Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଇଞ୍ଜିନିୟର ଆକାଶଦୀପଙ୍କ ସନ୍ଦେହଜନକ ମୃତ୍ୟୁ

Posted on October 23, 2025

ଦୀପାବଳି ଛୁଟି ପାଇଁ ଘରକୁ ଆସିଥିବା ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମିଶନର ସିଷ୍ଟମ୍ ଇଞ୍ଜିନିୟର ଆକାଶଦୀପ ଗୁପ୍ତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ଆକାଶଦୀପ ଦିଲ୍ଲୀର ଡିଆରଡିଓରେ କାମ କରୁଥିଲେ ଏବଂ ପତ୍ନୀ ଭାରତୀଙ୍କ ସହ ଲକ୍ଷ୍ନୌର ଆଲମବାଗ ଘରେ ରହୁଥିଲେ ।

ଗତ ମଙ୍ଗଳବାର ରାତିରେ ପରିବାର ସହିତ ଭୋଜନ କରିବା ପରେ ସେ ବାଥରୁମକୁ ଯାଇଥିଲେ। ହଠାତ୍ ବାଥରୁମ ଭିତରୁ ପଡ଼ିବାର ଶବ୍ଦ ଶୁଣି ପରିବାର ଭିତରକୁ ଯାଇ ତାଙ୍କୁ ଅସ୍ତଚେତନ ଅବସ୍ଥାରେ ଦେଖିଥିଲେ। ତୁରନ୍ତ ପରିବାରଲୋକେ ହସ୍ପିଟାଲକୁ ନେଇଥିଲେ , ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ମୃତ୍ୟୁକୁ ସନ୍ଦେହଜନକ ବୋଲି ବିବେଚନା କରୁଛି। ପ୍ରାଥମିକ ଅନୁମାନ ଅନୁସାରେ ହୃଦଘାତ ହୋଇପାରେ, କିନ୍ତୁ ପୋଷ୍ଟମର୍ଟମରେ ସ୍ପଷ୍ଟ କାରଣ ଜଣାପଡ଼ିନି। ଭିସେରା ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଛି।

ଆକାଶଦୀପ ଗତ ଏପ୍ରିଲରେ ଭାରତୀଙ୍କ ସହ ବିବାହ କରିଥିଲେ ଓ ସାତ ବର୍ଷ ଧରି ବ୍ରହ୍ମୋସ୍ ମିଶନ ସହ ଜଡିତ ଥିଲେ। ତାଙ୍କ ବାପା କୁଲଦୀପ ଗୁପ୍ତା ଦୁଇ ମାସ ହେଲା ହୋମଗାର୍ଡ ବିଭାଗରୁ ଅବସର ନେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme