ନିପାତ ହେବ ମାରାତ୍ମକ ନିପା ଭାଇରସ୍। ଭୂତାଣୁ ବିରୋଧରେ ଲଢିବ ସ୍ଵଦେଶୀ ଆଣ୍ଟିବଡି। ଆଇସିଏମଆରର ବଡ଼ ଘୋଷଣା। ଏବେ ଭାରତରେ ତିଆରି ହେବ ମୋନୋକ୍ଲୋନିକ ଅଣ୍ଟିବଡି। ପ୍ରତି ସପ୍ତାହରେ ତିଆରି ହେବ ଲକ୍ଷେ ଡୋଜ୍। କରୋନା ଠାରୁ ବି ମାରାତ୍ମକ ନିପା ସଂକ୍ରମଣ ମୁକାବିଲା…
Category: ଦେଶ ବିଦେଶ
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମଦିନରେ ହେବ ପରେଡ୍, ଘୋଷଣା କଲେ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀରେ ସ୍ମରଣ କରି ଘୋଷଣା କରିଛନ୍ତି ଯେ, ପ୍ରତିବର୍ଷ ଜନ୍ମଦିନରେ ଏକ ପରେଡ୍ ଅନୁଷ୍ଠିତ ହେବ। ଏହି ବର୍ଷ ପରେଡ୍ ୩୧ ଅକ୍ଟୋବର ରେ ହେବ, ଯାହାରେ ଅର୍ଦ୍ଧସାମରିକ ବାହିନୀ, ସଶସ୍ତ୍ର ବାହିନୀ…
ମେଲବର୍ଣ୍ଣରେ ଅଭ୍ୟାସ ସମୟରେ ଚାଲିଗଲା କ୍ରିକେଟର ବେନ୍ ଅଷ୍ଟିନଙ୍କ ଜୀବନ, ବେକରେ ବାଜିଥିଲା ବଲ୍
ଟିମ୍ ଇଣ୍ଡିଆ ଏବେ ୫ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି। ପ୍ରଥମ ଟି୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଛି, ଏହାପରି ମଧ୍ୟରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରୁ ଏକ ଦୁଃଖଦ ଖବର ଆସିଛି। ୧୭ ବର୍ଷୀୟ କ୍ରିକେଟର ବେନ୍ ଅଷ୍ଟିନ ଅଭ୍ୟାସ…
କ୍ରେନ ଓଲଟିବା ଯୋଗୁଁ ଗଲା ୨ ଜୀବନ
ମଧ୍ୟପ୍ରଦେଶ ଧାର ଜିଲ୍ଲାରେ କ୍ରେନ ଓଲଟିବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଖବର ମୁତାବକ, ଧାର ଜିଲ୍ଲାର ପିତମପୁରର ସାଗୌର ନିକଟରେ ରେଲୱେର…
କେନବେରାରେ ବର୍ଷାରେ ବାତିଲ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି–୨୦ ମ୍ୟାଚ
ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି–୨୦ ମ୍ୟାଚ ବାତିଲ ହୋଇଛି। ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ଦୁଇଥର ଖେଳ ବାଧାପ୍ରାପ୍ତ ହେବା ପରେ ୧୮ ଓଭରର ମ୍ୟାଚ ରଖାଯାଇଥିଲା, କିନ୍ତୁ ପୁନର୍ବାର ବର୍ଷା ହେବାରୁ ମ୍ୟାଚ ବାତିଲ କରାଯାଇଥିଲା।…
ଟ୍ରମ୍ପଙ୍କ ବଡ଼ ଘୋଷଣା, ଚୀନ୍ ଶୁଳ୍କ ୧୦% ହ୍ରାସ
ସି ଜିନପିଙ୍ଗଙ୍କ ସହ ବୈଠକ ଆମେରିକା-ଚୀନ ସମ୍ପର୍କରେ ଏକ ନୂତନ ଆରମ୍ଭ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ବୁଝାମଣା ଘୋଷଣା କରିଛନ୍ତି । ଯେଉଁଥିରେ…
ରାଜଧାନୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ
ଦିଲ୍ଲୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ। ନିଶ୍ୱାସ, ପ୍ରଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ। ଗତ କିଛି ଦିନ ଧରି ଅଧିକାଂଶ ଅଞ୍ଚଳ ରେଡ୍ ଜୋନରେ ରହିଛି। ପ୍ରଦୂଷଣ ସ୍ଥିତି ଏତେ ଭୟଙ୍କର ହୋଇଛି ଯେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି। ସରକାର ଏହାକୁ…
ବିମାନବନ୍ଦରରେ ଅଗ୍ନିକାଣ୍ଡ: ଟର୍ମିନାଲ–୩ରେ ଜଳିଲା ଏୟାର ଇଣ୍ଡିଆ ବସ୍
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ–୩ ଭିତରେ ଏକ ଏୟାର ଇଣ୍ଡିଆ ବସ୍ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଘଟଣା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଦେଇଛନ୍ତି । ସଭାଗ୍ୟବଶତଃ, ଘଟଣା ସମୟରେ ବସ୍ରେ କେହି…
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ T-20 ମ୍ୟାଚ: ପ୍ରତିଶୋଧ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ
ଦିନିକିଆ ସିରିଜରେ ପରାଜୟ ପରେ ଆଜି ମାନୁକା ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ T-20 ମ୍ୟାଚ୍ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଦଳ ପ୍ରତିଶୋଧ ପାଇଁ ପ୍ରସ୍ତୁତ। ଯଶପ୍ରୀତ ବୁମରା ଦଳ କୁ ଫେରିବା ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଛି।…
ଦିଲଜିତଙ୍କୁ ଖଲିସ୍ତାନୀ ଆତଙ୍କୀଙ୍କ ଧମକ, ସିଡନୀ କନସର୍ଟ ବାତିଲ କରିବାକୁ ଧମକ
ବଲିଉଡର ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜକୁ ଖଲିସ୍ତାନୀ ଆତଙ୍କୀ ଗୁରପନ୍ତୱନ୍ତ ସିଂହ ପନ୍ନୁ ଧମକ ଦେଇଛନ୍ତି। ନଭେମ୍ବର ୧ରେ ସିଡନୀରେ ହେବାକୁଥିବା ଦିଲଜିତଙ୍କ କନସର୍ଟକୁ ବନ୍ଦ କରିବା ପାଇଁ ପନ୍ନୁ ଧମକ ମଧ୍ୟ ଦେଇଛନ୍ତି। ପନ୍ନୁ କହିଛନ୍ତି ଯେ, ଦିଲଜିତ ଅମିତାଭ ବଚ୍ଚନଙ୍କ…
