Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଖୋଲିଲା ଭାରତର ଦୀର୍ଘତମ କାଚ ପୋଲ, ଖର୍ଚ୍ଚ ୭ କୋଟି

Posted on December 2, 2025

ସମୁଦ୍ର ପତ୍ତନଠୁ ୧୦୦୦ ଫୁଟ ଉପରେ ଚାଲିବାର ଅନୁଭବ ପାଇବେ ଭାରତୀୟ । ବିଶାଖାପଟ୍ଟନମ୍‌ରେ ନିର୍ମିତ ହୋଇଛି ଭାରତର ଦୀର୍ଘତମ କାଚ ପୋଲ । ମନୋରମ ପ୍ରାକୃତିକ ପରିବେଶ ଓ ଅଭିନବ ଡିଜାଇନ୍ ଏହାର ଆକର୍ଷଣକୁ ବହୁଗୁଣିତ କରିଛି । ବିଶାଖାପଟ୍ଟନମ୍ ସାଂସଦ ଶ୍ରୀ ଭାରତଙ୍କ…

ଲଞ୍ଚ୍‌ ହେଲା ‘ମାନବ ୱାଶିଂ ମେସିନ୍‌’, ୧୫ ମିନିଟ୍‌ ମଧ୍ୟରେ ସଫା କରିବ ଶରୀର

Posted on December 1, 2025

ଜାପାନରେ ଏବେ ‘ମାନବ ୱାଶିଂ ମେସିନ୍‌’ ଲଞ୍ଚ୍‌ ହୋଇଛି । ଏହି କ୍ୟାପ୍‌ସୁଲ ଭଳି ମେସିନ୍‌ ମଧ୍ୟରେ ଶୋଇବା ପରେ ମାତ୍ର ୧୫ ମିନିଟ୍‌ ମଧ୍ୟରେ ଜଣେ ବ୍ୟକ୍ତିଙ୍କର ପୂରା ଶରୀର ସଫା ହୋଇଯାଇଥାଏ । ଏଥିସହ ସେ ତାଜାପଣ ଅନୁଭବ କରିଥାନ୍ତି ।…

କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା : ଆକ୍ଟିଭ ସିମ୍‌ ନଥିଲେ ଚାଲିବନି ମେସେଜିଂ ଆପ୍

Posted on December 1, 2025

ଏଣିକି ମୋବାଇଲରେ ଆକ୍ଟିଭ ସିମ୍‌ ନ ଥିଲେ ଚାଲିବ ନାହିଁ ମେସେଜିଂ ଆପ୍। ସାଇବର୍ ଠକେଇର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା। ମେସେଜିଂ ଆପ୍ ସହ ହେବ ସିମ୍ ବାଇଣ୍ଡିଂ। ଶନିବାର ଏଭଳି ନିର୍ଦ୍ଦେଶାନାମା ଜାରି କରିଛନ୍ତି କେନ୍ଦ୍ର ସରକାର। ହ୍ୱାଟ୍‌ସଆପ୍‌,…

ମୋରାଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୬ ସଦସ୍ୟ ମୃତ

Posted on December 1, 2025

ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଘଟଣାରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍ ପଛପଟୁ…

ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’

Posted on December 1, 2025

ଆଜି ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ ସମ୍ବୋଧନ କରି ଦେଶର ବିକାଶ ଏବଂ ଗୃହର କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଅଧିବେଶନ ‘ବିକଶିତ ଭାରତ’…

ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି

Posted on December 1, 2025

ଦକ୍ଷିଣ-ପୂର୍ବ ଏସିଆରେ ବାତ୍ୟା ‘ସେନ୍ୟାର’ ଭୟାବହ ବିନାଶ ସୃଷ୍ଟି କରିଛି । ଓଡ଼ିଶା ଆଡ଼କୁ ମୁହାଁଇ ନଥିଲେ ମଧ୍ୟ, ଇଣ୍ଡୋନେସିଆ, ଥାଇଲାଣ୍ଡ ଏବଂ ମାଲେସିଆରେ ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ପ୍ରାୟ ୬୦୦ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିରେ…

ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ

Posted on December 1, 2025

ଆଜିଠୁ ସଂସଦର ଶୀତ ଅଧିବେଶନ। SIR ଓ ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ । ଶୀତକାଳୀନ ଅଧିବେଶନରେ ୧୨ଟି ବିଲ୍ ଆଗତ ହେବ । ଆଗତ ଏବଂ ଆଲୋଚନା ହେବାକୁ ଥିବା ପ୍ରମୁଖ ବିଲ ଗୁଡ଼ିକ ଭିତରେ ରହିଛି ପ୍ରସ୍ତାବିତ ଆଣବିକ ଶକ୍ତି…

ଦିଲ୍ଲୀରେ ବାୟୁପ୍ରଦୂଷଣ ସାମାନ୍ୟ କମିଲେ ମଧ୍ୟ AQI ‘ଅତି ଖରାପ’ ଶ୍ରେଣୀରେ

Posted on November 30, 2025

ଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି ହୋଇଛି । ଗତକାଲି ସନ୍ଧ୍ୟାରେ ପବନର ବେଗ ଯୋଗୁଁ ଦିଲ୍ଲୀ AQI ଆଜି ସକାଳେ ବହୁତ ଖରାପରେ ରହିଛି । ଦିଲ୍ଲୀରେ AQI ସକାଳ ପ୍ରାୟ ୭ଟାରେ ୩୦୦ରେ ଥିଲା । ଯାହା ବର୍ତ୍ତମାନ ପାଖାପାଖି ୨୭୦ରେ…

କାଲିଠୁ କମ୍ପିବ ସଂସଦ: ଆଜି ସର୍ବଦଳୀୟ ବୈଠକ

Posted on November 30, 2025

ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ଆଜି ବସିବ ସର୍ବଦଳୀୟ ବୈଠକ। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଡିସେମ୍ବର ୧୯ ଯାଏ ଚାଲିବ ସଂସଦ ଅଧିବେଶନ। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ। ଏଥିଲାଗି…

ଶୋଇଥିବାବେଳେ ମାଡ଼ିଗଲା ଦ୍ରୁତଗାମୀ କାର, ଜଣଙ୍କର ମୃତ୍ୟୁ

Posted on November 30, 2025

ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ଗତକାଲି ରାତିରେ ଏକ ଦ୍ରୁତଗାମୀ BMW କାର ଏକ ବଡ଼ ଦୁର୍ଘଟଣା ଘଟାଇଛି। ଆମ୍ବିଏନ୍ସ ମଲ୍ ସାମ୍ନାରେ ଫୁଟପାଥ୍ ଉପରେ ଶୋଇଥିବା ତିନି ଜଣ ବ୍ୟକ୍ତିଙ୍କ ଉପରେ କାର ଚଢ଼ିଯାଇଥିଲା | ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ…

Posts pagination

Previous 1 … 22 23 24 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme