Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଏବେ ବି ସକ୍ରିୟ ୬ କୋଟି ମୃତକଙ୍କ ଆଧାର

Posted on November 14, 2025

ଜାନୁଆରି ୨୦୦୯ରେ ଦେଶରେ ଆଧାର କାର୍ଡ ଲାଗୁ କରାଯାଇଥିଲା। ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ ଅଧିକ ଧାରକଙ୍କ ମୃତ୍ୟୁ…

୨୫୨ କୋଟି ଟଙ୍କା ଡ୍ରଗ୍ସ ମାମଲାରେ ଶ୍ରଦ୍ଧା-ନୋରାଙ୍କ ଲିଙ୍କ୍

Posted on November 14, 2025

୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ଏହି ମାମଲାରେ ଗିରଫ ହୋଇଥିବା ପଞ୍ଚମ ଅଭିଯୁକ୍ତ ମହମ୍ମଦ ସଲିମ ମହମ୍ମଦ ସୁହେଲ ଶେଖ ଜେରା ସମୟରେ ଚାଞ୍ଚଲ୍ୟକର ଖୁଲାସା କରିଛି। ସୂତ୍ର ଅନୁଯାୟୀ, ଶେଖକୁ ପଚରାଉଚରା ସମୟରେ ଏହା…

ଭାରତକୁ ଚିତା ଉପହାର, ଭାରତ ଆସିବା ପୂର୍ବରୁ ରହିବେ କ୍ୱାରେଣ୍ଟିନ୍‌ରେ

Posted on November 14, 2025

ବନ୍ୟଜୀବ ସଂରକ୍ଷଣରେ ଭାରତ-ବୋତ୍ସୱାନା ସହଯୋଗିତାରେ ନୂଆ ଅଧ୍ୟାୟର ଆରମ୍ଭ । ପ୍ରୋଜେକ୍ଟ ଚିତା ଅନ୍ତର୍ଗତ ଗୁରୁବାର ଭାରତକୁ ୮ ଚିତା ଉପହାର ଦେଇଛି ବୋତ୍ସୱାନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବୋତ୍ସୱାନା ଗସ୍ତ ଅବସରରେ ଏହି ଘୋଷଣା ହୋଇଛି । ରାଷ୍ଟ୍ରପତି ମୁର୍ମୁ ଓ…

ନୂଆଦିଲ୍ଲୀ ଯିବେ ପ୍ରଭାତୀ ପରିଡା, ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନ ଉଦ୍‌ଘାଟନ କରିବେ

Posted on November 14, 2025

ଶୁକ୍ରାବର ନୂଆଦିଲ୍ଲୀ ଗସ୍ତ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବେ । ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ…

ମିସାଇଲ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଆମେରିକାର କାର୍ଯ୍ୟାନୁଷ୍ଠାନ, ଭାରତ ସମେତ ୭ଟି ଦେଶର ୩୨ଟି କମ୍ପାନୀ ଉପରେ ପ୍ରତିବନ୍ଧକ

Posted on November 13, 2025

ଆମେରିକା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିବାକୁ ଚାହୁଁଛି। ଫଳସ୍ୱରୂପ, ଦେଶ ଏବେ ୩୨ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ଦିନ ଆମେରିକା ଇରାନର କ୍ଷେପଣାସ୍ତ୍ର ଏବଂ UAV କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ଭାରତ ସମେତ ୩୨ ଜଣ ବ୍ୟକ୍ତି…

ପୁଣି ଇସ୍କନର ମନମାନୀ , ଆସନ୍ତା୨୩ତାରିଖରେ ଅଦିନିଆ ରଥଯାତ୍ରା

Posted on November 13, 2025

ପୁଣି ଇସ୍କନର ମନମାନୀ । ଆସନ୍ତା୨୩ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ତାଇୱାନର ଜିମେଣ୍ଡିଙ୍ଗ ଏମଆରଟି EXIT-6 ରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାରେ ଯୋଗ ଦେବାପାଇଁ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନ ମାଧ୍ୟମରେ…

ଆଜି ଭାରତରେ ଲଞ୍ଚ ହେବ OnePlus 15

Posted on November 13, 2025

OnePlus 15 ପାଇଁ ଅପେକ୍ଷା ଆଜି ଶେଷ ହେବାକୁ ଯାଉଛି । OnePlusର ଏହି ଫ୍ଲାଗସିପ୍ ଫୋନ୍ ଆଜି, ନଭେମ୍ବର ୧୩ ତାରିଖରେ ଭାରତୀୟ ବଜାରରେ ଲଞ୍ଚ ହେବ । ଭାରତ ସହିତ, ଏହାକୁ ଆଜି ବିଶ୍ୱ ବଜାରରେ ମଧ୍ୟ ଉପସ୍ଥାପନ କରାଯିବ ।…

ଭୟଙ୍କର ସଡ଼କ ଦୁର୍ଘଟଣା; ଖାଇକୁ ଖସିଲା ବସ୍, ୩୭ ମୃତ

Posted on November 13, 2025

ଦକ୍ଷିଣ ପେରୁରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା । ବୁଧବାର ଦକ୍ଷିଣ ପେରୁରେ ଏକ ଡବଲ୍-ଡେକର ବସ୍ ଏକ ପିକଅପ୍ ଟ୍ରକ୍ ସହିତ ଧକ୍କା ହୋଇ ଏକ…

ଜେମିନି ଏଆଇ ବ୍ୟବହାର କରି ୟୁଜରଙ୍କ ଡାଟା ଚୋରି ଅଭିଯୋଗ

Posted on November 13, 2025

ଦୁନିଆରେ ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ। କିନ୍ତୁ ଗୁଗୁଲ ଏବେ ନିଜର ଏଆଇ ଆସିଷ୍ଟାଣ୍ଟ ‘ଜେମିନି’ ପାଇଁ ବିବାଦରେ ପଡିଛି। ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ଟ୍ରାକ୍ କରିବା ନେଇ ଗମ୍ଭୀର ଅଭିଯୋଗ ଲାଗିଛି। କାର୍ଲିଫର୍ଣ୍ଣିଆର ସେନ୍ ଜୋସ୍…

ଓଏନଜିସିର ଗ୍ୟାସ୍ ଚୋରି ଅଭିଯୋଗ : ସିବିଆଇକୁ ନୋଟିସ୍ ପଠାଇଲେ ବମ୍ବେ ହାଇକୋର୍ଟ

Posted on November 12, 2025

ପ୍ରାକୃତିକ ଗ୍ୟାସ ଚୋରି ଅଭିଯୋଗରେ ସିବିଆଇ ତଦନ୍ତ ପାଇଁ ନୋଟିସ୍ । ଦେଶର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ତୈଳ କମ୍ପାନୀ ବିରୋଧରେ ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବମ୍ବେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି…

Posts pagination

Previous 1 … 31 32 33 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme