Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ବିହାରରେ ପୁଣି ଏନଡିଏ ସରକାର: ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

Posted on November 15, 2025

ବିହାରରେ ପୁଣିଥରେ ଏନଡିଏ ସରକାର ଗଠନ ନିଶ୍ଚିତ। ବିଧାନସଭା ନିର୍ବାଚନରେ ଏନଡିଏ ୨୪୩ରୁ ୨୦୨ଟି ଆସନ ଜିତି ଦୃଢ଼ ବିଜୟ ହାସଲ କରିଛି। ସବୁଠାରୁ ବଡ଼ ଦଳ ଭାବରେ ବିଜେପି ୮୯ଟି ଆସନ ପାଇଛି, ଯେତେବେଳେ ଜେଡିୟୁ ୮୫ଟି ଆସନରେ ବାଜିମାତ କରିଛି। ଏପଟେ…

ବନ୍ଦ ଘରୁ ମିଳିଲା ମୃତଦେହ, ଗୋଟିଏ ପରିବାରର ୫ ଜଣକ ମୃତ

Posted on November 14, 2025

ୟୁପିର ଶ୍ରୀବାସ୍ତିରେ ଇକୋନା ଥାନା ଅଞ୍ଚଳରେ ହୃଦୟବିଦାରକ ଘଟଣା । ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ…

ଦିଲ୍ଲୀ ବିସ୍ଫୋରଣ ପରେ ଚିନ୍ତାରେ ପାକିସ୍ତାନ : ୟୁକ୍ରେନଠୁ କିଣିବ ଡ୍ରୋନ୍

Posted on November 14, 2025

ନୂଆଦିଲ୍ଲୀ ବିସ୍ଫୋରଣ ପରେ ଚିନ୍ତାରେ ପାକିସ୍ତାନ ସରକାର । ଆଉ ଏକ ଅପରେସନ ସିନ୍ଦୂର ଭୟରେ ପାକିସ୍ତାନ ରଣନୀତି ଆରମ୍ଭ କରିଦେଇଛି । ତେଣୁ ଅନ୍ୟ ଦେଶଠୁ ଡ୍ରୋନ୍ କିଣିବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛି ପାକ୍ । କୁହାଯାଉଛି ଯେ, ୟୁକ୍ରେନଠାରୁ ଶେହଓ୍ୱାଜ…

କୋବ୍ରାପୋଷ୍ଟ୍ ବିରୋଧରେ କୋର୍ଟ ଗଲେ ଅନିଲ ଅମ୍ବାନୀ

Posted on November 14, 2025

କୋବ୍ରାପୋଷ୍ଟ୍ ବିରୋଧରେ କୋର୍ଟ ଗଲେ ଅନିଲ ଅମ୍ବାନୀ । ଖାଲି କୋବ୍ରା ପୋଷ୍ଟ ନୁହେଁ, ଦି ଇକୋନୋକି ଟାଇମ୍ସ, ଟାଇମ୍ସ ଅଫ୍ ଇଣ୍ଡିଆ ବିରୋଧରେ ମଧ୍ୟ ରିଲିଆନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଅନିଲ ଅମ୍ବାନୀ ମାନହାନୀ ମୋକଦ୍ଦମା ଦାଖଲ କରିଛନ୍ତି । ଦିଲ୍ଲୀର ଏକ କୋର୍ଟରେ…

ବିହାର ବିଧାନସଭା ନିର୍ବାଚନ:୧୨୨ଟି ଆସରେ ଆଗୁଆ ରହିଛି NDA

Posted on November 14, 2025

ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ବିହାରରେ ପୁଣି ଥରେ NDA ସରକାର ଗଠନ କରୁଥିବା ପରି ମନେ ହେଉଛି । ୧୨୨ ଆସନରେ…

ବିହାରରେ ଭୋଟ ଗଣତି ଆରମ୍ଭ, ଆଜିଅଛି ନିଷ୍ପତ୍ତିର ଦିନ

Posted on November 14, 2025

ବିହାରରେ ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଫଳାଫଳ ଆଜି (ନଭେମ୍ବର 14) ଘୋଷିତ ହେବ। ସକାଳ 8ଟାରୁ ସମଗ୍ର ରାଜ୍ୟରେ ଭୋଟ ଗଣତି ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ହେଉଛି। 38ଟି ଜିଲ୍ଲାର 46ଟି କାଉଣ୍ଟିଂ ସେଣ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।…

ପୁଣେରେ ଭୟଙ୍କର ସଡ଼କ ଦୁର୍ଘଟଣା: ୮ ମୃତ, ୧୫ ଗୁରୁତର

Posted on November 14, 2025

ମୁମ୍ବାଇ: ବେଙ୍ଗଲୁରୁ ହାଇୱେରେ ପୁଣେ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ମାଲବୋଝା ଟ୍ରକର ବ୍ରେକ୍‌ ଫେଲ୍‌ ହେବାରୁ ଟ୍ରକ୍‌ଟି ଦ୍ରୁତ…

ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍

Posted on November 14, 2025

ପେଟ୍ରୋଲ ଏବଂ ଡିଜେଲ ଦାମ୍ ପ୍ରତିଦିନ ବଦଳିଥାଏ । ଆଜି ଅର୍ଥାତ୍ ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ-ଡିଜେଲ ଦାମ୍ ଜାରି କରିଦେଇଛନ୍ତି । କିନ୍ତୁ ଆଜି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କୌଣସି ପରିବର୍ତ୍ତନ…

ଆଜି ଶିଶୁ ଦିବସ, ଶିଶୁଙ୍କୁ ଫୁଲ ସହିତ ତୁଳନା କରୁଥିଲେ ନେହେରୁ

Posted on November 14, 2025

ଶିଶୁମାନଙ୍କ ଉଦେଶ୍ୟରେ ସମର୍ପିତ ‘ଶିଶୁ ଦିବସ’ ଆଜି ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଉଛି। ଅଙ୍ଗନବାଡ଼ି, ଶିଶୁ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମଦିନକୁ ଆଡ଼ମ୍ବର ସହିତ ପାଳନ କରାଯାଉଛି। ଏଥି…

ଡିସେମ୍ବର ୬, ଯୋଜନା ଥିଲା ୩୨ ଟି କାରରେ ୩୨ ଟି ବିସ୍ଫୋରଣ

Posted on November 14, 2025

୩୨ଟି କାରରେ ୩୨ଟି ବିସ୍ଫୋରଣ ଯୋଜନା । ଧାର୍ଯ୍ୟ ତାରିଖ ଥିଲା ଡିସେମ୍ବର ୬ । ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ତଦନ୍ତରୁ, ତଦନ୍ତକାରୀ ସଂସ୍ଥାକୁ ଏପରି ସାଂଘାତିକ ତଥ୍ୟ ମିଳିଥିବା କୁହାଯାଉଛି । ନଭେମ୍ବର ୧୦ରେ ଏକ ହ୍ୟୁଣ୍ଡାଇ ଆଇ ୨୦ ଗାଡ଼ିରେ ବିସ୍ଫୋରଣ…

Posts pagination

Previous 1 … 30 31 32 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme