ଭତ୍ତା ଟଙ୍କା ପାଇଁ ହତ୍ୟା । ଜନ୍ମ କଲା ବାପାକୁ ହତ୍ୟା କଲା ପୁଅ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ.ବରିଡା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପଦ୍ମନାଭ ସାହୁ । ଭତ୍ତା ଟଙ୍କା ପାଇଁ ପୁଅ ହତ୍ୟା…
Category: Uncategorized
ଏସବୁ ସମସ୍ୟା ଦୂର କରେ ପାଳଙ୍ଗ ଶାଗ
ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଳଙ୍ଗ ଶାଗରେ ଥାଏ। ଏଥିରେ ଭିଟାମିନ୍, ମିନେରାଲ୍ସ, ମ୍ୟାଗ୍ନେସିୟମ ପୋଟାସିୟମ, ଆଇରନ୍ ପ୍ରଚୁର ପରିମାଣରେ ଥାଏ। ପ୍ରତିଦିନ ପାଳଙ୍ଗ ଶାଗର ଜୁସ୍ ପିଇଲେ ହାଡ ମଜଭୁତ ହୁଏ। ଗର୍ଭବତୀ ମହିଳାଙ୍କ ପାଇଁ ପାଳଙ୍ଗ ଜୁସ୍ ବେଶ୍ ଉପକାରୀ ସାବ୍ୟସ୍ତ…
କେତେ ହାନିକାରକ କଲରା ଜୁସ୍ !
ପରିବା ଖାଇବା ଦ୍ଵାରା ଆମକୁ ପୋଷକ ତତ୍ତ୍ଵ ମିଳେ। ଶରୀର ସୁସ୍ଥ ରୁହେ। ଯେପରିକି କଲରା… ଏହାକୁ ଡାଇବେଟିସ୍ ରୋଗୀମାନେ ଔଷଧ ରୂପରେ ଖାଆନ୍ତି। ନିୟମିତ କଲରା ଜୁସ୍ କରି ପିଅନ୍ତି। ହେଲେ ଆପଣ ଜାଣିଛନ୍ତି ଅତ୍ୟଧିକ କଲରା ଖାଇଲେ କ’ଣ ହୁଏ? କିଡନୀ…
ଆଜି ଶିଶୁ ଦିବସ, ଶିଶୁଙ୍କୁ ଫୁଲ ସହିତ ତୁଳନା କରୁଥିଲେ ନେହେରୁ
ଶିଶୁମାନଙ୍କ ଉଦେଶ୍ୟରେ ସମର୍ପିତ ‘ଶିଶୁ ଦିବସ’ ଆଜି ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଉଛି। ଅଙ୍ଗନବାଡ଼ି, ଶିଶୁ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମଦିନକୁ ଆଡ଼ମ୍ବର ସହିତ ପାଳନ କରାଯାଉଛି। ଏଥି…
୨୦୨୪ ସୁଦ୍ଧା ଦେଶରେ ୮.୯୮ କୋଟି ଡାଇବେଟିସରେ ଆକ୍ରାନ୍ତ
କାୟାବିସ୍ତାର କରିଚାଲିଛି ଡାଇବେଟିସ୍ । ବିଶେଷକରି ଯୁବଗୋଷ୍ଠୀ ଏବେ ଡାଇବେଟିସ୍ ଆଁରେ । ଗତ ୨୦୨୪ ସୁଦ୍ଧା ଦେଶରେ ୨୦ରୁ ୭୯ବର୍ଷ ବୟସ୍କ ନାଗରିକଙ୍କ ମଧ୍ୟରେ ୮.୯୮ କୋଟି(୮୯.୮ ମିଲିଅନ) ଲୋକ ଡାଇବେଟିସ୍ରେ ଆକ୍ରାନ୍ତ । ଆସନ୍ତା ୨୦୫୦ ସୁଦ୍ଧା ଏହା ୧୫୬.୭ ମିଲିଅନରେ…
ଶୀତ ଋତୁରେ ଗରମ ପାଣିରେ ସ୍ନାନ କରୁଥିଲେ ସାବଧାନ!
ଶୀତ ବା ସର୍ଦ୍ଦି ସମୟ ଆରମ୍ଭ ହେବା କ୍ଷଣି ଖାଦ୍ୟପେୟ ସହ ଆପଣଙ୍କର ସ୍ନାନ କରିବାର ଅଭ୍ୟାସରେ ମଧ୍ୟ ଖୁବ୍ ପରିବର୍ତ୍ତନ ଆସିଥାଏ। ଗରମ ଦିନରେ ଥଣ୍ଡା ପାଣି ଶରୀରରେ ପଡ଼ିବା କ୍ଷଣି ଖୁବ୍ ଶାନ୍ତି ଓ ଫ୍ରେଶନେସ୍ ଅନୁଭବ ହୋଇଥାଏ , ଅନ୍ୟପଟେ…
ଆଜି ଭାରତରେ ଲଞ୍ଚ ହେବ OnePlus 15
OnePlus 15 ପାଇଁ ଅପେକ୍ଷା ଆଜି ଶେଷ ହେବାକୁ ଯାଉଛି । OnePlusର ଏହି ଫ୍ଲାଗସିପ୍ ଫୋନ୍ ଆଜି, ନଭେମ୍ବର ୧୩ ତାରିଖରେ ଭାରତୀୟ ବଜାରରେ ଲଞ୍ଚ ହେବ । ଭାରତ ସହିତ, ଏହାକୁ ଆଜି ବିଶ୍ୱ ବଜାରରେ ମଧ୍ୟ ଉପସ୍ଥାପନ କରାଯିବ ।…
ଭୁବନେଶ୍ବରୀ କୋଇଲା ଖଣି ଲାଙ୍ଗିଯୋଡ଼ା ଗ୍ରାମ୍ୟ ଜଙ୍ଗଲକୁ କୋଇଲା ଖଣି ଅଧିଗ୍ରହଣ କରିବା ନେଇ ପଲ୍ଲିସଭା
ନିଯୁକ୍ତି ଦେବା ପରେ ହେବ ଅଧିଗ୍ରହଣ ଗ୍ରାମବାସୀତାଳଚେର: ତାଳଚେର ବ୍ଲକ କଣ୍ଡାଳ ପଞ୍ଚାୟତର ଲାଙ୍ଗିଯୋଡ଼ା ଗ୍ରାମକୁ ଏମ୍ସିଏଲ୍ ଭୁବନେଶ୍ବରୀ କୋଇଲା ଖଣି ଅଧିଗ୍ରହଣ କରିସାରିଛି। ଗ୍ରାମରେ ରହିଥିବା ୫ ଶହ ହେକ୍ଟର ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା ପାଇଁ ଆଜି ଏମ୍ସିଏଲ୍ ଭୁବନେଶ୍ବରୀ କୋଇଲା…
ବଳକା ତେଲ ସ୍ବାସ୍ଥ୍ୟ ପାଇଁ କେତେ ଭଲ ?
ଚଟପଟା ଖାଦ୍ୟ ସଭିଙ୍କୁ ବେଶ୍ ପସନ୍ଦ। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ଆଗ୍ରହରେ ଖାଇ ଥାଆନ୍ତି। ଏପଟେ ଭାରତୀୟ ଖାଦ୍ୟରେ ତେଲର ଭୂମିକା ମଧ୍ୟ ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର…
ରାତିରେ ଭାତ ଖାଇବା ଦ୍ୱାରା ଓଜନ ବଢିଥାଏ କି ?
ସୁସ୍ୱାସ୍ଥ୍ୟ ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଜରୁରୀ। ଲୋକେ ରୁଟି, ପନିପରିବା, ଡାଲି ଏବଂ ଭାତ ଖାଇଥାନ୍ତି। ଭାତ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ସେହିପରି ରାତିରେ ଭାତ କାହିଁକି ଖାଇବା ଉଚିତ୍ ନୁହେଁ? ଏହା ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି। ଆୟୁର୍ବେଦରେ…
