୍ଷରେ ଜବତ ହେଲାଣି ୧୬୮ ନକଲି ଔଷଧ

Posted on December 2, 2025

ସାବଧାନ୍ ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍। ୪ ବର୍ଷରେ ଜବତ ହେଲାଣି ୧୬୮ ନକଲି ଔଷଧ। ୩୮୮ ନିମ୍ନମାନର ମେଡିସିନ ମଧ୍ୟ ଜବତ ହୋଇଛି। ବିଧାନସଭାରୁ ଏଭଳି ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି। ବଜାରରୁ ୪ ବର୍ଷରେ ମୋଟ ଅଢେଇ କୋଟିର…

Posts pagination

Previous 1 … 106 107 108 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme