କଂଗ୍ରେସ କଳି ଏବେ ଦିଲ୍ଲୀରେ । ହାଇକମାଣ୍ଡ ପାଖରେ ଫେରାଦ କରିବେ ଦଳୀୟ ନେତା । ତୁଟିବ ତ ମୋକିମ-ଭକ୍ତ ବିବାଦ ? ଏଆଇସିସି ଶୁଣିବ ତ ଓଡ଼ିଶା କଂଗ୍ରେସ ଦୁଃଖ । ମୋକିମ-ଭକ୍ତ ବିବାଦରେ ଭାଗ ଭାଗ ଓଡ଼ିଶା କଂଗ୍ରେସ । ଗୋଷ୍ଠୀ…
Category: Uncategorized
ସକାଳୁ ଉଠି ଫୋନ୍ ଚଳାଉଛନ୍ତି କି?
ଦିନ ସାରା ଫୋନର ଲାଗି ରହିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ସୁସ୍ଥତା, ଉତ୍ପାଦ କ୍ଷମତା ଓ ନିଦ୍ରାକୁକ୍ଷତି ପହଞ୍ଚାଇଥାଏ ବୋଲି ଏମ୍ସର ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ଶେରାୱତ୍ କହିଛନ୍ତି ।ଆଜିର ଅତ୍ୟାଧୁନିକ ଦୁନିଆରେ ଆମ ମଧ୍ୟରୁ ଅନେକ ଲୋକ ସକାଳୁ ଉଠିବା…
ପିଏଚଡି ପାଇପ ଫାଟିଯିବାରୁ ବସ୍ତା ବସ୍ତା ଧାନ ନଷ୍ଟ
ପାଣିରେ ଭାସିଲା ବସ୍ତା ବସ୍ତା ଧାନ । ପିଏଚଡି ପାଇପ ଫାଟିଯିବାରୁ ପ୍ରାୟ ୭୦୦ ବସ୍ତା ଧାନ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ସମ୍ବଲପୁର ଭତରା ହସ୍ପିଟାଲ ରୋଡ ପାଖ ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ଖଳାରେ ଏଭଳି ଘଟଣା ଘଟିଛି…
ବୁଢ଼ା ହେଉଛି ଭାରତ
ଦ୍ରୁତ ଗତିରେ ବୁଢ଼ା ହେଉଛି ଭାରତ । ୨୦୧୧ରେ ଦେଶରେ ୬୦ ବର୍ଷରୁ ତଦୁର୍ଦ୍ଧ୍ଵ ବୟସ୍କ ଲୋକଙ୍କ ସଂଖ୍ୟା ୧୦.୧୬ କୋଟି ଥିଲା । ୨୦୩୬ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୨୨.୭୪ କୋଟି ହେବ । ଅର୍ଥାତ୍ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାରେ…
ଏଣିକି ଟୋଲ୍ ପ୍ଲାଜାରେ ଆଉ ଲାଗିବନି ଲମ୍ବା ଲାଇନ୍, ଟୋଲ୍ ମୁକ୍ତ ହେବ ରାଜପଥ
ଆପଣ ପ୍ରାୟତଃ ଟୋଲ୍ ପ୍ଲାଜାରେ ଟୋଲ୍ ଦେବା ପାଇଁ ଲମ୍ବା ଧାଡ଼ି ଦେଖିଥିବେ। ଯଦି ଆପଣ ଅଧିକ ଟ୍ରାଫିକ୍ ଥିବା ରୁଟ୍ରେ ଯାତ୍ରା କରନ୍ତି, ତେବେ ଆପଣଙ୍କୁ ପ୍ରାୟତଃ ଦୀର୍ଘ ସମୟ ପାଇଁ ଅପେକ୍ଷା କରିବାକୁ ପଡିଥାଏ। ଏବେ କିନ୍ତୁ ଟୋଲ୍ ବୁଥ୍ରେ ଲମ୍ବା…
ଆକାଶରେ ଶୋଭା ପାଇବ କୋଲ୍ଡ ସୁପର୍ମୁନ୍, ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ
ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍ମୁନ୍ କୁହାଯାଉଛି । କାରଣ ଏହା ପୃଥିବୀର ଅତ୍ୟନ୍ତ ନିକଟରେ ଅବସ୍ଥାନ କରିବ । ଏହା ସାଧାରଣ ଚନ୍ଦ୍ରଠୁ ୧୦…
ଲଞ୍ଚ୍ ହେଲା ‘ମାନବ ୱାଶିଂ ମେସିନ୍’, ୧୫ ମିନିଟ୍ ମଧ୍ୟରେ ସଫା କରିବ ଶରୀର
ଜାପାନରେ ଏବେ ‘ମାନବ ୱାଶିଂ ମେସିନ୍’ ଲଞ୍ଚ୍ ହୋଇଛି । ଏହି କ୍ୟାପ୍ସୁଲ ଭଳି ମେସିନ୍ ମଧ୍ୟରେ ଶୋଇବା ପରେ ମାତ୍ର ୧୫ ମିନିଟ୍ ମଧ୍ୟରେ ଜଣେ ବ୍ୟକ୍ତିଙ୍କର ପୂରା ଶରୀର ସଫା ହୋଇଯାଇଥାଏ । ଏଥିସହ ସେ ତାଜାପଣ ଅନୁଭବ କରିଥାନ୍ତି ।…
କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା : ଆକ୍ଟିଭ ସିମ୍ ନଥିଲେ ଚାଲିବନି ମେସେଜିଂ ଆପ୍
ଏଣିକି ମୋବାଇଲରେ ଆକ୍ଟିଭ ସିମ୍ ନ ଥିଲେ ଚାଲିବ ନାହିଁ ମେସେଜିଂ ଆପ୍। ସାଇବର୍ ଠକେଇର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା। ମେସେଜିଂ ଆପ୍ ସହ ହେବ ସିମ୍ ବାଇଣ୍ଡିଂ। ଶନିବାର ଏଭଳି ନିର୍ଦ୍ଦେଶାନାମା ଜାରି କରିଛନ୍ତି କେନ୍ଦ୍ର ସରକାର। ହ୍ୱାଟ୍ସଆପ୍,…
ଡାଳିମ୍ବର ଚମତ୍କାରୀ ଗୁଣ
ଡାଳିମ୍ବରେ ତ୍ୱଚାକୁ ସୁନ୍ଦର ରଖିବା, ରକ୍ତଚାପକୁ ନିୟନ୍ତ୍ରଣ କରିବା ତଥା ମାନସିକ ଚାପରୁ ମୁକ୍ତି ଦେବାରେ ବେଶ୍ ଚମତ୍କାରୀ ଗୁଣ ଭରି ରହିଥାଏ। ତା’ଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନାଏଡ୍ ନାମକ ତତ୍ତ୍ୱ ଥିବାରୁ, ଏହା ଗଣ୍ଠିମାନଙ୍କରେ ଥିବା ଫୁଲାକୁ ଦୂର କରିଥାଏ। ଯଦ୍ଦ୍ବାରା…
ସୋଗର ଗାଁରେ ୮ଟିକିଆ ହାତୀ ପଲଙ୍କ ଉତ୍ପାତ।
ଢେଙ୍କାନାଳ ବନଖଣ୍ଡ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୋଗର ଗାଁରେ ୮ ଟିକିଆ ହାତୀ ପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ପ୍ରାୟ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ଲୋକଙ୍କ ଚିନ୍ତା ବଢ଼ାଇଛି। ଲୋକ ମାନେ ହାତୀ ଆତଙ୍କକୁ ନେଇ…
