ଉତ୍ତର ପ୍ରଦେଶର କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ବସ୍ । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବସଟି ଦିଲ୍ଲୀରୁ ବିହାରର ସିୱାନକୁ ଯାତ୍ରା କରୁଥିବାବେଳେ କାନପୁର ବିଲହୌରର ଆଲୌର ଥାନା…
Category: ଦେଶ ବିଦେଶ
ବଡ଼ ଡିଜିଟାଲ ଠକେଇ, ମହିଳା ହରାଇଲେ ୩୨ କୋଟି
ଏକ ବଡ଼ ଧରଣର ‘ଡିଜିଟାଲ ଆରେଷ୍ଟ୍’ ସ୍କାମରେ ବେଙ୍ଗାଲୁରୁର ଜଣେ ୫୭ ବର୍ଷୀୟ ମହିଳା ୩୨ କୋଟି ହରାଇଛନ୍ତି । ଠକମାନେ ଡିଏଚଏଲ୍ କର୍ମଚାରୀ, ସାଇବର କ୍ରାଇମ୍ ବିଭାଗ, ସିବିଆଇ ଓ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ)ର ବରିଷ୍ଠ ଅଧିକାରୀ ଭାବେ ପରିଚୟ…
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଫାଶୀଦଣ୍ଡ, ଦେଶରେ ଉଚ୍ଚ ସତର୍କତା
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଫାଶୀଦଣ୍ଡ । ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ରାୟ ଶୁଣାଇ ଫାଶୀଦଣ୍ଡ ଶୁଣାଇଛନ୍ତି । ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।…
କେତେ ସୁରକ୍ଷିତ ରାଜଧାନୀ ? ବିଭିନ୍ନ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରରେ ପଡ଼ିରହୁଛି ପୁରୁଣା କାର୍
ଦିଲ୍ଲୀରେ ଆତତାୟୀଙ୍କ କାରରୁ ବିସ୍ଫୋରଣ ପରେ ସାରା ଦେଶରେ ଏବେ ଭୟର ବାତାବରଣ ଖେଳିଯାଇଛି । ବିଭିନ୍ନ ରାଜ୍ୟର ଅନେକ ସମ୍ବେଦନଶୀଳ ପ୍ରତିଷ୍ଠାନକୁ ହାଇଆଲର୍ଟରେ ରଖାଯାଇଛି । ଏପରିସ୍ଥଳେ ଓଡ଼ିଶାର ରାଜଧାନୀ କେତେ ସୁରକ୍ଷିତ? ରାଜଧାନୀରେ ଦୀର୍ଘଦିନ ଧରି ରଖାଯାଇଥିବା ପୁରୁଣା କାରରେ କେହି…
ସାଉଦି ଆରବରେ ବଡ଼ ଅଘଟଣ, ଜଳିଗଲା ବସ୍, ୪୨ ଭାରତୀୟ ମୃତ !
ସାଉଦି ଆରବରେ ବଡ଼ ଅଘଟଣ । ସାଉଦି ଆରବ ମଦିନାରେ ଦୁର୍ଘଟଣାରେ ଜଳିଗଲା ବସ୍ । ଏଥିରେ ୪୨ ଭାରତୀୟଙ୍କ ମୃତ୍ଯୁ ହୋଇଛି । ଡିଜେଲ ଟ୍ୟାଙ୍କର ସହିତ ବସ୍ ଧକ୍କା ହେବାରୁ ଜଳିଗଲା ବସ୍ । ଏମାନେ ମକ୍କାରୁ ମଦିନା ଯାଉଥିବା ବେଳେ…
୧୦ମ ଥର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର
ବିହାରରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ପ୍ରାୟତଃ ଚୂଡ଼ାନ୍ତ ହୋଇଛି । ଆସନ୍ତା ୨୦ ତାରିଖ ପାଟନାର ଗାନ୍ଧି ମୈଦାନରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ସମାରୋହରେ…
ଲଦାଖ ଏବଂ ଚୀନରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ୪.୪
ଲଦାଖର ଲେହରେ ଆଜି ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ତର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ରେକର୍ଡ କରାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସିଜ୍ମୋଲୋଜି (NCS) ସୂଚନା ଦେଇଛି। କେନ୍ଦ୍ରସ୍ଥଳ ପୃଥିବୀର ୧୦ କିଲୋମିଟର ଗଭୀରତାରେ ଥିଲା। ଘଟଣା ସମୟରେ ଲୋକମାନେ…
ଆମେରିକାରୁ ମୁହଁ ଫେରାଉଛନ୍ତି ଭାରତୀୟ ଛାତ୍ର
ଆମେରିକାରୁ ମୁହଁ ଫେରାଉଛନ୍ତି ଭାରତୀୟ ଛାତ୍ର। ବିଶ୍ଵବିଦ୍ୟାଳୟ ଗୁଡ଼ିକରେ କମିଲା ଭାରତୀୟ ଛାତ୍ରଙ୍କ ସଂଖ୍ୟା। ବିଶ୍ୱସନୀୟତା ହରାଉଛି ବିଶ୍ୱର ସର୍ବବୃହତ ଶିକ୍ଷା ଅର୍ଥନୀତି। ଭିସା ପ୍ରକ୍ରିୟାର ବର୍ଦ୍ଧିତ ଜଟିଳତା, କଠୋର ସୁରକ୍ଷା ଯାଞ୍ଚ ଏବଂ H-1B ୱାର୍କ ପରମିଟ୍ ସମ୍ପର୍କରେ ଅନିଶ୍ଚିତତା ଯୋଗୁଁ ବହୁ…
ୟୁକ୍ରେନ୍ ଉପରେ ରୁଷ୍ର ପ୍ରଚଣ୍ଡ ଆକ୍ରମଣ; ୯ ମୃତ
ବନ୍ଧୁକର ଗର୍ଜନ ଥମୁନାହିଁ । ରକ୍ତପାତ ରୋକୁନାହିଁ । ଯୁଦ୍ଧ ଥମିବାର କୌଣସି ବାଟ ଫିଟୁନାହିଁ । ଶାନ୍ତି ଫେରିବା ଆଶା ଆଶଙ୍କାରେ ରହିଛି । ପୁଣି ୟୁକ୍ରେନ୍ ଉପରେ ପ୍ରଚଣ ଆକ୍ରମଣ କରିଛି ରୁଷ୍ । ଶୁକ୍ରବାର ରାତିରୁ ଶନିବାର ଯାଏ ରୁଷ୍ର…
ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା,୯ ମୃତ
ଅଶୁଭ ରବିବାର। ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଗ୍ୱାଲିୟରରେ ବାଲି ବୋଝେଇ ଟ୍ରାକ୍ଟର ସହିତ କାର ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜାମ୍ମୁ ଓ କାଶ୍ମୀରର ବଡଗାମରେ ଟ୍ରକ…
