BMCରେ କ୍ଷମତା ଦଖଲ ପାଇଁ ଯାଦୁକରୀ ସଂଖ୍ୟା ହେଉଛି ୧୧୪। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜେପି ୮୯ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ଅନ୍ୟପଟେ ଠାକରେ ଗୋଷ୍ଠୀ ୬୫ଟି ଏବଂ MNS ୬ଟି ଆସନ ହାସଲ କରିଛନ୍ତି।…
Category: ଦେଶ ବିଦେଶ
ଇଣ୍ଡିଗୋ ଝଟକା: ଯାତ୍ରୀଙ୍କୁ ହଇରାଣ କରି ଗଣିବ ୨୨ କୋଟିର ଜରିମାନା
ଦେଶର ପ୍ରମୁଖ ଘରୋଇ ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ (IndiGo) କୁ ଏକ ବଡ଼ ଧରଣର ଆର୍ଥିକ ଦଣ୍ଡ ସହ୍ୟ କରିବାକୁ ପଡ଼ିଛି। ବିମାନ ଚଳାଚଳରେ ବିଭ୍ରାଟ ଏବଂ ଯାତ୍ରୀଙ୍କୁ ଅକଥନୀୟ ହଇରାଣ କରିଥିବା ଅଭିଯୋଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କମ୍ପାନୀ…
୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
ଜାନୁଆରୀ ୩୧ରେ ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି। ତା’ପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ। ଏହି ବୈଠକରେ ଯାହା ନିଷ୍କର୍ସ ବାହାରିବ ସେହି ଆଧାରରେ ଛତିଶଗଡ଼ରେ ପକ୍ଷ ରଖିବ ଟିମ୍। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ…
ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
ସାଉଦି ଆରବର ସରକାରୀ ଖଣି କମ୍ପାନି ମାଦେନ୍ ଦାବି କରିଛି, ରାଜ୍ୟର ୪ ଭିନ୍ନ ଭିନ୍ନ ସ୍ଥାନରେ ଏହା ସୁନାର ବଡ଼ ଖଣି ଠାବ କରିଛି । ଏହି ଆବିଷ୍କାର ପରେ ସାଉଦି ଆରବର ସୁନା ଭଣ୍ଡାରରେ ପ୍ରାୟ ୨.୨୧ ଲକ୍ଷ କିଲୋ ସୁନା…
୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
ଅଷ୍ଟ୍ରେଲିଆରେ ପିଲାଙ୍କୁ ସୋସିଆଲ ମିଡିଆ ବ୍ୟାନ୍ ପରେ ହଟିଲା ୪୭ ଲକ୍ଷ ଆକାଉଣ୍ଟ। ୫ ଲକ୍ଷ ୪୪ ହଜାର ଆକାଉଣ୍ଟ ରଦ୍ଦ କଲା ମେଟା। ସରକାରଙ୍କ ଇ-ସେଫ୍ଟି କମିଶନରଙ୍କ ଦ୍ଵାରା ଜାରି ହୋଇଥିବା ତଥ୍ୟରୁ ଖୁଲାସା। ଡିସେମ୍ଵର ୧୦ରେ ୧୬ ବର୍ଷରୁ କମ୍ ବୟସ୍କ…
ବିଜାପୁରରେ ଏନକାଉଣ୍ଟର, ୨ ନିହତ
ଛତିଶଗଡ଼ ବିଜାପୁରରେ ମାଓବାଦୀ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଟପ୍ ମାଓନେତା ପାପା ରାଓ ଥିବା ସୂଚନା ମିଳିଛି । ଏବେ ବି ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଛି ।…
ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ବର୍ଷ ମଧ୍ୟରେ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ। ଭୁବନେଶ୍ୱର ବିମାନବନ୍ଦରରେ…
ମୁମ୍ବାଇ ମୁକୁଟ କାହାର? BMC ନିର୍ବାଚନ ଗଣତି ଆରମ୍ଭ, ମହାୟୁତି ଓ ଠାକରେ ବ୍ରଦର୍ସଙ୍କ ମଧ୍ୟରେ କଡ଼ା ଟକ୍କର
ମହାରାଷ୍ଟ୍ର ରାଜନୀତିର ସବୁଠାରୁ ବଡ଼ ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଦେଶର ସବୁଠାରୁ ଧନୀ ପୌର ସଂସ୍ଥା ବୃହନମୁମ୍ବାଇ ମହାନଗର ନିଗମ (BMC) ସମେତ ୨୯ଟି ମହାନଗର ନିଗମ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ ୫ଟି ପର୍ଯ୍ୟାୟରେ ଏହି ଗଣତି…
ପୂରା ହେଲା ଟ୍ରମ୍ପଙ୍କ ସ୍ବପ୍ନ, ନୋବେଲ ପାଇଲେ ଆମେରିକା ରାଷ୍ଟ୍ରପତି
ଅପେକ୍ଷାର ହେଲା ଅନ୍ତ । ପୂରା ହେଲା ଟ୍ରମ୍ପଙ୍କ ଦୀର୍ଘ ଦିନର ସ୍ବପ୍ନ । ଶେଷରେ ନୋବେଲ ପାଇଲେ ଆମେରିକା ରାଷ୍ଟ୍ରପତି । ଯେଉଁ ପୁରସ୍କାର ପାଇଁ ସେ ନିଜର ପ୍ରଚାର କରୁଥିଲେ ତାହା ତାଙ୍କୁ ମିଳିଯାଇଛି । ତେବେ ସିଧାସଳଖ ନହେଲେ ମଧ୍ୟ…
୧୫୦ ବର୍ଷ ପରେ ଫେରିବ ରାଣୀ ଶାସନ
୧୫୦ ବର୍ଷ ପରେ ସ୍ପେନ୍କୁ ଫେରିବ ରାଣୀ ଶାସନ । ୧୮୦୦ ମସିହାରେ ଦେଶ ଶାସନ କରିଥିବା ରାଣୀ ଇସାବେଲାଙ୍କ ପରେ ରାଜା ଫିଲିପ୍ ୫ମ ଓ ରାଣୀ ଲେତିଜିଆଙ୍କ ଝିଅ ରାଜକୁମାରୀ ୨୦ ବର୍ଷୀୟା ଲିଓନର ଦେଶର ପ୍ରଥମ ରାଣୀ ହେବେ । ୧୭୦୦…
