Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଆଫଗାନିସ୍ତାନରେ ପୁଣି ଭୂକମ୍ପ: କାବୁଲ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ

Posted on October 24, 2025

ଆଜି ସକାଳ ସୂଚନା ମିଳିଛି ଯେ, ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ଆଖପାଖ ଅଞ୍ଚଳରେ ସକାଳ ୬:୯ ମିନିଟ୍ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୩.୭ ଥିଲା ଏବଂ ତାହାର କେନ୍ଦ୍ରସ୍ଥଳ ପ୍ରାୟ ୮୦ କିଲୋମିଟର ଗଭୀରତାରେ ଥିଲା। ନ୍ୟାସନାଲ ସେସ୍ମୋଲୋଜି…

ଦିଲ୍ଲୀରେ ପ୍ରଥମ ଥର କୃତ୍ରିମ ବର୍ଷା, ପ୍ରଦୂଷଣ ନିୟନ୍ତ୍ରଣରେ ନୂଆ ପଦକ୍ଷେପ

Posted on October 24, 2025

ରାଜଧାନୀ ଦିଲ୍ଲୀର ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏବେ ନୂଆ ଉପାୟ ନେଇଛନ୍ତି । କୃତ୍ରିମ ବର୍ଷା ଅର୍ଥାତ୍ କ୍ଲାଉଡ୍ ସିଡିଂ ମାଧ୍ୟମରେ ପ୍ରଦୂଷଣ କମାଇବାର ପ୍ରୟାସ ଆରମ୍ଭ ହୋଇଛି । ଆସନ୍ତା ୨୯ ତାରିଖରେ ଦିଲ୍ଲୀରେ ପ୍ରଥମ କୃତ୍ରିମ ବର୍ଷା…

ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା

Posted on October 24, 2025

ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇୱେରେ ବସରେ ନିଆଁଲାଗିଯିବାରୁ ୨୦ ଜଣଙ୍କ ଜୀବନ ଚାଲିଯାଇଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ଅଘଟଣ ଘଟଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ…

ବିଜ୍ଞାପନ ଜଗତକୁ ବଡ଼ ଝଟକା, ପରଲୋକରେ ବିଜ୍ଞାପନ ଗୁରୁ

Posted on October 24, 2025

ଭାରତୀୟ ବିଜ୍ଞାପନ ଜଗତ ଏକ ବଡ଼ ଝଟକା ଲାଗିଛି। ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି। ସେ ‘ଅବକି ବାର ମୋଦି ସରକାର’ ଏବଂ ‘ଥଣ୍ଡା ମତଲବ କୋକା-କୋଲା’ ସମେତ ଅନେକ ପ୍ରସିଦ୍ଧ ବିଜ୍ଞାପନ…

‘ଜଗନ୍ନାଥ ଧାମ’ ନାମରେ ସୋସିଆଲ୍ ମିଡିଆ ଆଇଡି

Posted on October 24, 2025

ଦୀଘା ଜଗନ୍ନାଥ ଧାମ ନୁହେଁ । ପଶ୍ଚିମବଙ୍ଗର ଦୀଘାରେ କେବଳ ଜଗନ୍ନାଥ ମନ୍ଦିର । ବିଶ୍ବରେ କେବଳ ଗୋଟିଏ ଜଗନ୍ନାଥ ଧାମ, ସେ ହେଉଛି ଶ୍ରୀକ୍ଷେତ୍ର ପୁରୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାସସ୍ଥଳୀ । ମାତ୍ର ଏ କଥା ଦିଦିଙ୍କୁ ବୁଝାଇବ କିଏ । ଦୀଘା…

ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୦ ଯାତ୍ରୀ

Posted on October 24, 2025

ହୁତୁ ହୁତୁ ହୋଇ ଜଳିଗଲା । ଆଖି ପିଛୁଳାକେ ଜଳି ପୋଡି ପାଉଁଶ ହୋଇଗଲା ବସ୍‌ । ଜୀବନ୍ତ ଜଳିଗଲେ ଯାତ୍ରୀ । କିଏ କେଉଁ କାମରେ ଘରୁ ବାହାରିଥିବେ ହେଲେ ଅଧାବାଟରେ ସବୁକିଛି ଛାରଖାର ହୋଇଗଲା । ହାଇଦ୍ରାବାଦ-ବେଙ୍ଗାଲୁରୁ ଏନ୍‌ଏଚ୍‌ରେ କାବେରୀ ଟ୍ରଭେଲସର ଏକ ଯାତ୍ରୀବାହୀ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।…

ଟମାଟୋ କିଲୋ ୭୦୦ ଟଙ୍କା, ବାଣିଜ୍ୟ ବାଧା ଯୋଗୁଁ ଏଭଳି ସ୍ଥିତି

Posted on October 23, 2025

ଦେବାଳିଆ ପାକିସ୍ତାନ ବର୍ତ୍ତମାନ ଏକ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନରେ ଟମାଟୋ ମୂଲ୍ୟ ନୂଆ ସ୍ତରରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ, ଲାହୋର ଏବଂ କରାଚୀ ସମେତ ଅଧିକାଂଶ ପ୍ରମୁଖ ସହରରେ ଟମାଟୋ ଏବେ କିଲୋଗ୍ରାମ ପିଛା ୭୦୦ରେ…

ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଇଞ୍ଜିନିୟର ଆକାଶଦୀପଙ୍କ ସନ୍ଦେହଜନକ ମୃତ୍ୟୁ

Posted on October 23, 2025

ଦୀପାବଳି ଛୁଟି ପାଇଁ ଘରକୁ ଆସିଥିବା ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମିଶନର ସିଷ୍ଟମ୍ ଇଞ୍ଜିନିୟର ଆକାଶଦୀପ ଗୁପ୍ତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ଆକାଶଦୀପ ଦିଲ୍ଲୀର ଡିଆରଡିଓରେ କାମ କରୁଥିଲେ ଏବଂ ପତ୍ନୀ ଭାରତୀଙ୍କ ସହ ଲକ୍ଷ୍ନୌର ଆଲମବାଗ ଘରେ ରହୁଥିଲେ । ଗତ…

ଯୋଗେଶ୍ବରୀ ବିଜନେସ ସେଣ୍ଟରରେ ଅଗ୍ନିକାଣ୍ଡ

Posted on October 23, 2025

ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ…

କେଦାରନାଥ ମନ୍ଦିରର କପାଟ ଶୀତକାଳ ପାଇଁ ୬ ମାସ ବନ୍ଦ

Posted on October 23, 2025

କେଦାରନାଥ ଧାମର କପାଟ ଆଜି ସକାଳ ୮.୩୦ରେ ଶୀତକାଳ ପାଇଁ ବନ୍ଦ କରାଯାଇଛି । ଏହା ସହିତ ଆଗାମୀ ୬ ମାସ ଯାଏଁ ଧାମ ବନ୍ଦ ରହିବ । କପାଟ ବନ୍ଦ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । ଉତ୍ତରାଖଣ୍ଡ…

Posts pagination

Previous 1 … 42 43 44 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme