Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଗୁଜରାଟରେ ଭୂକମ୍ପ ଅନୁଭୂତ, ତୀବ୍ରତା ୪.୪

Posted on December 26, 2025

ଆଜି ଗୁଜରାଟରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୪ ରହିଛି । ଭୂକମ୍ପ ପ୍ରାୟ ଭୋର ୪ ଟା ୩୦ମିନିଟ୍ ସମୟରେ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାଦ୍ବାରା ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ଯାଇଥିଲେ । ସୂଚନାନୁଯାୟୀ, ଗୁଜରାଟର…

ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ତିନି

Posted on December 25, 2025

ଓଡ଼ିଶାର ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ପ୍ରଦୂଷଣ ମାମଲାରେ ଓଡ଼ିଶାର କିଛି ସହର ଏବେ ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ମିଳିଥିବା ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର…

ବଡ଼ଦିନରେ ଅଶୁଭ ଖବର, ଛାତିଥରା ଦୁର୍ଘଟଣା, ଚାଲିଗଲା ୨୨ ଜୀବନ

Posted on December 25, 2025

ବଡ଼ଦିନରେ ଅଶୁଭ ଖବର। ଭୟଙ୍କର ଦୁର୍ଘଟଣାରେ ଗଡ଼ିଲା ମୁଣ୍ଡ। ତାମିଲନାଡ଼ୁ ଓ କର୍ଣ୍ଣାଟକରେ ଦୁଇ ଛାତିଥରା ଦୁର୍ଘଟଣା। କର୍ଣ୍ଣାଟକ ଚିତ୍ରଦୁର୍ଗ ରାସ୍ତାରେ ଏକ କଣ୍ଟେନରକୁ ଧକ୍କା ଦେଇ ହୁତୁହୁତୁ ହୋଇ ଜଳିଗଲା ସ୍ଲିପର୍ ବସ୍। ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ। ସେପଟେ ତାମିଲନାଡୁର ତ୍ରିଚି-ଚେନ୍ନାଇ…

ନମାଜ ପାଠ ସମୟରେ ବଡ଼ ବିସ୍ଫୋରଣ,୧୦ ମୃତ

Posted on December 25, 2025

ମସ୍‌ଜିଦରେ ନମାଜ ପାଠ ସମୟରେ ବଡ଼ ବିସ୍ଫୋରଣ। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ନାଇଜେରିଆର ମୈଦୁଗୁରିରେ ସନ୍ଧ୍ୟା ପ୍ରାର୍ଥନା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି। ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ବର୍ଷ ବର୍ଷ ଧରି ବିଦ୍ରୋହଗ୍ରସ୍ତ ଅଞ୍ଚଳରେ ପୁନର୍ବାର…

ମାତା ବୈଷ୍ଣୋଦେବୀ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ ଧ୍ୟାନ ଦିଅନ୍ତୁ

Posted on December 24, 2025

 ମାତା ବୈଷ୍ଣୋଦେବୀ ଯାତ୍ରା କରିବାକୁ ଇଚ୍ଛୁକ ଥିବ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରୀଇନ ବୋର୍ଡ ଗୁରୁତ୍ବପୂର୍ଣ୍ଣ ଆଦେଶ ଜାରି କରିଛି । ଯାହାକୁ ତତ୍କାଳ ଲାଗୁ କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ…

ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

Posted on December 24, 2025

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ ଅନେକ ହିନ୍ଦୁଙ୍କ ଘର ପୋଡ଼ି ଦିଆଯାଇଛି।ଏହା ମଙ୍ଗଳବାର ଘଟିଥିଲା, ଯେଉଁଥିରେ ବହୁ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ଏବଂ ପରିବାରର…

PIA ବିକ୍ରି କଲେ ପାକିସ୍ତାନ ସରକାର

Posted on December 24, 2025

ଆର୍ଥିକ ଅବସ୍ଥା ସୁଧାରିବାକୁ ବିମାନ କମ୍ପାନି ବିକିଲା ପାକିସ୍ତାନ। ଗତ କିଛି ବର୍ଷ ହେବ ପାକିସ୍ତାନ ଦେବାଳିଆ ଅବସ୍ଥାରେ ପହଞ୍ଚିଥିବା ବେଳେ ଏବେ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। IMF ସମେତ ସମସ୍ତ ବନ୍ଧୁ ରାଷ୍ଟ୍ରର ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିପାରି ନାହିଁ। ବର୍ତ୍ତମାନ…

ଥମୁନି ବାଂଲା ହିଂସା, ଭାରତୀୟ ବଂଶୋଦ୍ଭବଙ୍କ ଉପରେ ପୁଣି ଆକ୍ରମଣ, ଘରେ ନିଆଁ ଲଗେଇ ଦେଲେ ଉପଦ୍ରବୀ

Posted on December 23, 2025

ନିଆଁ ପରି ବ୍ୟାପି ଚାଲିଛି ବାଂଲାଦେଶର ହିଂସା। ଅଣାୟତ୍ତ ହୋଇଛି ସେଠାରେ ହିଂସାକାଣ୍ଡ। ଭାରତୀୟ ବଂଶୋଦ୍ଭବଙ୍କୁ କରାଯାଉଛି ଟାର୍ଗେଟ୍‌। ବର୍ତ୍ତମାନେ ବାଂଲାଦେଶରେ ଅଶାନ୍ତି ମଧ୍ୟରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଗୋଟିଏ ପରେ ଗୋଟିଏ ହେଉଥିବା ହମଲା, ଚିନ୍ତା ବଢାଇ ଦେଇଛି। ଏହି ମଧ୍ୟରେ ନିକଟରେ…

ରାହୁଲ ଗାନ୍ଧୀଙ୍କ ଅଭିଯୋଗ; ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି…

Posted on December 23, 2025

 କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ବିଜେପି, ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି । ରାହୁଲ କହିଛନ୍ତି ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରେ । ଏହାର ବିରୋଧରେ ବିରୋଧୀ ପ୍ରତିବାଦ କରିବାକୁ ପ୍ରତିଜ୍ଞା କରିଛନ୍ତି । ଯାହା…

ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ଦାମ୍…

Posted on December 23, 2025

ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୬ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୭୪ ପଇସା ରହିଛି ।…

Posts pagination

Previous 1 … 9 10 11 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme