କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଅଧୀନରେ ଦେଶର ଲକ୍ଷାଧିକ ଚାଷୀଙ୍କୁ ଲାଭ ମିଳିଛି । ଏପର୍ଯ୍ୟନ୍ତ ମୋଟ ୨୦ଟି କିସ୍ତି ପ୍ରଦାନ ହୋଇଛି, ଏବେ ୨୧ତମ କିସ୍ତି ପାଇଁ ଚାଷୀମାନେ ଅପେକ୍ଷାରେ ଅଛନ୍ତି, ଯାହା ନଭେମ୍ବର ପ୍ରଥମ ସପ୍ତାହରେ…
Category: ଦେଶ ବିଦେଶ
ବନ୍ଦ ହେବ ଟାରିଫ୍ ଓ୍ବାର, ସଙ୍କେତ ଦେଲେ ଟ୍ରମ୍ପ
ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଭାରତ ଓ ଆମେରିକା ଭିତରେ ଟାରିଫ୍ ଓ୍ବାର । ଆଗକୁ ଦୁଇ ଦେଶ ମଧ୍ୟରେ ହୋଇପାରେ ଟ୍ରେଡ୍ ଡିଲ୍। ଏହାର ସଙ୍କେତ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଦେଇଛନ୍ତି। ସେ କହିଛନ୍ତି, ଆମେ ଖୁବ୍ ଶୀଘ୍ର ଭାରତ…
କେନିଆରେ ବିମାନ ଦୁର୍ଘଟଣା, ୧୨ ଜଣଙ୍କ ଜୀବନ ଶେଷ
କେନିଆର ତଟବର୍ତ୍ତୀ ଅଞ୍ଚଳରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟି ଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ, ବିମାନଟି ମାସାଇ ମାରା ରାଷ୍ଟ୍ରୀୟ…
ଲ୍ୟାଣ୍ଡଫଲ୍ କଲା ଶତାବ୍ଦୀର ସବୁଠୁ ଶକ୍ତିଶାଳୀ ବାତ୍ୟା, ରଚିଲା ବିଧ୍ଵଂସ ଲୀଳା
କାରିବିୟାନ ଦେଶ ଜାମାଇକାରେ ମଙ୍ଗଳବାର ରାତିରେ ତାଣ୍ଡବ ରଚିଛି ଶକ୍ତିଶାଳୀ ବାତ୍ୟା ‘ମେଲିସା’ । ରାତି ପ୍ରାୟ ୧୦ଟା ୪୦ରେ ଏହା ଲ୍ୟାଣ୍ଡଫଲ୍ କରିବା କ୍ଷଣି ଧ୍ୱଂସ ଲୀଳା ରଚିଥିଲା । ଘରଦ୍ୱାର ଭାଙ୍ଗିବା ସହ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଆଦି ଉପୁଡ଼ିଥିଲା…
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ବିମାନ ଓ ଟ୍ରେନ ସେବା ବାତିଲ
ବାତ୍ୟା ମୋନ୍ଥା ଯୋଗୁଁ ବିଶାଖାପାଟନମ ଓ ବିଜୟୱାଡା ବିମାନବନ୍ଦରରେ ବିମାନ ସେବା ବାତିଲ ହୋଇଛି। ବିଶାଖାପାଟନମ ବିମାନବନ୍ଦରରୁ ପ୍ରାୟ ୩୨ଟି ଉଡାଣ ରଦ୍ଦ ହୋଇଥିବାବେଳେ, ବିଜୟୱାଡାରୁ ୧୬ ଓ ତିରୁପତିରୁ ୪ ଉଡାଣ ବାତିଲ କରାଯାଇଛି। ନିର୍ଦ୍ଦେଶକମାନଙ୍କ କହିବା ଅନୁସାରେ, ବାତ୍ୟା ସତର୍କତା ଓ…
ଚନ୍ଦୌଲିରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ
ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ମୃତ୍ୟୁବରଣ କରିଛନ୍ତି । ଛଟ୍ ପୂଜା ଅବସରରେ ପରିବାରର ଖୁସି ମୁହୂର୍ତ୍ତ ମାତ୍ରେ ଶୋକରେ ପରିଣତ ହୋଇଗଲା । ମଙ୍ଗଳବାର ଦିନ…
ଆମାଜନରେ ବଡ଼ ଛଟେଇ, ୩୦ ହଜାର କର୍ମଚାରୀ ହେବେ ପ୍ରଭାବିତ
ବିଶ୍ୱର ସର୍ବବୃହତ୍ ଇ-କମର୍ସ କମ୍ପାନୀ ଆମାଜନ ଆଉ ଥରେ ବଡ଼ ପରିମାଣରେ କର୍ମଚାରୀ ଛଟେଇ କରିବାକୁ ଯାଉଛି। ଏଥିରେ ପ୍ରାୟ ୩୦ ହଜାର କର୍ପୋରେଟ୍ କର୍ମଚାରୀ ପ୍ରଭାବିତ ହେବେ। ଖର୍ଚ୍ଚ ହ୍ରାସ ଓ ଭବିଷ୍ୟତ ରଣନୀତି ଗଠନ ପାଇଁ ଏହି ପଦକ୍ଷେପ ନିଆଯାଇଛି। କୋଭିଡ-୧୯…
ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ୨ ମୃତ, ୧୨ ଆହତ
ମନୋହରପୁର ଥାନା ଅଞ୍ଚଳରେ ଶ୍ରମିକ ଭର୍ତ୍ତି ବସ୍ ହାଇଟେସନ୍ ଲାଇନ୍ ସଂସ୍ପର୍ଶରେ ଆସିବା ପରେ ଭୟଙ୍କର ଦୁର୍ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ବସ୍ଟି ଉତ୍ତରପ୍ରଦେଶରୁ ମନୋହରପୁରର ଟୋଡି ସ୍ଥିତ ଇଟା…
ପଶ୍ଚିମ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ, ତିନୋଟି କୋଠା ଭୁଶୁଡ଼ି ପଡ଼ିଛି
ପଶ୍ଚିମ ତୁର୍କୀର ବାଲିକେସିର ପ୍ରଦେଶର ସିନ୍ଦିର୍ଗି ସହରରେ ସୋମବାର ରାତି ୧୦:୪୮ରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । AFAD ଅନୁସାରେ ଏହି ଭୂମିକମ୍ପ ୫.୯୯ କିଲୋମିଟର ଗଭୀରତାରେ ହୋଇଥିଲା ଏବଂ ଇସ୍ତାନବୁଲ, ବୁର୍ସା, ମାନିସା ଓ ଇଜମିରରେ ମଧ୍ୟ ଝଟକା ଅନୁଭୂତ…
ମୋନ୍ଥା ପାଇଁ ଟ୍ରେନ ବାତିଲ ; ବାତ୍ୟାବେଳେ ଯାତ୍ରା ନକରିବା ପାଇଁ ପରାମର୍ଶ
ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ ହୋଇଥିବାବେଳେ ଏକାଧିକ ଟ୍ରେନର ଗତିପଥ ବଦଳିଛି । ଟ୍ରେନ ଯାତ୍ରାକୁ ସୁରକ୍ଷିତ କରିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି । ୩୨ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି । ସେହିପରି…
