ଦିଲ୍ଲୀରେ ସ୍ଥିତି ଗମ୍ଭୀର। ୧୮ଟି ସ୍ଥାନରେ ୪୦୦ପାର କଲା ବାୟୁ ଗୁଣବତ୍ତା(AQI)। ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି। ଦିଲ୍ଲୀରେ ଶନିବାର ସକାଳ କୁହୁଡ଼ି ସହିତ ଆରମ୍ଭ ହୋଇଥିଲା। କିଛି ଦିନ ହେବ ରାଜଧାନୀର ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି।…
Category: ଦେଶ ବିଦେଶ
ବିଶ୍ୱକୁ ପୁଣି ଥରେ ଚକିତ କରିବାକୁ ଯାଉଛି ଦୁବାଇ
ପୁଣି ଥରେ ବିଶ୍ୱକୁ ଚକିତ କରିବାକୁ ଯାଉଛି ଦୁବାଇ । ଖୁବଶୀଘ୍ର ଏହା ବିଶ୍ୱର ପ୍ରଥମ ‘ଡ୍ରାଇଭ୍-ଥ୍ରୁ ମଲ୍’ ଲଞ୍ଚ୍ କରିବାକୁ ଯାଉଛି । ନାଁ ‘ଦୁବାଇ ସ୍କୋୟାର’ । ଆଗାମି ୩ ବର୍ଷ ମଧ୍ୟରେ ମଲ୍ ଖୋଲିବ । ଲୋକେ କାରରେ ଆରାମରେ ବସି ସିଧା…
ଭାରତରେ ଲଞ୍ଚ୍ ହେଲା ଓଜେମ୍ପିକ୍, ମଧୁମେହ-ଓଜନ ବୃଦ୍ଧି କରିବ ନିୟନ୍ତ୍ରଣ
ଭାରତରେ ଲଞ୍ଚ୍ ହୋଇଛି ‘ଓଜେମ୍ପିକ୍’ ଇଞ୍ଜେକ୍ସନ୍ । ଡେନ୍ମାର୍କର ଫାର୍ମା କମ୍ପାନି ନୋଭୋ ନୋର୍ଡିସ୍କ ଶୁକ୍ରବାର ଏହା ଘୋଷଣା କରିଛି । ମଧୁମେହ ଓ ଓଜନ ହ୍ରାସ ଲାଗି ପ୍ରସ୍ତୁତ ଏହି ଇଞ୍ଜେକ୍ସନ୍ ଭାରତରେ ୦.୨୫ ଏମ୍ଜି, ୦.୫ ଏମ୍ଜି ଓ ୧ ଏମ୍ଜିରେ…
୨୦ ବର୍ଷ ଧରି ଫେରାର୍ ଥିବା ନକ୍ସଲ ଗିରଫ
୨୦ ବର୍ଷ ଧରି ଖୋଜୁଥିବା ନକ୍ସଲ ମୋତିଲାଲ ଓରଫ ଚୁନ୍ନା କୁସ୍କୁକୁ ଶେଷରେ ଏସ୍ଟିଏଫ୍ର ସ୍ବତନ୍ତ୍ର ଟିମ୍ର ସହଯୋଗରେ ଝାଡ଼ଖଣ୍ଡ ପୁଲିସ ଗିରଫ କରିଛି। ମୋତିଲାଲକୁ ଚିହରା ଥାନା ଅଞ୍ଚଳର ହରଣୀ ଗାଁରେ ତାର ଘରୁ ଧରାଯାଇଛି। ମୋତିଲାଲ ଚକାଇ ଥାନାର ଏକ ମାଓବାଦୀ କାର୍ଯ୍ୟକଳାପରେ ଅଭିଯୁକ୍ତ ଥିଲା। ଗିରଫ…
ପଶ୍ଚିମବଙ୍ଗ ରାଜନୀତିରେ ‘SIR’ ଝଡ଼: ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ପରିସ୍ଥିତି
ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ‘SIR’ (ସିଷ୍ଟମାଟିକ୍ ଇଲେକ୍ଟୋରାଲ୍ ରିଭିଜନ୍) କାର୍ଯ୍ୟକ୍ରମକୁ ନେଇ ରାଜନୀତି ସରଗରମ ହୋଇଛି। ଅନ୍ୟ ରାଜ୍ୟରେ ଏହି କାର୍ଯ୍ୟର ସମୟସୀମା ବଢ଼ାଯାଇଥିବାବେଳେ ପଶ୍ଚିମବଙ୍ଗରେ ଏହା ପରିବର୍ତ୍ତନ ହୋଇନାହିଁ। ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…
ବଢ଼ିଲା ଦିଲ୍ଲୀରେ ଜିଲ୍ଲା ସଂଖ୍ୟା: ଏବେ ୧୧ ନୁହେଁ ୧୩ ଜିଲ୍ଲା
ଦିଲ୍ଲୀର ଅନେକ ଲୋକଙ୍କ ଠିକଣା ଏବେ ବଦଳିବାକୁ ଯାଉଛି । କାହିଁକି ନା ଦିଲ୍ଲୀରେ ଏବେ ଆଉ ୧୧ ଜିଲ୍ଲା ନୁହେଁ ବରଂ ରହିବ ୧୩ ଜିଲ୍ଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦିଲ୍ଲୀର ପୂର୍ବରୁ ଥିବା ୧୧ଟି ରାଜସ୍ୱ ଜିଲ୍ଲାର…
ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ପରଲୋକ
ଭାରତୀୟ ରାଜନୀତିର ଜଣେ ବରିଷ୍ଠ ତଥା ଅଭିଜ୍ଞ ବ୍ୟକ୍ତିତ୍ୱ, ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲୋକସଭାର ପୂର୍ବତନ ବାଚସ୍ପତି ଶ୍ରୀ ଶିବରାଜ ପାଟିଲଙ୍କ ଆଜି ୯୦ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି (ଶୁକ୍ରବାର) ସକାଳ ପ୍ରାୟ ୬.୩୦…
ଜାପାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରେକର୍ଡ
ଜାପାନରେ ଭୂକମ୍ପ ଝଟକା । ଆଜି ସକାଳେ ଭୂକମ୍ପ ଝଟକାରେ ଥରିଲା ଜାପାନ ।ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରେକର୍ଡ କରାଯାଇଛି । ସେହିପରି ଭୂମିକମ୍ପର ଗଭୀରତା ୧୦.୭ କିଲୋମିଟର ଥିଲା। ତେବେ ଏହି ଭୂମିକମ୍ପ ଯୋଗୁଁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି।…
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଡିଜିପିଙ୍କୁ ନୋଟିସ୍, ୧୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ
ଏକ ଦୁର୍ଘଟଣା ବୀମା ଜାଲିଆତି ମାମଲାର ତଦନ୍ତରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ସୁପ୍ରିମକୋର୍ଟ ରାଜ୍ୟର ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ପ୍ରସନ୍ନ ବି. ଭରାଲେଙ୍କ ଖଣ୍ଡପୀଠ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ବ୍ୟକ୍ତିଗତ…
ଜାପାନର ଉତ୍ତର-ପୂର୍ବ ଉପକୂଳରେ ୬.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ…
ଜାପାନର ଉତ୍ତର-ପୂର୍ବ ଉପକୂଳରେ ୬.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ ପ୍ରାୟ ୭୮ ମାଇଲ…
