Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ମ୍ୟାଁମାର ସେନାର ଏୟାରଷ୍ଟ୍ରାଇକ୍: ୩୪ ରୋଗୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

Posted on December 12, 2025

ମ୍ୟାଁମାର ସେନା ଗତ ରାତିରେ ରଖାଇନ ପ୍ରଦେଶ ଅନ୍ତର୍ଗତ ବିଦ୍ରୋହୀ ଆରାକାନ ସେନା କବଜରେ ଥିବା ମାରୁକ-ୟୁ ସହରରେ ଏୟାର ଷ୍ଟ୍ରାଇକ୍ କରିଛି । ସହରର ଏକ ହସ୍ପିଟାଲ ଉପରେ ଯୁଦ୍ଧବିମାନରୁ ଦୁଇଟି ବୋମା ମାଡ଼ କରାଯାଇଛି । ଫଳରେ ୩୪ ଜଣ ରୋଗୀ…

ୟୁଟ୍ୟୁବ୍ ଦେଖି ଅପରେସନ୍ କଲେ ନକଲି ଡାକ୍ତର, ରୋଗୀ ମୃତ

Posted on December 12, 2025

ୟୁପିର ବାରାବଙ୍କୀରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଏଠାରେ ୟୁଟ୍ୟୁବ୍ ଦେଖି ଅପରେସନ୍ କରିଥିବା ନକଲି ଡାକ୍ତରଙ୍କ ଯୋଗୁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ମାମଲା କୋଠୀ ଥାନା ଅଞ୍ଚଳର । ପୀଡ଼ିତ ଫତେ ବାହାଦୁର କହିଛନ୍ତି, ଚଳିତ ମାସ…

ଭୁବନେଶ୍ଵର ବିମାନବନ୍ଦରରୁ ଆଜି ୭ ଉଡାଣ ବାତିଲ

Posted on December 12, 2025

କମୁନି ଇଣ୍ଡିଗୋ ଯନ୍ତ୍ରଣା। ଅହେତୁକ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ। ଭୁବନେଶ୍ଵର ବିମାନବନ୍ଦରରୁ ଗୁରୁବାର ୮ଟି ଉଡ଼ାଣ ବାତିଲ ଥିଲା। ଆଜି ୭ ଇଣ୍ଡିଗୋ ବିମାନ ଉଡାଣ ବାତିଲ ରହିଛି। ଭୁବନେଶ୍ୱର-ଇନ୍ଦୋର, ଭୁବନେଶ୍ୱର-କୋଲକାତା, ଭୁବନେଶ୍ୱର-ଚେନ୍ନାଇ, ଭୁବନେଶ୍ୱର-ମୁମ୍ବାଇ, ଭୁବନେଶ୍ୱର-ବାଙ୍ଗାଲୋର, ଭୁବନେଶ୍ୱର-ହାଇଦ୍ରାବାଦ, ଭୁବନେଶ୍ୱର-ଦିଲ୍ଲୀ ଉଡ଼ାଣ ବାତିଲ ରହିଛି।

ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତିରେ ସୁଧାର

Posted on December 11, 2025

ବିଗତ କିଛି ଦିନ ଧରି ଅବ୍ୟବସ୍ଥା ହୋଇପଡିଥିବା ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତି ଏବେ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ବିମାନ ଚଳାଚଳ ପୁଣିଥରେ ନିଜର ପୁରୁଣା ଧାରାକୁ ଫେରୁଥିବା ଦେଖିବାକୁ ମିଳିଛି । ଏୟାରଲାଇନ୍ସର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଗତ କିଛି…

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା…

Posted on December 11, 2025

ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଥିଲା। ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା କମ୍ପାନୀର ଭୁଲକୁ ସ୍ୱୀକାର କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ଇଣ୍ଡିଗୋ ବିମାନଗୁଡ଼ିକ ଏବେ ସ୍ୱାଭାବିକ…

୧୬ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମଡିଆ ମନା, ଆକାଉଣ୍ଟ ଥିଲେ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ

Posted on December 11, 2025

ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା । ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ ହୋଇଛି । ଆଜିଠୁ ନୂଆ ନିୟମ ଲାଗୁ ହୋଇଛି । ଫେସବୁକ୍, ଇନ୍ଷ୍ଟାଗ୍ରାମ୍, ୟୁଟ୍ୟୁବ୍‌ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ ନଚେତ୍ କମ୍ପାନୀକୁ ୩୩ ମିଲିୟନ…

 ଦେଖା ଦେଲାଣି କାଗଜ ସଙ୍କଟ, ନୋଟ୍‌, ଖବରକାଗଜ ଛାପିବାକୁ ନାହିଁ କଞ୍ଚା ମାଲ୍‌

Posted on December 11, 2025

ଦୀର୍ଘ ସମୟ ଧରି କାଗଜ ଅଭାବର ସମ୍ମୁଖୀନ ହେଉଛି ଉତ୍ତର କୋରିଆ । ଏବେ ସେଠାରେ କାଗଜ ସରିବା ଅବସ୍ଥାରେ । ଏହି ଦେଶ ଉପରେ ଅନେକ ଅନ୍ତର୍ଜାତୀୟ ପ୍ରତିବନ୍ଧକ ରହିଛି । ବିଶ୍ୱରେ ଉତ୍ତର କୋରିଆ ଏକ ନିଃସଙ୍ଗ ରାଷ୍ଟ୍ର । ସେଥିପାଇଁ…

ମଦ କିଣିବା ନେଇ ଆସିଲା ନୂଆ ନିୟମ,  ଏଣିକି ମଦ କିଣିବା ପାଇଁ ଦରକାର ସାଲାରୀ ସ୍ଲିପ୍

Posted on December 10, 2025

ସାଉଦୀ ଆରବରେ ମଦ ବିକ୍ରିକୁ ନେଇ ନିୟମ ହୋଇଛି। ଏହା ମୁତାବିକ, ଏଠାରେ ଅଣ-ମୁସଲିମ୍ ବିଦେଶୀ ନାଗରିକ ମଦ କିଣି ପାରିବେ। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ସ୍ଥିର କରାଯାଇଛି। ଏକ ରିପୋର୍ଟ ମୁତାବିକ ,ସାଉଦୀ ଆରବରେ ରହୁଥିବା ଅଣ ମୁସଲିମ୍ ବିଦେଶୀ ନିଜର…

ବୁଢ଼ା ହେଉଛି ଭାରତ

Posted on December 10, 2025

 ଦ୍ରୁତ ଗତିରେ ବୁଢ଼ା ହେଉଛି ଭାରତ । ୨୦୧୧ରେ ଦେଶରେ ୬୦ ବର୍ଷରୁ ତଦୁର୍ଦ୍ଧ୍ଵ ବୟସ୍କ ଲୋକଙ୍କ ସଂଖ୍ୟା ୧୦.୧୬ କୋଟି ଥିଲା । ୨୦୩୬ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୨୨.୭୪ କୋଟି ହେବ । ଅର୍ଥାତ୍ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାରେ…

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା

Posted on December 10, 2025

ଅଷ୍ଟ୍ରେଲିଆରେ ଆଜିଠାରୁ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି। ସରକାରଙ୍କ ଏହି ନୂତନ ଆଇନ୍ କାର୍ଯ୍ୟକାରୀ ହେବା ବାଧ୍ୟତାମୂଳକ। ଏହି ପ୍ରତିବନ୍ଧକ ଅଧୀନରେ ଟିକଟକ୍, ୟୁଟ୍ୟୁବ୍, ମେଟାର ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି…

Posts pagination

Previous 1 … 19 20 21 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme