Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ: ବିମାନ ବାତିଲ ଯୋଗୁ ଯାତ୍ରୀ ହନ୍ତସନ୍ତ

Posted on December 6, 2025

ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ବିମାନ ବାତିଲ ଏବଂ ଉଡ଼ାଣରେ ବିଳମ୍ବ ଯୋଗୁ ଏକାଧିକ ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ମଧ୍ୟ ଅନେକ ବିମାନ ବାତିଲ ହୋଇଛି, ଯେଉଁଥିରେ ଗତକାଲି ବାତିଲ ହୋଇଥିବା…

ବନ୍ଧୁତାକୁ ନୂଆ ବଳ; ସୁଦୃଢ଼ ହେବ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ

Posted on December 5, 2025

ଭାରତର ଚିର ମିତ୍ର ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଆଗମନ ଦେଶରେ ନୂଆ ଉତ୍ସାହ ଭରିଛି । ପୁଟିନ୍‌ଙ୍କ ୩୦ ଘଣ୍ଟାର ଏହି ଯାତ୍ରା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୩ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ସେ ଯୋଗଦେବେ । ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତି…

ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ, କମିବ ଇଏମଆଇ ସୁଧ ହାର

Posted on December 5, 2025

କମିଲା ରେପୋ ରେଟ୍ । କମିବ ଇଏମଆଇ ସୁଧ ହାର । ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା ।…

ଦିଲ୍ଲୀରୁ ସବୁ ଇଣ୍ଡିଗୋ ବିମାନ ବାତିଲ, ମୁମ୍ବାଇ ଓ ଚେନ୍ନାଇରେ ମଧ୍ୟ ଅନେକ ବିମାନ ବାତିଲ

Posted on December 5, 2025

ଇଣ୍ଡିଗୋ ଏୟାରଲାଇନ ବର୍ତ୍ତମାନ ସମୟରେ ସଙ୍କଟ ଦେଇ ଗତି କରୁଛି । ଡିସେମ୍ବର ୪ ତାରିଖରେ ସମଗ୍ର ଦେଶରେ ଇଣ୍ଡିଗୋ ଉଡ଼ାଣ ଉପରେ ପ୍ରଭାବ ପଡିଥିଲା । ଏପରି ସ୍ଥଳେ ଦିଲ୍ଲୀରୁ ଆସି ସବୁ ବିମାନ ଉଡ଼ାଣ ବାତିଲ ହୋଇଛି । ଇଣ୍ଡିଗୋ ଦିଲ୍ଲୀ…

ଯାତ୍ରୀଙ୍କୁ କ୍ଷମା ମାଗିଲା ଇଣ୍ଡିଗୋ, କ୍ୟାନସେଲ ହୋଇପାରେ ଆହୁରି ଅଧିକ ବିମାନ

Posted on December 5, 2025

ଯାତ୍ରୀଙ୍କୁ କ୍ଷମା ମାଗିଲା ଇଣ୍ଡିଗୋ । ଟଳୁନି ଇଣ୍ଡିଗୋ ସଂକଟ । ଗତକାଲି ଗୋଟିଏ ଦିନରେ ୫୫୦ ଇଣ୍ଡିଗୋ ଫ୍ଲାଇଟ ବାତିଲ ହୋଇଛି । ଏହି ବ୍ୟାଘାତ ପାଇଁ କ୍ଷମା ପ୍ରାର୍ଥନା କରିଛି ଏୟାରଲାଇନ । ବିମାନ ସେବା ବ୍ୟାଘାତ ପାଇଁ ଦିଲ୍ଲୀ, ମୁମ୍ବାଇ,…

୧୮୦ରୁ ଅଧିକ ବିମାନ ଉଡାଣ ବାତିଲ: ଖସିଲା ଇଣ୍ଡିଗୋର ସେୟାର, ଆକ୍ସନରେ ଡିଜିସିଏ

Posted on December 4, 2025

ବିମାନ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ବିମାନ ଉଡାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଦୁଇ ଦିନରେ ୩୦୦ ରୁ ଅଧିକ ବିମାନ ବାତିଲ ହୋଇସାରିଲାଣି। ଗୁରୁବାର ୨୦୦ ବିମାନ ଏବଂ ଗୁରୁବାର ୧୮୦ ବିମାନ ବାତିଲ ହେବା ଫଳରେ…

ଦିଲ୍ଲୀରେ ଦ୍ୱିଗୁଣିତ ପ୍ରଦୂଷଣ-ଶୀତ ଲହରୀ; ୨୪ଟି ଅଞ୍ଚଳରେ ଏକ୍ୟୁଆଇ ୩୦୦ ପାର

Posted on December 4, 2025

ବିଷ ବଳୟରେ ଜର୍ଜରିତ ଦିଲ୍ଲୀବାସୀ । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା ବେଳେ ଚିନ୍ତାରେ ଦିଲ୍ଲୀବାସୀ । ଗତ କିଛି ମାସ ଧରି ଦିଲ୍ଲୀର ବିଷାକ୍ତ ବାୟୁ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି।  ଏବେ, କେବଳ ବାୟୁ ଗୁଣବତ୍ତା ସୂଚକାଙ୍କ ଅଧିକ…

ଭାରତ ଆସୁଛନ୍ତି ପୁଟିନ: ପ୍ରତିରକ୍ଷା ଓ ବାଣିଜ୍ୟରେ ବଡ ଚୁକ୍ତି ସମ୍ଭାବନା

Posted on December 4, 2025

ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୨୩ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀରେ ସେ ଯୋଗ ଦେବେ । ୟୁକ୍ରେନ ଯୁଦ୍ଧ ଓ ବିଶ୍ୱରେ ବଢ଼ୁଥିବା ଉତ୍ତେଜନା ସମୟରେ ପୁଟିନଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି…

ପଡୋଶୀ ଦେଶ ବାଂଲାଦେଶରେ ଭୂକମ୍ପ ଅନୁଭୂତ , ତୀବ୍ରତା ୪.୧

Posted on December 4, 2025

ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ବାଂଲାଦେଶର ଢାକା ଏବଂ ଅନ୍ୟାନ୍ୟ ଆଖପାଖ ଜିଲ୍ଲାଗୁଡିକରେ ଏହାର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୧ ଥିବା ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ନରସିଙ୍ଗଡିରେ ୩୦ କିଲୋମିଟର ଗଭୀରତାରେ…

ପୁଣି ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ

Posted on December 3, 2025

ପୁଣି ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ ମିଳିଛି । ଦିଲ୍ଲୀର ଏହି ୨ଟି ରାମଜସ କଲେଜ ଏବଂ ଦେଶ ବନ୍ଧୁ କଲେଜକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଯାହା ଇ-ମେଲ୍ ଦ୍ବାରା ମିଳିଥିବା ସୂଚନା ରହିଛି । ସୂଚନା ପାଇ ବମ୍…

Posts pagination

Previous 1 … 21 22 23 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme